OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 26th July 2019

Odia Rashiphala

Odia Rashiphala

ଆୟ ଆଶାନୁରୂପ ହେବ । ବନ୍ଧୁ କିମ୍ବା ସରକାରୀ ସହାୟତା ନେଇ ଲାଭବାନ୍ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦାମ୍ପତ୍ୟ ସୁଖ ମିଳିବ । ଗୁଣବାନ୍ ହେବେ । ଚିନ୍ତା ଧାରା ଉନ୍ନତ ହେବ । ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ବାଧା-ବିଘ୍ନକୁ ଏଡ଼ାଇ କାର୍ଯ୍ୟର ଅଗ୍ରଗତି ଘଟାଇ ପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ସର୍ବତ୍ର ଉନ୍ନତି ଆଶା କରାଯାଏ । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । କଥା ଶୈଳୀରେ ପରକୁ ଆପଣାର କରିବେ ।
ଆୟ ଯଥେଷ୍ଟ ପରିମାଣର ହେବ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନ-ବାହନ ସୁଖଲାଭ କରିବେ । କୀର୍ତ୍ତିମାନ୍ ହେବେ । ଭୋଗୀ ଓ ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିପାରନ୍ତି । କରିତ୍ କର୍ମା ହେବେ ।
ସୁଖ-ସମ୍ମାନ ଲାଭ କରିପାରନ୍ତି । ପାରିବାରିକ ସୁଖ-ଶାନ୍ତି ମିଳିବ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ସରକାରୀ ସ୍ତରରୁ ଅର୍ଥ ସହିତ ମାନ୍ୟତା ମିଳିବ । ଗୃହସୁଖ ମିଳିବ । କୀର୍ତ୍ତି, ସ୍ୱତ୍ୱ ସନ୍ତୋଷ ସବୁକିଛି ମିଳିବ । ଧୈର୍ଯ୍ୟବାନ୍ ହେବେ ।
ଭ୍ରମଣ ଯୋଗ ଅଛି । ଭାଗ୍ୟବାନ୍ ହେବେ । ଅର୍ଥ ମିଳିବ । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରେ ସମ୍ମାନିତ ହେବେ । ବସ୍ତ୍ର, କାଞ୍ଚନ, ଚତୁଷ୍ପଦ ଲାଭ ହୋଇପାରେ । ସର୍ବତ୍ର ସୁଖୀ ଓ ବିଜୟୀ ହେବେ । ମାନସିକ ଅଶାନ୍ତି ଦୂର ହେବ ।
ଲାଗି ରହିଥିବା ବିବାଦର ଅବସାନ ଘଟିବ । ଧନକ୍ଷୟ ହେବାର ସମ୍ଭାବନା ଅଛି । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଶୁଭକାର୍ଯ୍ୟ ବର୍ଜନୀୟ । ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା । ଯାନ-ବାହନରେ ସତର୍କ ରହିବେ ।
ଚାପରେ ପଡ଼ି କାର୍ଯ୍ୟ କରିପାରନ୍ତି । ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ବନ୍ଧୁମେଳରେ ରହି ବିଶେଷ ଉପକୃତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପତ୍ନୀଙ୍କ ପରାମର୍ଶରେ ଚଳିବେ ।
କାର୍ଯ୍ୟ ଓ ଦାୟିତ୍ୱ ପରିବର୍ତ୍ତନ ଘଟିପାରେ । ବିଭିନ୍ନ ଦିଗରୁ ସାହାଯ୍ୟ, ସହଯୋଗ ମିଳିବ । ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ । କର୍ମକ୍ଷେତ୍ରରେ ତତ୍ପରତା ସହିତ ଚଞ୍ଚଳତା ପ୍ରକାଶ ପାଇବ । ଶତ୍ରୁଦମନ କରିପାରନ୍ତି ।
ଅର୍ଥ ଆବଶ୍ୟକତା ରହିଛି । ନିରବ ଚିନ୍ତକ ହୋଇପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ହଠାତ୍ କିଛି ଅର୍ଥ ମିଳିପାରେ । ଭାଗ୍ୟର ପରିବର୍ତ୍ତନ ଘଟିବାର ସୂଚନା ମିଳୁଛି । ବ୍ୟବସାୟ ଉତ୍ସାହ ଜନକ ହେବ । ସାହସ ବାନ୍ଧି କାର୍ଯ୍ୟ କରିବେ ।
ବନ୍ଧୁ ମିଳନ ଆନନ୍ଦଦାୟକ ହୋଇପାରେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିପାରନ୍ତି । ଉପୁଜି ଥିବା ସମସ୍ୟାର ପରିସମାପ୍ତି ଘଟିବ । କୃଷକ୍ଷେତକୁ ତ୍ୱରାନ୍ୱିତ କରିବାରେ ଲାଗି ପଡ଼ିବେ । ଯାନ-ବାହନ ସୁଖ ଭୋଗ କରିବେ । ଆଶାବାଦୀ ହେବେ ।
ପାରିବାରିକ ଜୀବନ ସୁଖମୟ ହେବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ନୂତନ ଓ ଉନ୍ନତ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସର୍ବ ସୁଖ ଲାଭ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ଆଳସ୍ୟ ପରାୟଣ ହୋଇପାରନ୍ତି । ଶୁଭଖବର ପାଇ ପ୍ରଫୁଲ୍ଲିତ ହେବେ । ମନ ପ୍ରସନ୍ନ ରହିବ । ବିଭିନ୍ନ ଦିଗରୁ ଧନାଗମ ହେବ । ନୀତିବାନ୍ ହେବେ । ଚଞ୍ଚଳମନା, ଅତି ସଖୀ ଓ କୀର୍ତ୍ତିମାନ୍ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments