OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 25th Oct 2019

Odia Rashiphala

Odia Rashiphala

ବନ୍ଧୁବର୍ଗରେ ଅପ୍ରିୟ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମିଶ୍ରିତ ଫଳ ମିଳିବ । ଶୁଭ ସମାଚାର ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅଧ୍ୟୟନରତ ହୋଇପାରନ୍ତି । ଦିନଟି ମଧ୍ୟମ ଧରଣର । ସୁଖୀ ହେବେ ।
ଉଚ୍ଚକର୍ତ୍ତୃପକ୍ଷଙ୍କ ସାହାଯ୍ୟ ମିଳିବ । ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି । ପତ୍ନୀଙ୍କର ଅସୁସ୍ଥତା ଉପୁଜି ପାରେ ।
ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ । କୌଣସି କାରଣରୁ ଭୟଭୀତ ହୋଇପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦିଅଁ ଦର୍ଶନର ସୁଯୋଗ ଅଛି । ଅଶାନ୍ତି ଦୂର ହେବ । ସରକାରୀ ଲାଭ ମିଳିବ ।
ବାଧା-ବିଘ୍ନରେ ରହି ମଧ୍ୟ କାର୍ଯ୍ୟକୁ ଅଗ୍ରଗତି କରିପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ମୁଖ୍ୟ କାର୍ଯ୍ୟ ପ୍ରତି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟିବ । ପତ୍ର ଲାଭର ସୂଚନା ମିଳୁଛି । ଭାଗ୍ୟର ପରିବର୍ତ୍ତନ ଘଟିପାରେ ।
ସ୍ୱଳ୍ପ ଆୟକୁ ବଦଳାଇ ଦେଇ ଆଶାନୁରୂପ ଆୟ କରିପାରନ୍ତି । ଆନନ୍ଦ ଉତ୍ସବ ଲାଗି ରହିବ। ଉତ୍ତମ ଭୋଜନ ମିଳିବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ଆର୍ଥିକ ଅନଟନର ସମ୍ମୁଖୀନ ହୋଇପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ ହେବ । ମନଭୁଲା କଥା କହି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନ୍ତି । ଭାତୃଭାବ ଅତୁଟ ରହିବ ।
ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିୟୋଜିତ ହୋଇପାରନ୍ତି । ଦିନଟି ମଧ୍ୟମ ଧରଣର । ଆୟ ବୃଦ୍ଧି ହେବ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟରେ ଧନ ଲାଭ ହେବ । ସୁସମ୍ୱାଦ ମିଳିପାରେ । କର୍ମକ୍ଷେତ୍ର ସଫଳମୟ ହେବ । ଆର୍ଥିକ ସ୍ଥିତରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ କରଣୀୟ । ବିବାଦରେ ବିଜୟୀ ହେବେ ।
ଏକ ନୂଆ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ଧର୍ମ-ଧାରଣାରେ ନିମଗ୍ନ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିବେ । ଭକ୍ତ ଗାଥା ଶୁଣିବେ ।
ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ଖୁସି ହେବେ । ଅସୁସ୍ଥତା ଅନୁଭବ କରିବେ । ଅର୍ଥାଭାବ ଘଟିପାରେ । ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବା ବାଞ୍ଚନୀୟ । ଯାନବାହାନରେ ସତର୍କ ରହିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସାବଧାନ ।
ଧନବାନ୍ ହେବେ । ସୁଖଭୋଗ କରିପାରନ୍ତି । ଅଲୌକିକ ଘଟଣାମାନ ଘଟିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଆନନ୍ଦ ଉପଭୋଗ କରିବେ । ରୁଚିକର ଖାଦ୍ୟ ପ୍ରାପ୍ତ ହେବେ । ସୁଖ ମିଳିବ ।
ପାରିବାରିକ ଚିନ୍ତା ବୃଦ୍ଧି ହେବ । ଶତ୍ରୁ ପରାଜିତ ହୋଇପାରେ । ମାନସିକ ଶାନ୍ତି ଫେରି ପାଇବେ । ବ୍ୟସ୍ତତା ମଧ୍ୟରେ ଦନଟି ଅତିବାହିତ ହେବ । ଶଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । କରଜ ଶୁଝିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments