OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 25th March 2022

Odia Rashiphala

Odia Rashiphala

ଭାଗ୍ୟ ବିଧାତାଙ୍କ ଛତ୍ରଛାୟା ତଳେ ରହି ସୁଖ ଭୋଗ କରିବେ । ସମୃଦ୍ଧି ମାର୍ଗରେ ଅଗ୍ରସର ହେବେ । ବିଦ୍ୱାନ ,ସାହାସୀ , ସମ୍ପତିବାନ୍ ହୋଇପାରନ୍ତି । ସନ୍ତାନ ସୁଖ ମିଳିବ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ସ୍ୱାଭିମାନୀ ହେବେ। ଭାଗୁଆଳ ବ୍ୟବସାୟ ଲାଭଜନକ ହେବ । ମିତ୍ରମାନଙ୍କଠାରୁ ସହାୟତା ଆଶା କରିବା ବୃଥା ହୋଇପାରେ । ଜଳଯାତ୍ରା ନ କରିବା ଭଲ। ଅସୁସ୍ଥତାରୁ ଉଧୁରିଯାଇ ପାରନ୍ତି ।
ପରମ କଲ୍ୟାଣ ମାର୍ଗରେ ମାର୍ଗି ହୋଇପାରନ୍ତି । ମାନବ ସେବାକୁ ମାଧବ ସେବା ଭାବେ ବିବେଚନା କରିବେ। ଶାନ୍ତ ଓ ଧର୍ଯ୍ୟଶୀଳ ହୋଇପାରନ୍ତି । ପୁଣ୍ୟପ୍ରଭା ପତ୍ନିଙ୍କ ସାନ୍ନିଧ୍ୟ ମିଳିବ
ଅନାବଶ୍ୟକ ଖଚ୍ଚର ସମ୍ମଖୀନ ହୋଇପାରନ୍ତି । ଐଶୀ କୃପାରୁ ଶତ୍ରୁର ଗତିରୋଧ କରିବାରେ ପାରଙ୍ଗମ ହେବେ । ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭ ପ୍ରାପ୍ତ ହୋଇପାରନ୍ତି ଇପାରନ୍ତି । ସୁସ୍ଥ ରହିବେ।
ହଠାତ୍ କିଛି ଧନ ପାଇ ଉତ୍ଫୁଲିତ ହୋଇପାରନ୍ତି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। କର୍ମଚଞ୍ଚଳ ରହିବେ । ବାଣିଜ୍ୟ କାରବାରୋଦି ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି ।
କୃଷି କର୍ମରୁ ଆୟର ମାତ୍ରା ବୃଦ୍ଧି ପାଇବ। ବ୍ୟକ୍ତିତ୍ୱର ବିକାଶ ଘଟିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ଯତ୍ନ , ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି । କୀର୍ତ୍ତୀମାନ୍ ହେବେ।
ସାମାଜିକ ସ୍ଥରରେ ଆତ୍ମିକ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଆତ୍ମ ବିଶ୍ୱାସକୁ ଜାଗ୍ରତ କରି ସଫଳର ଅଭିଳାଷୀ ହୋଇପାରନ୍ତି । ସର୍ବସୁଖ ଭୋଗ କରି ଜୀବନକୁ ମଧୁମୟ କରିପାରନ୍ତି ।
ଭାଗ୍ୟୋଦୟର ସୂଚନା ମିଳୁଛି । ମଧୁର ଭାଷା ଓ ବ୍ୟବହାର ଆପଣଙ୍କୁ ସକଳ କ୍ଷେତ୍ରରେ ପ୍ରତିଷ୍ଠା କରିପାରେ। ସହନଶୀଳ ମନୋଭାବ ଯୋଗୁଁ ସହଯାଗୀଙ୍କ ଆଦରଣୀୟ ହେବେ । ଧନାଗମ ହେବ ।
ଅପୂର୍ଣତାରୁ ପୂର୍ଣତା ପ୍ରାପ୍ତି ଦିଗରେ ଅଗ୍ରସର ହେବେ ।ଉପହାର ଶୁଭେଛ୍ହା ପ୍ରାପ୍ତ ହେବ। ସଶକ୍ତ ଆତ୍ମ ବଳରେ ବଳୀୟାନ ହୋଇପାରନ୍ତି। ସୁଷମ ଖାଦ୍ୟପେୟରେ ଆପ୍ୟାୟିତ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି।
ପ୍ରତ୍ୟେକ କ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ଧର୍ଯ୍ୟ ବଳରେ ସଫଳତା ମିଳିବ। ଜ୍ଞାନର ଅବତରଣ କଲେ ଶାନ୍ତି ମିଳିବ। ଦିନସାରା ବ୍ୟୟ ଉପରେ ବ୍ୟୟ ବଢିଚାଲିବ।
ଚେତନାର ଉଜ୍ଜ୍ୱଳ ପ୍ରଦୀପ ହେବେ। ପରୋପକାରାୟ ସ୍ୱର୍ଗୀୟ ନୀତିଯୁକ୍ତ ହୋଇ କୃପା ନିଧାନଙ୍କ କୃପାପାତ୍ର ହେବେ। ଶାଶ୍ୱତ ସତ୍ୟର ମର୍ମ ଅନୁଭବ କରିପାରନ୍ତି । ଆୟ ଉଣା ହେବେ ନାହିଁ ।କର୍ମ ବୀର ହେବେ।
ସୂର୍ଯ୍ୟାଲୋକ ପରି ଜୀବନକ ଉଜ୍ଜ୍ୱଳମୟ କରିପାରନ୍ତି। ଦୟାଳୁ ସ୍ୱଭାବ ଯୋଗୁଁ ଆର୍ଶିବାଦ ପ୍ରାପ୍ତ ହେବେ। ବିନା ଚେଷ୍ଟା ରେ ଅର୍ଥାଗମ ହେବ। ପାରିବାରିକ ଜୀବନ ମଧୁମୟ ହେବ। ସୁଯଶ ଯୁକ୍ତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Order Odia Bhagyajyoti Calendar 2022 From OdishaShop.com

Comments

comments