![]() |
ମିଷ୍ଟାନ୍ନ ଭୋଜନରେ ତୃପ୍ତି ଲାଭ କରିବେ । ବିଭିନ୍ନ ଦିଗରୁ ଧନାଗମ ହେବ । ଆକସ୍ମିକ ସମସ୍ୟା ମନକୁ ବିଷାଦିତ କରିପାରେ । ଲୋଭ ସମ୍ବରଣ କରି ନ ପାରି ଅସୁବିଧାରେ ପଡ଼ିପାରନ୍ତି । କୁ-କର୍ମଠାରୁ ଦୂରେଇ ରହିବେ । |
ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । ସରକାରଙ୍କ କୃପାପାତ୍ର ହେବେ । | |
ସ୍ୱକର୍ମ ପାଇଁ ପ୍ରଶଂସାର ପାତ୍ର ହେବେ । କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଘଟାଇ ଖର୍ଚ୍ଚାନ୍ତ ହୋଇପାରନ୍ତି । ସ୍ୱାଭିମାନୀ ଓ ଚଞ୍ଚଳମନା ହେବେ । ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦ୍ରଷ୍ଟା ସାଜି ପାରନ୍ତି । ମଧୁରଭାଷାରେ ପରକୁ ଆପଣାର କରିବେ । | |
ରୋଜଗାର ଅଧିକ ହେବ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କରିତ୍କର୍ମା ହେବା ଆଶା କରାଯାଏ । | |
ଶ୍ରମ ସାର୍ଥକ ହେବ । ସୁସମ୍ୱାଦ ପାଇ ଖୁସି ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । | |
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । | |
ଲାଗି ରହିଥିବା ଝାମେଲାର ଅନ୍ତଃ ଘଟାଇବା କଷ୍ଟସାଧ୍ୟ ହେବ । ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ । ମନରେ ଉଦ୍ବେଗ ଜାତ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହେବେ । | |
କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ର ଶାନ୍ତିଦାୟକ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଆନନ୍ଦ ଉପଭୋଗ କରିବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ ସହାୟତା ମିଳିବ । | |
ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । | |
ପଢ଼ା-ପଢ଼ିରେ ମନୋନିବେଶ କରିବେ । ବିନା ପରିଶ୍ରମରେ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମ୍ବାଦ ପାଇ ଖୁସି ଖୁସି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବୁଦ୍ଧିବଣା ହୋଇପାରେ । ପ୍ରିୟା-ପ୍ରୀତି ତୋଷଣ କଲେ ସୁନାମରେ ଆଞ୍ଚ ଆସିବ । | |
ସ୍ୱକର୍ମ ପାଇଁ ସମ୍ମାନିତ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ସାଧନା ଫଳବତୀ ହେବ । ଉପୁଜି ଥିବା ସମସ୍ୟାର ଆଶୁ ସମାଧାନ ହୋଇପାରେ । ଚିନ୍ତାମୁକ୍ତ ହେବେ । | |
ନିର୍ଭରଶୀଳ ନହୋଇ ଏପରିକି ଅନ୍ୟର ପରାମର୍ଶକୁ ଅପେକ୍ଷା ନ କରି ନିଜ ଚିନ୍ତାଧାରାରେ କାର୍ଯ୍ୟ କଲେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ସରକାରୀ ସ୍ତରରୁ ଲାଭ ଉଠାଇବେ । |
Odia Calendar 2019
Comments
comments