OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 22th January 2021

Odia Rashiphala

Odia Rashiphala

ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଦାମ୍ପତ୍ୟ ଜୀବନଯାପନ ସୁଖପ୍ରଦ ହେବ । ଚିନ୍ତାଧାରା ମହତ ହେବ । ଅର୍ଥାଭାବ ଦେଖା ଦେଇପାରେ । ବିବାଦଶୀଳ ହୋଇପାରନ୍ତି । ନୂଆ ବନ୍ଧୁଙ୍କ ସହାୟତା ମିଳିବ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ ।
ଦେବ କାର୍ଯ୍ୟ ସଂପାଦନ କରିବେ । ବିଚିତ୍ର ବସନ ପରିଧାନ କରିପାରନ୍ତି । ଧାତୁବାଦରେ ଧନବ୍ୟୟ ହେବ । ବୁଦ୍ଧିମାନ୍ ହେବେ । ବାକ୍ୟ ପଟୁ ହୋଇପାରନ୍ତି । ମହତ୍ ଲୋକଙ୍କ ସହିତ ମିତ୍ରତା ହେବ । ପ୍ରିୟଜନଙ୍କ ସାକ୍ଷାତ ପାଇ ଖୁସି ହେବେ ।
ବ୍ୟବସାୟ ଲାଭରେ ଚାଲିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମୂଲ୍ୟବାନ ବସ୍ତୁଲାଭ ହୋଇପାରେ । ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ । ଉତ୍ତମ ଭୋଜନ ଓ ପ୍ରସିଦ୍ଧି ଲାଭ କରିପାରନ୍ତି । ନାନାବିଧ ସମ୍ମାନର ଅଧିକାରୀ ହେବେ । ମନ ପ୍ରସନ୍ନ ରହିବ ।
ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ । ଶତ୍ରୁକୁ ନିପାତ କରିବାରେ ସକ୍ଷମ ହେବେ । ସରକାରୀ ଧନ ମିଳିପାରେ । ଉତ୍ତମ ଗୁଣର ଆକାର ହୋଇପାରନ୍ତି । ବହୁବିଧ ଧନର ଅଧିକାରୀ ହେବେ । କୀର୍ତ୍ତିମାନ୍ ଓ ସ୍ୱତ୍ୱାଧିକାରୀ ହେବେ ।
ମହାଧନ ପ୍ରାପ୍ତ ହେବେ । ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ । ସୁସ୍ଥ ରହିବେ । ଆନନ୍ଦ ଉତ୍ସବରେ ଦିନସାରା ସମୟ ବିତାଇବେ ।
ଅନ୍ୟକୁ ସମାଲୋଚନା କରି ନିଜ ଦୋଷକୁ ଘୋଡେଇ ପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚୋର ଭୟ ଅଛି । ସତର୍କତାର ସହ ଚଳିବାକୁ ପଡ଼ିବ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ମନା । ଉଚ୍ଚସ୍ଥାନ ଆରୋହଣ କରିବା ଭଲ ।
ମନୋରମା ପତ୍ନୀଙ୍କ ସହାୟତା ମିଳିବ । ବନ୍ଧୁ ମିଳନରେ ସମୟ ଅତିବାହିତ କରିବେ । ଶ୍ୱଶୁର ଘର ସୁଖ ମିଳିବ । ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ପ୍ରାପ୍ତ ହେବେ । ବାଣିଜ୍ୟ କାରବାର ଉତ୍ତମ ମାନର ହେବ । ଧନକ୍ଷୟ ହେବାର ସୂଚନା ମିଳୁଛି ।
ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ । ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ । ସୁସ୍ଥ ରହିବେ । ଶାରୀରିକ ଶକ୍ତି ବୃଦ୍ଧି ହେବ । ମିଠାକଥା କହି କାର୍ଯ୍ୟ ହାସଲ କରିପାରନ୍ତି ।
ବହୁ ସୁଖ ଭୋଗ କରିବେ । ବିଦ୍ୟାବାନ୍ ହୋଇପାରନ୍ତି । ଦ୍ୱିଜ ଦେବ ତାଙ୍କ ଭକ୍ତ ହେବେ । ସାଧୁ କଲ୍ୟାଣ ପ୍ରାପ୍ତ ହେବେ । ସଦ୍‌ଚରିତ୍ରଯୁକ୍ତ ହେବେ । ଗୁଣବାନ୍ ପୁତ୍ର ସୁଖ ମିଳିବ । ଶତ୍ରୁହନ୍ତା ହେବେ । ସେବା ପ୍ରିୟ ହେବେ ।
କାର୍ଯ୍ୟ ଅକ୍ଷମଣୀୟ ହୋଇପାରେ । ସତର୍କତାର ଦିନ ବାକ୍ ସଂଜମୀ ହେଲେ ଶୁଭଫଳ ମିଳିବ । କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଯାନବାହନ ସୁଖ ମିଳିବ । ବାସ ଗୃହଟି ସ୍ୱଚ୍ଛ, ରୋଗହୀନ ଓ ଆରାମଦାୟକ ହେବ ।
ଚାଷ ବାସାଦି କାର୍ଯ୍ୟ ପାଇଁ ଜନସାଧାରଣଙ୍କ ପରାମର୍ଶ ଦେଇପାରନ୍ତି । ସର୍ବଦା ବିନୟ ଭାବ ପ୍ରକାଶ କରିପାରନ୍ତି; ମାତ୍ର ନୀତି ନିଷ୍ଠ ଲୋକଙ୍କୁ ଘୃଣା କରିପାରନ୍ତି । ଜନ ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଦାନ-ଧ୍ୟାନ ଉପରେ ଗୁରୁତ୍ୱ ଦେବେ ।
ଚଞ୍ଚଳମନା ହୋଇପାରନ୍ତି । ହୃଷ୍ଟଚିତ୍ତ ହେବେ । ବିଭିନ୍ନ ପ୍ରକାରର ଧନ ଅର୍ଜନ କରିପାରନ୍ତି । ଅତି ସୁଖୀ ହେବେ । ନିର୍ଲୋଭୀ ହୋଇପାରନ୍ତି । ବୁଦ୍ଧି ବଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments