OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 22th February 2019

Odia Rashiphala

Odia Rashiphala

ନିଜର ଦାବି ଉପସ୍ଥାପନ କରିପାରନ୍ତି । ଶତ୍ରୁ ଉପରେ କଡ଼ା ନଜର ରଖିବାକୁ ପଡ଼ିବ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ ।
ଆପଣଙ୍କ ପିଲାମାନେ ଆପଣଙ୍କୁ ସାହାଯ୍ୟ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଯୋଗ ସୃଷ୍ଟି ହୋଇଛି । ଲଟେରି ଉଠାଣ ଆପଣଙ୍କ ସପକ୍ଷରେ ଯିବ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଧାର୍ମିକ ଓ ତେଜସ୍ୱୀ ହେବେ ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଉଦାର ସ୍ୱଭାବ ଓ ଦାନଶୀଳ ହେବେ । ଉତ୍ତମ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ପରିଗଣିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । କୃଷିରୁ ଲାଭ ମିଳିବ । ବୁଦ୍ଧିମାନ ହେବେ ।
ପଡ଼ୋଶୀଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । ସେବା କ୍ଷେତ୍ରରେ ନିଜକୁ ନି‌‌ୟାଜିତ କରିପାରନ୍ତି । ସେବା କ୍ଷେତ୍ରରେ ନିଜକୁ ନି‌ୟୋଜିତ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହେବେ । ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ ।
ଦ୍ୱନ୍ଦରେ ପଡ଼ିଲେ ବି କାର୍ଯ୍ୟ କରି ଚାଲିବେ । ପରମ ଭାଗ୍ୟଶାଳୀ ହୋଇ ପାରନ୍ତି । ଉତ୍ତମ ବ୍ୟକ୍ତି ବିଶେଷ ଭାବେ ପରିଗଣିତ ହେବେ । ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ମିଳିପାରେ ।
ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ହେବେ । ଯୁଦ୍ଧ କିମ୍ବା ମାଲିମୋକଦ୍ଦମାରେ ଜିଣି ଅର୍ଥପ୍ରାପ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତ ହେବ ।
ମନ ଦୁର୍ବଳ ରହିବ । ବ୍ୟୟ ଅଧିକ ହୋଇପାରେ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ, ନେତ୍ର ରୋଗୀ ଓ ମଧୁରଭାଷୀ ହୋଇପାରନ୍ତି । ଧାର୍ମିକ ପ୍ରବୃତ୍ତିର ହେବେ । ରାଜଯୋଗ ଅଛି । ସାହସୀ ଓ ଜ୍ଞାନୀ ହେବେ ।
ଧନ, ଦ୍ରବ୍ୟ ମିଳିବାର ସୁଯୋଗ ରହିଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ଯାନ-ବାହନ ସୁଖ ମିଳିବ । ସରକାରୀ ସ୍ତରରୁ ଧନଲାଭ ହେବ । କରିତ୍‌କର୍ମା ହେବେ ।
ବନ୍ଧୁବର୍ଗରୁ ସହାୟତା ପାଇବେ । ସୁଖ-ସମ୍ମାନ ମିଳିବ । ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ମନରେ ପ୍ରସନ୍ନତା ଦେଖା ଦେବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ଶ୍ରଦ୍ଧା ସ୍ନେହ ରହିବ ।
ଆୟ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ପରୋପକାର କରି ଆତ୍ମତୃପ୍ତି ଲାଭ କରିପାରନ୍ତି । ଭାଗ୍ୟଶାଳୀ ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିବେ । ଅର୍ଥ ରାଶି ମିଳିବ ।
ମନରେ ଉଦ୍‌ବେଗ ଜାତ ହୋଇପାରେ ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିବେ । ଯଶସ୍ୱୀ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ଶ୍ରେଷ୍ଠ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିପାରନ୍ତି ।
ସୁ-ସମ୍ବାଦ ପାଇ ଖୁସି ହୋଇ ପାରନ୍ତି । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ସାମିଲ୍ କରି ପାରନ୍ତି । ଶାନ୍ତ ଧର୍ଯ୍ୟବାନ ହେବେ । ନିଜ ପତ୍ନୀଙ୍କ ପରାମର୍ଶ ଅନୁସାରେ ଚଳିବେ । ବନ୍ଧୁ ସହାୟତା ପାଇ ଖୁସି ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments