OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 1st November 2019

Odia Rashiphala

Odia Rashiphala

ଭାବି-ଚିନ୍ତି କାର୍ଯ୍ୟ ନ କଲେ ପଥଭ୍ରଷ୍ଟ ହେବାର ଆଶଙ୍କା ଅଛି । ସେବା-ପୂଜାରେ ମନୋନିବେଶ କରିବେ । ଚିନ୍ତାଧାରା ଉନ୍ନତମାନର ହେବ । ପାରିବାରିକ ସୁଖ ମିଳିପାରେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ ।
ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ସନ୍ତାନ ଲାଭର ସୂଚନା ମିଳୁଛି । କଳେବଳେ, କୌଶଳରେ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବାର ସୂଚନା ମିଳୁଛି ।
ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଦୃଢ଼ ମନୋବଳ ନେଇ ଅସାଧ୍ୟ ସାଧନ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ବିଭିନ୍ନ କାର୍ଯ୍ୟରେ ସଫଳତା ଲାଭ କରିବେ । କାର୍ଯ୍ୟ କଲାବେଳେ ବିପଦର ସମ୍ମୁଖୀନ ହେବା ଆଶା କରାଯାଏ ।
ମୋହବତ୍‌ରେ ପଡ଼ି ଭୁଲ କାର୍ଯ୍ୟ କରିପାରନ୍ତି । ହୃଦୟରେ ଅହଙ୍କାର ଜାତ ହୋଇପାରେ । ଯେକୌଣସି ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁଖଭୋଗ କରିବେ । ବିଭିନ୍ନ ଦିଗରୁ ଧନ ଲାଭ ହୋଇପାରେ । ଯେସାକୁ-ତେସା ବ୍ୟବସ୍ଥା କରିବେ ।
ସହକର୍ମୀଙ୍କୁ ସହାୟତା କରିପାରନ୍ତି । କଳହଠାରୁ ନିଜକୁ ଦୂରେଇ ରଖିବେ । କୃଷି କର୍ମକୁ ତ୍ୱରାନ୍ୱିତ କରିବାରେ ସଫଳ ହେବେ । ମେଳାପୀ ହେବେ । ଶ୍ରେଷ୍ଟ ପଦ-ପଦବୀରେ ଆସୀନ ହୋଇପାରନ୍ତି । ସରକାରଙ୍କ କୃପାପାତ୍ର ହେବେ ।
ଅଯାଚିତ ସାହାଯ୍ୟ ମିଳିପାରେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇପାରନ୍ତି । ବହୁଭାଷୀ ହେବେ । ସକଳ ଗୁଣର ଆଧାର ହେବେ । ସୁଖୀ ହେବେ । କାବ୍ୟ-ଶାସ୍ତ୍ରାନୁରକ୍ତ ହେବେ । ପରର ମଙ୍ଗଳ କାମନା କଲେ ନିଜର ମଙ୍ଗଳ ହେବ ।
କାର୍ଯ୍ୟରେ ଅସଙ୍ଗତି ଦେଖା ଦେଇପାରେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ । ଶ୍ରେଷ୍ଠ ପଦବୀରେ ଆସୀନ ହେବେ । ମହା ପ୍ରଭାବଶାଳୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଧନଲାଭର ସୂଚନା ମିଳୁଛି । ପ୍ରୀତିପୂର୍ଣ୍ଣ ହେବେ ।
ଗୁରୁଜନଙ୍କ ପାଇଁ ଚିନ୍ତା ବୃଦ୍ଧି ହେବ । ଆଶାବାଦୀ ହୋଇପାରନ୍ତି । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।
ଯେତେ ବିଶୃଙ୍ଖଳା ଉପୁଜିଲେ ବି କାର୍ଯ୍ୟ ଧାରାରେ ପରିବର୍ତ୍ତନ ହେବ ନାହିଁ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ମଧୁର ସମ୍ଭାଷଣରେ ଲୋକଙ୍କୁ ଆପଣାର କରି କାର୍ଯ୍ୟ ହାସଲ କରିବେ ।
ଯାତ୍ରାଦିରୁ ଆନନ୍ଦ ମିଳିବ । ଆୟ ଆଶାନୁରୂପ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଲୋକପ୍ରିୟ ହେବେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ଜନିତ ସୁଖ ମିଳିପାରେ । କୀର୍ତ୍ତିମାନ ହେବେ । ଗୁଣୀ ହେବେ । ପ୍ରସନ୍ନତା ଲାଭ କରିବେ ।
ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରନ୍ତି । ସ୍ଥିର ସ୍ୱଭାବର ହେବେ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ନୀତି ନିଷ୍ଠ ହେବେ । ପ୍ରାଣୀମାନଙ୍କ ପାଇଁ ଦୟାର ଅବତାର ହୋଇପାରନ୍ତି । ଗୁଣବାନ୍ ହେବା ଆଶାକରାଯାଏ ।
ଭ୍ରମଣାଦିରେ ଶାନ୍ତି ପାଇବେ । କର୍ମଚଞ୍ଚଳ ରହିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସତ୍‌କର୍ମରେ ବ୍ୟୟ କରିପାରନ୍ତି । ସନ୍‌ମାର୍ଗୀ ହେବେ । କାର୍ଯ୍ୟରେ ପ୍ରସିଦ୍ଧି ଲାଭ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧର୍ମ-ଧାରଣାରେ ବିଶ୍ୱାସୀ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments