OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 1st March 2019

Odia Rashiphala

Odia Rashiphala

ପ୍ରିୟ ବ୍ୟକ୍ତିଙ୍କ ସହ ମତାନ୍ତର ଘଟପାରେ । ପରୋପକାର କର ଆତ୍ମ ସନ୍ତୋଷ ମଳିବ । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ଦାନକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି । ସନ୍‌ମାର୍ଗୀ ଧନବାନ୍ ହେବେ । ସୁଖ ମିଳିବ ।
ଅତ୍ୟଧିକ ଅର୍ଥପ୍ରାପ୍ତ ଆଶାରେ କାର୍ଯ୍ୟ ବ୍ୟସ୍ତ ରହିବେ । ଶାରୀରକ ଅସୁସ୍ଥତା ଅନୁଭବ କରିପାରନ୍ତି । ଦ୍ରବ୍ୟନଷ୍ଟ ହେବାର ସୂଚନା ମିଳୁଛ । ପରୋପକାରୀ ହେବେ । ମଣି-ଭୂଷଣ ଆଦି ପ୍ରାପ୍ତ ହେବେ । ସରକାରୀ ମାନ୍ୟତା ମଳିବ ।
କାର୍ଯ୍ୟକ୍ଷେତ୍ର ଲାଭଦାୟକ ହେବ । ସୁଖ ସମ୍ଭୋଗ କରିପାରନ୍ତି । ବହୁ ଶୁଭଫଳ ଆଶା କରାଯାଏ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁଅ ମିତ୍ରଲୋକମାନଙ୍କ ପାଇଁ ସୁଖଭୋଗ କରିବେ । ମା’ଙ୍କ ସହ ବିମନା ହେବେ ।
ମାନସକ ସ୍ତରରେ ଆଘାତ ପ୍ରାପ୍ତ ହୋଇପାରନ୍ତି । କୌଣସ ଏକ ଅଘଟଣକୁ ନେଇ କ୍ରୋଧିତ ହୋଇପାରନ୍ତି । ବିଭିନ୍ନ ସୂତ୍ରରୂ ଧନ ପ୍ରାପ୍ତ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ମହା ପ୍ରତାପଶୀଳ ହେବେ । ପୌରୁଷଯୁକ୍ତ ହେବେ ।
କାର୍ଯ୍ୟ ହାସଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ପରଚର୍ଚ୍ଚାର ବିରତ ହେଲେ ଲୋକଙ୍କ ଆସ୍ଥାଭାଜନ ହେବେ । ଅର୍ଥ ପ୍ରାପ୍ତି ସୂଚନା ମିଳୁଛି । ସୁଖ-ସମ୍ଭୋଗ କରିପାରନ୍ତି । ନୀରୋଗ ହେବେ । ଶତ୍ରୁନାଶ କରିପାରନ୍ତି ।
ଅର୍ଥାଭାବ ଅନୁଭବ କରିପାରନ୍ତି । କଳହ ମୁକ୍ତ ରହିଲେ ଲୋକ ସମର୍ଥନ ମିଳିବ । ବହୁ ଶୁଭଫଳର ସଙ୍କେତ ମିଳୁଛି । ସରକାର ସ୍ତରରୁ ସମ୍ମାନ ମଳିବ । ସର୍ବତ୍ର ସୁଖ ଓ ବିଜୟୀ ହେବେ । ବସ୍ତ୍ର, କାଞ୍ଚନ ମିଳିବ । ମାନସକ ଅଶାନ୍ତି ଦୂର ହେବ ।
ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ହର୍ଷଯୁକ୍ତ ହେବେ । ବିଶୁଦ୍ଧଭାଷୀ ହୋଇପାରନ୍ତି । ଧନଶାଳୀ ହେବେ । ସୁଖ ଶାନ୍ତି ମିଳିପାରେ ।
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଶତ୍ରୁନାଶ କରିବାରେ ସକ୍ଷମ ହେବେ । ଧନଭୋଗ କରିପାରନ୍ତି। ଐଶ୍ଚର୍ଯ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ତେଜୀୟାନ ହେବେ । ବାହୁରେ ପୀଡ଼ା ଉପଜିପାରେ । ସୁଖ ମିଳିବ; ମାତ୍ର ମନରେ ଉଦ୍‍ବେଗ ଜାତ ହେବ ।
ମୂଲ୍ୟବାନ୍ ଦ୍ରବ୍ୟ ଲାଭର ଶୁଭ ସଙ୍କେତ ଅଛି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚକର ଭୋଜନ ମିଳିବ । ଦୀର୍ଘ ଦିନର ଆଶା ଫଳବତୀ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆବନ୍ଧୁ ଜୁଟି ପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ।
ଧନାଦି ପ୍ରାପ୍ତିର ସୁଯୋଗ ଜୁଟୁଛି । କୁଶଳ ସମାଚାର ପାଇ ଉତ୍‌ଫୁଲ୍ଲିତ ହେବେ । ଉତ୍ତମ ଭୋଜନରେ ଆପ୍ୟାୟତ ହେବେ । ଧର୍ମ-କର୍ମ ସମ୍ପାଦନ କରିପାରନ୍ତି । ଅଧିକ ବ୍ୟୟର ସମ୍ମୁଖୀନ ହେବେ । ମିଷ୍ଟଭାଷୀ ଭାବେ ଜନାଦୃତ ହେବେ ।
ସତ୍‌ପଥଗାମୀ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପ୍ରଶଂସାର ପାତ୍ର ହେବେ । ପ୍ରବାସୀ ହୋଇପାରନ୍ତି । ପିତାଙ୍କ ପଥ ଅନୁସରଣ କର କାର୍ଯ୍ୟ କରିବେ । ଭାଗ୍ୟବାନ୍ ହୋଇପାରନ୍ତି । ଈପ୍‌ସିତ କ୍ଷମତା ହାସଲ କରିବେ । ଶତ୍ରୁ ବଜୟୀ ହୋଇପାରନ୍ତି ।
ଚିନ୍ତାମୁକ୍ତ ହୋଇପାରନ୍ତି । ପରିଶ୍ରମର ମୂଲ୍ୟ ପାଇ ଖୁସି ହେବେ । ସମ୍ମାନିତ ହୋଇପାରନ୍ତି । ଚିନ୍ତାଧାରା ଆଧ୍ୟାତ୍ମ ମାର୍ଗୀ ହେବ । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ମନରେ ସେବାଭାବ ଜାଗ୍ରତ ହେବ । ଯଶ ଅର୍ଜନ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments