![]() |
ଅଶ୍ୱୀନୀ ଓ ଦ୍ୱୀଜା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଚିନ୍ତାଧାରା ଉନ୍ନତମାନର ହେବ ତପ-ସାଧନାରେ ବ୍ରତୀ ହୋଇପାରନ୍ତି। ଯଜ୍ଞାଦି କର୍ମରେ ବ୍ୟୟାଧିକ ହୋଇପାରେ। କୃତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭଫଳ। |
ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ଅଧିକ ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କୃତ୍ତିକା ଓ ମୃଗଶିରାର ସାମାନ୍ୟ ଶୁଭ। | |
ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି କର୍ମ କ୍ଷେତ୍ରରୁ ଅପୂର୍ବ ସଫଳତା ଲାଭ କରିବେ। ଆର୍ଥିକ ସ୍ତିତିରେ ପ୍ରଭୂତ ଉନ୍ନତି ଘଟିବ। ବିବାଦରେ ବିଜୟୀ ହେବେ। ମୃଗଶିରା ଓ ପନୁର୍ବସର ସାମାନ୍ୟ ଶୁଭ। | |
ପଷ୍ୟା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତାର ସଦ୍ ବ୍ୟବହାର କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ମୃଗଶିରା ଓ ପନୁର୍ବସର ସାମାନ୍ୟ ଶୁଭ। | |
ମଘା ଓ ପୂର୍ବା ଫାଲ୍ଗନୁୀ ନକ୍ଷତ୍ର ଜାତ ବ୍ୟକ୍ ଉପୁଜିଥିବା ସମସ୍ୟାର ମକୁାବିଲା କରି ଉଧୁରିଯାଇ ପାରନ୍ତି। ସାମାନ୍ୟ ଅସସ୍ଥୁତା ଅନୁଭବ କରିବେ। ଉତ୍ତରା ଫାଲ୍ଗୁନୀ ଜାତ ବ୍ୟକ୍ତି ସତର୍କରେ ଚଳିବେ। | |
ହସ୍ତା ନକ୍ଷତ୍ରଜାତ ବ୍ୟକ୍ ଧତି ର୍ମପତ୍ନୀଙ୍କ ଉପଦେଶରେ ପରିଚାଳିତ ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆଜି ବହୁ ସୁଖକର ଘଟଣା ଘଟିବ। ଉତ୍ତରା ଫାଲ୍ଗୁନୀ ଜାତ ବ୍ୟକ୍ତି ସତର୍କରେ ଚଳିବେ। | |
ସ୍ୱାତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ବନ୍ଧୁ ସହାୟତା ମିଳିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଋଣ ପରିଶୋଧ କରିବେ। ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ। | |
ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତି ବିଦ୍ୟାଭ୍ୟାସୀ ହେବେ। ବିଭିନ୍ନ ସୂତ୍ରରୂ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ। | |
ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଶ୍ରମରେ ମଲ୍ୟାଙ୍କନ ହେବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କୃଷିଜାତ ଦ୍ରବ୍ୟରୁ ଲାଭବାନ୍ ହେବେ। ଉତ୍ତରାଷାଢ଼ା ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ କଷ୍ଟ। | |
ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆର୍ଥିକ ସ୍ତିତିରେ ଢେର ଉନ୍ନତି ଘଟିବ। ଭଗବତ ପ୍ରେମୀ ହେବେ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ଅଛି। ଉତ୍ତରାଷାଢ଼ା ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ। | |
ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଭାଗ୍ୟୋନ୍ନତି ଯୋଗ ଅଛି। ବିଭିନ୍ନ୍ତରରୁ ଧନାଗମ ହେବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭ। | |
ଉତ୍ତରଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆୟ ଉତ୍ତମ ଧରଣର ହେବ। ସମିଷ୍ଟ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରଜାତଙ୍କ ଶୁଭ। |
Odia Calendar 2022
Comments
comments