OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 18th Oct 2019

Odia Rashiphala

Odia Rashiphala

ବନ୍ଧୁ ସହଯୋଗ ପାଇପାରନ୍ତି । କାର୍ଯ୍ୟକ୍ଷେତ୍ର କଷ୍ଟସାଧ୍ୟ ହେବ । ଧନାଗମର ସୂଚନା ମିଳୁଛି । ତ୍ୟାଗଶୀଳ ହେବେ । ନୀତଜ୍ଞ ହୋଇପାରନ୍ତି । ଚଞ୍ଚଳମନା ହେବେ । ଅତି ସୁଖୀ ହୋଇପାରନ୍ତି । କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ ।
ବ୍ୟବସାୟ ଲାଭପ୍ରଦ ହେବ । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି । ବନ୍ଧୁ ସୁଖ ମିଳିବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ରୁଚିକର ଭୋଜନ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ ।
ଭାଇଙ୍କଠାରୁ ସହଯୋଗ ମିଳିବ । କାର୍ଯ୍ୟରେ ବାଧା ଉପୁଜି ପାରେ । ମୂଲ୍ୟବାନ୍ ଦ୍ରବ୍ୟ ପାଇପାରନ୍ତି । ଆୟ ଠାରୁ ବ୍ୟୟ ଅତ୍ୟଧିକ ହୋଇପାରେ । କଥାଶୈଳୀରେ ପରକୁ ଆପଣାର କରିପାରନ୍ତି । ଅତିଥି ସତ୍‌କାରରେ ଖର୍ଚ୍ଚାନ୍ତ ହେବେ ।
ପଦ-ପଦବୀ ପାଇ ସ୍ଥାନାନ୍ତର ହୋଇପାରନ୍ତି । ମୂଲ୍ୟବାନ ଦ୍ରବ୍ୟ ଲାଭର ସୁଯୋଗ ଅଛି । ଆର୍ଥିକ ଅଭିବୃଦ୍ଧିର ସୂଚନା ମିଳୁଛି । ସରକାରୀ କୃପା ଲାଭ କରିବେ । କାର୍ଯ୍ୟରେ ସଫଳତା ମିଳିବ । ସମ୍ମାନିତ ହେବେ । ଜନ ସମର୍ଥନ ମିଳିପାରେ ।
ବିପଦ ଦୂର ହେବ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହେବେ । ଉପୁଜିଥିବା ସମସ୍ୟାର ସୁ-ସମାଧାନ ହେବ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟ ଭଲରେ ଚାଲିବ ।
ବିଦ୍ୟା ବଳରେ ଜ୍ଞାନ-ଗରିମା ବୃଦ୍ଧି ହେବା ସହିତ ପ୍ରଭାବଶାଳୀ ହୋଇପାରନ୍ତି । ମଧ୍ୟମ ଧରଣର ଶୁଭଫଳ ପ୍ରାପ୍ତ ହେବେ । ଭୋଗ-ବିଳାସ କରିପାରନ୍ତି । ଜନୈକା ମହିଳାଙ୍କ ସହାୟତା ମିଳିବ । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି ।
ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଅପର ପକ୍ଷରେ ବ୍ୟୟ ପରିମାଣ ବଢ଼ିପାରେ । ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବିନୀତ ସ୍ୱଭାବ ଓ ସରଳ, ଅମାୟିକ ହେବେ । ହର୍ଷଯୁକ୍ତ ଓ ବଶୁଦ୍ଧଭାଷୀ ହେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ୍ ହେବେ । ବନ୍ଧୁ ସହାୟତା ପାଇ ଶତ୍ରୁ ଦମନ କରିପାରନ୍ତି । ଦୟାର୍ଦ ଚିତ୍ତ ହେବେ । ଯଶ ଅର୍ଜନ କରି ଆତ୍ମ ତୃପ୍ତି ଲାଭ କରିବେ । ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ ।
ପାରିବାରିକ ଜଞ୍ଜାଳ ବଢ଼ିପାରେ । ଅସୁସ୍ଥତାରୁ ଆରୋଗ୍ୟ ହେବେ । ଚିନ୍ତାମୁକ୍ତ ହୋଇପାରନ୍ତି । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ । ସନ୍‌ମାର୍ଗୀ ହେବେ । କୃଷକର୍ମରେ ଦକ୍ଷ ହେବେ । ବିତ୍ତର ଅଧିକାରୀ ହେବେ ।
ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବ୍ରହ୍ମ ଉପାସକ ହୋଇପାରନ୍ତି । ବିଦ୍ୟାର୍ଜନରେ ଆଗ୍ରହୀ ହେବେ । ନୀତନିଷ୍ଠ ହୋଇପାରନ୍ତି । ହିଂସା ମାର୍ଗରେ ମନ ବଳିପାରେ । ଶ୍ରେଷ୍ଠ ପଦର ମାନ୍ୟତା ମିଳିବ ।
ଅଜାଣତରେ ପ୍ରତାରିତ ହୋଇପାରନ୍ତି । ବାଦବିବାଦର ବିଜୟୀ ହେବେ ଓ ତା’ର ଅବସାନ ଘଟିବ । ବିପଦ ଦୂର ହେବ । ସର୍ବାଙ୍ଗୀଣ ଉନ୍ନତି ହେବ । ଦାନ-ଧର୍ମକୁ ଶ୍ରେୟ ମଣିପାରନ୍ତି । କୃଷିକ୍ଷେତ୍ରରୁ ଲାଭବାନ ହେବେ । ଜନବଲ୍ଲଭ ହେବେ ।
ଋଣମୁକ୍ତ ହେବାକୁ ପ୍ରୟାସ ଜାରି ରଖିବେ । ସମ୍ମାନିତ ହୋଇପାରନ୍ତି । ଭବ୍ୟ ସମ୍ବର୍ଦ୍ଧନା ମିଳିପାରେ । ସେବା ଭାବନାରେ ଉଦ୍‌ବୁଦ୍ଧ ହେବେ । ପୂଜାର୍ଚ୍ଚନାରେ ନିଜକୁ ନିୟୋଜିତ କରିପାରନ୍ତି । ବିବାଦରେ ବିଜୟୀ ହେବେ । ପାରିବାରିକ ସୁଖ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments