OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 15th January 2021

Odia Rashiphala

Odia Rashiphala

ଶୁଭ ଖବରଟିଏ ମିଳିପାରେ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । କୀର୍ତ୍ତିମାନ୍ ହେବେ । ସ୍ୱତ୍ୱାଧିକାର ପାଇ ସନ୍ତୁଷ୍ଟ ହେବେ ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କ୍ଷମତାର ଅଭିବୃଦ୍ଧି ଘଟିବ; ତା’ର ସଦ୍‌ବ୍ୟବହାର କରି ଆତ୍ମସନ୍ତୋଷ ମିଳିବ । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । ଭକ୍ତି ରସାତ୍ମକ ପ୍ରବଚନ ଶୁଣିବେ ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ରାଜପ୍ରସାଦ ସଦୃଶ ଗୃହ ସୁଖ ମିଳିପାରେ । ନବବସ୍ତ୍ର ପରିଧାନ କରିପାରନ୍ତି । ଯାନବାହନ ସୁଖ ମିଳିବ; ମାତ୍ର ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ହେବେ ।
ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ପତ୍ନୀଙ୍କ ପରାମର୍ଶରେ ଚଳିବେ ।
ବନ୍ଧୁ ସହାୟତା ମିଳିବ । ଶତ୍ରୁକୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ । ସୁ ସମ୍ୱାଦ ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଋଣ ପରିଶୋଧ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ ।
ଆଗାମି ଦିନର କାର୍ଯ୍ୟ କଳାପ ପାଇଁ ପଢ଼ା ପଢ଼ିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଉତ୍‌ଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ ।
କଠିନ ପରିଶ୍ରମର ସମ୍ମୁଖୀନ ହେବେ; ମାତ୍ର ଶ୍ରମ ସାର୍ଥକ ହୋଇପାରେ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ମାନସିକ ଅଶାନ୍ତିର ଦୂରୀକରଣ ପାଇଁ ଉଦ୍ୟମ ଜାରି ରଖିବେ । ଯାନବାହନରେ ଉତ୍‍ଥାନ ପତନ ଯୋଗ ଅଛି ।
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଠାକୁର ଦର୍ଶନ ଲାଭ କରିପାରନ୍ତି । କାର୍ଯ୍ୟ ଶୈଳୀରେ ସୁଧାର ଆସିବ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ । ବିବାଦରେ ବିଜୟୀ ହେବେ ।
ଧର୍ମପ୍ରିୟ ହୋଇପାରନ୍ତି । ପାଣ୍ଡିତ୍ୟର ପାରାକାଷ୍ଠା ପ୍ରତିପାଦନ କରିପାରନ୍ତି । ଶିଳ୍ପ କ୍ଷେତ୍ରରେ ନିଜର ଅଭିଜ୍ଞତା ପ୍ରୟୋଗ କରିବେ । ସର୍ବଦା ହାସ୍ୟ ସୁଖ ରହିବେ । କର୍ମଚଞ୍ଚଳ ରହିବେ । ନୀତି ନିଷ୍ଠ ଭାବେ ଆଦରଣୀୟ ହେବେ ।
ଆୟର ମାର୍ଗ ଉନ୍ମୁକ୍ତ ରହିଛି । ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭ ଉଠାଇପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁ ଜୁଟିବେ ।
ବିବାଦୀୟ ଘଟଣାରେ ବିଜୟ ଲାଭ କରିପାରନ୍ତି । ଅନଟନର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଦୁଃଶ୍ଚିନ୍ତା ମଧୁର କଥାରେ ପରକୁ ଆପଣାର କରିବେ । ମହିଳମାନଙ୍କୁ ମାତୃବତ୍ ବ୍ୟବହାର କରିବେ ।
ଶୁଭ ସମାଚାର ମିଳିବ । ଆଶ୍ୱସ୍ତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ମହିଳାମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର କର୍ମତତ୍ପରତା ପ୍ରକାଶ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments