OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 15th February 2019

Odia Rashiphala

Odia Rashiphala

ଗୃହରୁ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଉଚ୍ଚ ଆଶା ଫଳବତୀ ହୋଇପାରେ । ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ବିବାଦରେ ବଜୟୀ ହେବେ । ପ୍ରତିଯୋଗିତାରେ ଶୀର୍ଷ ସ୍ଥାନକୁ ଉଠି ପାରନ୍ତି ।
ନବବସ୍ତ୍ର ପରିଧାନ କରି ଖୁସି ହେବେ । ଆପଣଙ୍କ ଅନୁରୋଧ ଶୁଭଦାୟକ ହେବ । ବିଭିନ୍ନ ଦିଗରୁ ଧନାଗମ ହେବ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ସ୍ତ୍ରୀ-ଧନ ହେତୁ ସୁଖୀ ହେବେ । କାବ୍ୟ ରଚିତା ହେବେ ।
କାର୍ଯ୍ୟକ୍ରମ ସପକ୍ଷରେ ଥିବାରୁ ସୁଖ ଅନୁଭବ କରିବେ । କ୍ଷମତାଶୀଳ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ସୌଭାଗ୍ୟ ଉଦୟ ହୋଇଛ । ସୁଖ ମିଳିବ । ଶତ୍ରୁ ବନାଶ କରିବା ସହ ସର୍ବାଙ୍ଗୀଣ ଉନ୍ନତି ହେବ ।
ପଥ ହୁଡ଼ି ପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ବିଶେଷ ଉପକୃତ ହେବେ । ପୁତ୍ର ଲାଭର ସୂଚନା ମିଳୁଛି । ମନ୍ତ୍ର-ଶାସ୍ତ୍ରାଦିରେ ପଟୁତା ଅର୍ଜନ କରିବେ । ଧନ ଓ ଯାନବାହନ ସୁଖ ଅଛି ।
ମନ ଉଦ୍‌ବିଘ୍ନ ରହିପାରେ । ବଭିନ୍ନ ସୂତ୍ରରୂ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟୟାଧିକ ହୋଇପାରେ । କୀର୍ତ୍ତିମାନ୍ ହେବେ । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବ ଜାଗ୍ରତ ହେବ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ବନ୍ଧୁମେଳରେ ଆନନ୍ଦ ଅନୁଭବ କରପାରନ୍ତି । ପରିଶ୍ରମ ମୂଲ୍ୟ ମିଳିବ । ପ୍ରଭୃତ ବିଦ୍ୟା ପ୍ରାପ୍ତିର ସୂଚନା ମିଳୁଛି । ଯଶସ୍ୱୀ ହେବେ । ବଳାସ-ବ୍ୟସନରେ ସମୟ ଅତିବାହିତ କରିବେ । ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି ।
କାର୍ଯ୍ୟରେ ଆଗକୁ ବଢପାରନ୍ତି । ଜନସେବାରେ ନିଜକୁ ନିୟୋଜତ କରିବେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଜନୈକା ମହିଳାଙ୍କ ସହାୟତା ମିଳିପାରେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହେବେ । ହର୍ଷଯୁକ୍ତ ସୁଭାଷୀ ହେବେ ।
କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଶତ୍ରୁଭାବ ବୃଦ୍ଧି ହେଲେ ବି କି୍ଛି ଅନିଷ୍ଟ ହେବ ନାହିଁ । ଶତ୍ରୁ ବିନାଶ କରି୍ ଧନ ଭୋଗ କରିବେ । ତେଜୀୟାନ ହେବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର୍ ସୁଯୋଗ ଜୁଟୁଛି ।
ସୁମିତ୍ର ଲାଭର ସୁଯୋଗ ସୃଷ୍ଟି ହୋଇଛ । ଜିତେନ୍ଦ୍ରିୟ ହେବେ । ପୁତ୍ର, ପୌତ୍ରର ଅଧିକାରୀ ହୋଇପାରନ୍ତି । ପରାକ୍ରମୀ ହୋଇପାରନ୍ତି । ବିଖ୍ୟାତ କୀର୍ତ୍ତିମାନ୍ ହୋଇପାରନ୍ତି । ଜନବଲ୍ଲଭ ଭାବେ ସମାଜରେ ପରଚୟ ସୃଷ୍ଟି କରିବେ।
ମାନସକ ସ୍ତରରେ ଉଦ୍‌ବେଗ ଜାତ ହୋଇପାରେ । କୌଣସ ଏକ ନିର୍ଦିଷ୍ଟ କାରଣରୁ କ୍ରୋଧିତ ହୋଇପାରନ୍ତି । ସାମର୍ଥ୍ୟର ପରିଶ୍ରମ କରି ଆଗକୁ ବଢ଼ିବେ । ଧନାଗମର ସୁଚନା ,ମିଳୁଛି । ଧନ-ଯାନବାହନ ଓ ସରକାରୀ ଅର୍ଥ ମଳିପାରେ ।
ବାଦ-ବବାଦୀୟ ଘଟଣାରେ ବିଜୟୀ ହେବେ । ଇଚ୍ଛା ନ ଥିଲେ ବି ପର ଚର୍ଚ୍ଚା ଶୁଣିପାରନ୍ତି । କୃଷି ଲାଭ ମଳିପାରେ । ବିଳାସ-ବ୍ୟସନ କରିପାରନ୍ତି । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ନୀତିନି୍ଷ୍ଟ ଭାବେ ନିଜର ପରିଚୟ ସୃଷ୍ଟି କରିବେ ।
ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଆଶାବାଦୀ ହେବେ । ନିଜକୁ କଳହମୁକ୍ତ, ରଖି ପାରିଲେ ଲୋକମାନଙ୍କର ବିଶ୍ୱାସ ଭାଜନ ହେବେ । ନିର୍ବାଚନରେ ଜିତାପଟ ନେଇପାରନ୍ତି । ସମର୍ଥକମାନଙ୍କ ଗ୍ରହଣରେ ବିଜୟ, ଉଲ୍ଲାସ କରପାରନ୍ତି । ଭୋଗୀ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments