OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 14th May 2021

Odia Rashiphala

Odia Rashiphala

ବିବିଧ ପ୍ରକାର ଧନର ଅଧିକାରୀ ହୋଇପାରନ୍ତି । ତ୍ୟାଗଶୀଳ ହେବେ । ନୀତିନିଷ୍ଠ ହୋଇପାରନ୍ତି । ଚଞ୍ଚଳମନା ହେବେ । ଦୃଷ୍ଟ ଚିତ୍ତ ହୋଇପାରନ୍ତି । ଅତିସୁଖୀ ହେବେ । କୀର୍ତ୍ତିମାନ ହୋଇପାରନ୍ତି । ସହିଷ୍ଣୁ ହେବେ ।
ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିପାରେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁଙ୍କ ସାନିଧ୍ୟ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ ।
ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଅଯଥା ବିତର୍କରେ ଭାଗ ନେଇ ଚୁପ୍ ରହିପାରନ୍ତି । କାର୍ଯ୍ୟରେ ବିଘ୍ନ ଉପୁଜିବାର ସମ୍ଭାବନା ଅଛି । ଶତ୍ରୁତା ବୃଦ୍ଧି ହୋଇପାରେ । କ୍ରୋଧ ସମ୍ବରଣ କଲେ ଜନାଦ୍ରୁତ ହେବେ । ମଧୁର ଭାଷାରେ ପରକୁ ନିଜର କରିପାରନ୍ତି ।
ସୁସମ୍ୱାଦ ପାଇ ଖୁସି ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ ଲାଭ ମିଳିବ । କରିତ୍‌କର୍ମା ହେବେ ।
ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
କର୍ମଚଞ୍ଚଳ ରହିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍‌ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ । ସପତ୍ନୀକ ଶୁଭକାର୍ଯ୍ୟରେ ଯୋଗଦାନ କରି ସନ୍ତୁଷ୍ଟ ହେବେ ।
ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ରହିପାରନ୍ତି । ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ । ଶୁଭକାର୍ଯ୍ୟ ବର୍ଜନୀୟ । ଉତ୍ତମ ମିତ୍ରଙ୍କ ସାନିଧ୍ୟ ପାଇ ଖୁସି ହେବେ । ପୁତ୍ର ସନ୍ତାନ ଲାଭର ସୂଚନା ମିଳୁଛି । ବଚନ ମଧୁର ହେତୁ ଆଦରଣୀୟ ହେବେ ।
ଶାରୀରିକ ଦୁର୍ବଳତା ଅନୁଭବ କରୁଥିଲେ ବି ବହୁ ସୁଖକର ଘଟଣା ଘଟିପାରେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ପାରନ୍ତି । ଶୁଭକାଙକ୍ଷୀ ପାଇଁ ସମୟ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି ।
ବହୁମିତ୍ରଙ୍କ ସହାୟତା ପାଇ ଖୁସି ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବେ ।
ବନ୍ଧୁ ସୁଖ ମିଳିପାରେ । ଅଧ୍ୟପନାର ପ୍ରସ୍ତୁତ ସ୍ୱରୂପ ଅଧ୍ୟୟନରତ ହେବେ । ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧାର୍ମିକ ଓ ତେଜସ୍ୱୀ ହେବେ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି ।
ସନ୍‌ମାର୍ଗୀ ହେବେ । ବିବେକୀ ବ୍ୟକ୍ତି ଭାବେ ଲୋକପ୍ରିୟତା ଅର୍ଜନ କରିବେ । ବରିଷ୍ଠତାର ପ୍ରମାଣ ଦେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ପରିଶ୍ରମ କଠିନ ହେଲେ ବି; ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ ।
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ସମୟ ଅନୁକୂଳ ରହିଛି । ଦେବଦର୍ଶନର ସୁଯୋଗ ଅଛି । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭବାନ୍ ହେବେ । ଭ୍ରାତୃ ଭାବ ଅତୁଟ ରହିବ । ବିବାଦରେ ବିଜୟୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments