OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 14th January 2022

Odia Rashiphala

Odia Rashiphala

ଗୁରୁଗୌରବ ଅର୍ଜନ କରିପାରନ୍ତି । ଦାନାର୍ଥେ ସନ୍ତୁଷ୍ଟ ହେବେ । ତ୍ୟାଗଶୀଳ ହେବାର ସୂଚନା ମିଳୁଛି । ଲୋଭ ସମ୍ବରଣ କରିବାକୁ ହେବ । ମତଜ୍ଞ ହେବେ । ମନ ପ୍ରଫୁଲ୍ଲ ରହିବ । ରୋଜଗାର ଭଲ ହେବ ।
ରୋଜଗାର ଆଶାନୁରୂପ ହେବ । ସରକାରୀ ଅନୁଦାନ ପ୍ରାପ୍ତ ହେବେ । ବନ୍ଧୁ ସହାୟତା ମିଳିବ । ପ୍ରୀତିଭୋଜନ ମିଳିବ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଚିନ୍ତିତ ମତବ୍ୟକ୍ତ କରିବେ ।
ଅରୁଚିପୂର୍ଣ୍ଣ ବିତର୍କରୁ ଓହରିଯାଇ ପାରନ୍ତି । ବାଧା-ବନ୍ଧନକୁ ଏଡ଼ାଇ ଆଗୁସାର ହେବାକୁ ଉଦ୍ୟମ ଜାରି ରଖିବେ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ମିଠାକଥା କହି ଜନମନ ବଶ କରିପାରନ୍ତି ।
ଅସାଧ୍ୟ ସାଧନ କରିବାରେ ପାରଙ୍ଗମ ହେବେ । ଜ୍ଞାନଗରିମାର ସଦୁପଯୋଗ କରି ପ୍ରଶଂସାର ପାତ୍ର ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସରକାରୀ ସ୍ତରରୁ ଅର୍ଥ ମିଳିବ ।
ରାଜକୃପା ଲାଭ କରିପାରନ୍ତି । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥାଗମର ସୂଚନା ମିଳୁଛି । ଦୟାଶୀଳ ହେବେ । ଶୁଭକାର୍ଯ୍ୟ ସମ୍ପାଦନ କରିବେ । କୀର୍ତ୍ତି, ସନ୍ତୋଷ ସବୁକିଛି ମିଳିବ ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ । ଲୋକସମ୍ପର୍କ ବୃଦ୍ଧି ହେବ । ଅର୍ଥାଗମର ସୂଚନା ମିଳୁଛି ।
ଆର୍ଥିକ ସ୍ଥିତିରେ ଅବନତି ଘଟିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ସନ୍ତାନ ସୁଖ ମିଳିପାରେ । ବାକ୍ୟ ପଟୁ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
ଦିନଟି ସୁଖମୟ ହେବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି । ପାରିବାରିକ ଜୀବନ ସୁଖପ୍ରଦ ହେବ । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିବେ ।
ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ହାସ୍ୟଯୁକ୍ତ ହେବେ । ଚଞ୍ଚଳ ଚେଷ୍ଟିତ ହେବେ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିବେ ।
ରାଜପ୍ରସାଦ ହେତୁକ ସମସ୍ତ ସୁଖ, ଐଶ୍ୱର୍ଯ୍ୟ ଭୋଗ କରିପାରନ୍ତି । ଯାନବାହନ ସୁଖ ମିଳିପାରେ । ମୂଲ୍ୟବାନ୍ ଧାତୁଦ୍ରବ୍ୟ ଗୃହକୁ ଆଣିବେ । ନବବସ୍ତ୍ର ପରିଧାନର ସୁଯୋଗ ସୃଷ୍ଟି ହୋଇଛି ।
ନୃତ୍ୟ, ସଙ୍ଗୀତ ପ୍ରିୟ ହୋଇପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି । ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି । କର୍ମକ୍ଷେତ୍ର ଉତ୍ସାହଜନକ ହେବ ।
ସକଳ ଗୁଣଯୁକ୍ତ ହେବେ । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ରାଜପୂଜା ମିଳିବ । ପ୍ରବକ୍ତା ହୋଇପାରନ୍ତି । ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments