![]() |
ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରି ବିଜ୍ଞତାର ପରିଚୟ ଦେବେ । ନୀତିଯୁକ୍ତ ହୋଇପାରନ୍ତି । ବିବିଧ ପ୍ରକାରର ଧନଲାଭ ହେବ । କର୍ମ ଚଞ୍ଚଳ ରହିବେ । କୀର୍ତ୍ତିମାନ୍ ଓ ଅତିସୁଖୀ ହୋଇପାରନ୍ତି । |
ଧର୍ମ-କର୍ମ ସଂପାଦନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ଧନବାନ୍ ହେବେ । ଉତ୍ତମ ଗୁଣର ଅଧିକାରୀ ହେବେ । ତୃପ୍ତି ଦାୟକ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । | |
ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ । ସୁଖ-ସମ୍ମାନ ଲାଭ କରିବେ । ସଦ୍ବ୍ୟୟୀ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂ୍ଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ଉନ୍ନତିକର କାର୍ଯ୍ୟ ପାଇଁ ମାର୍ଗ ପ୍ରଶସ୍ତ ରହିଛି । | |
ମାନ୍ୟତା ପ୍ରାପ୍ତ ହେବେ । ସର୍ବତ୍ର ଶୁଭ ଆଶା କରାଯାଏ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ପ୍ରସନ୍ନତା ଲାଭ କରିବେ । ସର୍ବସୁଖ ମିଳିବ । | |
ବିଭିନ୍ନ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଉନ୍ନୟନ କାର୍ଯ୍ୟ ପାଇଁ ପରିସ୍ଥିତି ଅନୁକୁଳ ରହିଛି । ଆୟ ବୃଦ୍ଧି ହେବ । ସରକାରୀ ଧନ ପାଇ ପାରନ୍ତି । ଗୃହ ପରିବେଶ ଆନନ୍ଦଦାୟକ ହେବ । ଗୁଣଜ୍ଞ ହେବେ । ବହୁବିଧ ଧନର ଅଧିକାରୀ ହେବେ । | |
ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଧନବାନ୍ ହେବେ । ଏପରି କାର୍ଯ୍ୟ କରି ଯେଉଁଥିରେ କି ମହିଳା ଗୋଷ୍ଠୀଙ୍କର ବିଶ୍ୱାସ ଭାଜନ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ଯାହା ଇଚ୍ଛା କରିଥିବେ ତାହା ପାଇବେ । ଅଧିକ ପରିଶ୍ରମରେ କ୍ଲାନ୍ତ ହୋଇ ବିଶ୍ରାମ ଗ୍ରହଣ କରିପାରନ୍ତି । ସ୍ୱାଭିମାନୀ ହେବେ । ଅଷ୍ଟମଚନ୍ଦ୍ର ଭୋଗ ଯୋଗୁଁ ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି । ଜଳଯାତ୍ରା ମନା । ଯାନବାହନରେ ସତର୍କ ହେବେ । | |
ବ୍ୟବସାୟ ଲାଭଜନକ ହେବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ସ୍ୱୟଂ ସହାୟିକା ହେବେ । ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ଲାଭ ହୋଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ସେବା ମନୋଭାବର ହେବେ । | |
ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି । ଆଖିରେ ଗୁଣ୍ଡ ପଡି ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଅସାଧ୍ୟ ସାଧନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । କର୍ମଯୋଗୀ ହେବା ଆଶା କରାଯାଏ । ସେବା ମନୋଭାବର ହେବେ । | |
ମାନସିକ ସଂଯମତା ରକ୍ଷା କଲେ ପ୍ରଶଂସା ମିଳିବ । ବିଭିନ୍ନ ସ୍ତରରୁ ଅର୍ଥାଗମର ସୂଚନା ମିଳୁଛି । ସଂଗ୍ରାମୀ ହେବା ଆଶା କରାଯାଏ । ଭ୍ରାତୃ ଭାବ ଅତୁଟ ରହିବ । ସନ୍ତାନ ଲାଭର ଆଶା ଅଛି । ଉଦ୍ୟୋଗୀ ହେବେ । ସମ୍ମାନିତ ହୋଇପାରନ୍ତି । | |
ଅଭିଷ୍ଟ ପୂରଣ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ହେବା ଆଶା କରାଯାଏ । ପୁଣ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଗୃହ ସୁଖ ମିଳିବ । କୃଷକମାନଙ୍କର ସହାୟକ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ଦାନ ଧର୍ମରେ ଦୀକ୍ଷିତ ହେବେ । | |
ଉପୁଜିଥିବା ସମସ୍ୟାର ସୁସମାଧାନ କରି ଆତ୍ମ ସନ୍ତୋଷ ଲାଭ କରିବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହେବେ । |
Odia Calendar 2019
Comments
comments