OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 12th April 2019

Odia Rashiphala

Odia Rashiphala

 ପୈତୃକ ସମ୍ପତ୍ତିର ଭାଗ ବଣ୍ଟନ ହୋଇପାରେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସକଳ ଗୁଣର ଆଧାର ହୋଇପାରନ୍ତି । ସୁଖ ଅନୁଭବ କରିବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି ।
 ପରିବାରରେ ବିଶୃଙ୍ଖଳା ଉପୁଜି ପାରେ । ମନ ଆକୁଳିତ ହେବେ । ତ୍ୟାଗପୂତ ମନୋଭାବ ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ହେବେ । ଧନାଗମର ସୂଚନା ମିଳୁଛି । ଚଞ୍ଚଳମନା ହୋଇପାରନ୍ତି । କୀର୍ତ୍ତିମାନ୍‌ ହେବେ ।
ରୋଜଗାର ଆଶାନୁରୂପ ହୋଇପାରେ । ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟିବେ ।
ପରୀକ୍ଷାରେ କୃତ କାର୍ଯ୍ୟ ହେବେ । ପ୍ରତାରିତ ହୋଇପାରନ୍ତି । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବିତ ହୋଇପାରେ । ଅଧିକ ବ୍ୟୟର ସମ୍ମୁଖୀନ ହେବେ । କଅଁଳ କଥାରେ ଲୋକଙ୍କ ମନ କିଣି ପାରନ୍ତି ।
ବହୁ ଶୁଭଫଳ ଆଶାକରାଯାଏ । ଆୟବୃଦ୍ଧିର ସୂଚନା ମିଳୁଛି । କର୍ମଚଞ୍ଚଳ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଆଶା ଫଳବତୀ ହେବ । ସରକାରୀ ସ୍ତରରେ ସମ୍ମାନିତ ହେବେ। ସହିତ ଧନପ୍ରାପ୍ତିର ସୂଚନା ମିଳୁଛି ।
ସହକର୍ମୀମାନଙ୍କୁ ସାହାଯ୍ୟର ହାତ ବଢ଼ାଇ ପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ବିଭାଗୀୟ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । କୀର୍ତ୍ତିମାନ୍‌ ହେବେ । ଗୁଣଯୁକ୍ତ ହୋଇପାରନ୍ତି ।
ରୋଜଗାର ଉଣା ହେବନାହିଁ । ଜନୈକା ମହିଳାଙ୍କ ସହାୟତ ମିଳିପାରେ । ସତ୍‌ସଙ୍ଗୀ ହୋଇପାରନ୍ତି । ଅର୍ଥ ଲାଭ ସହିତ ପ୍ରୀତି ଲାଭ ହେବ । ଉନ୍ନତି ପଥରେ ଆଗକୁ ବଢ଼ିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି ।
କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ସ୍ୱାଭିମାନୀ ହୋଇପାରନ୍ତି । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ସତର୍କତାର ଦିନଟି ଆଜି ।
ବ୍ୟବସାୟରେ ଢ଼େର ଉନ୍ନତ ଘଟିବ । ସୁଖ- ସମ୍ଭୋଗରେ ସମୟ ଅତିବାହିତ କରିପାରନ୍ତି । କର୍ମତତ୍ପରତା ପ୍ରକାଶ ପାଇବ । ପ୍ରତିଷ୍ଠା ବୃଦ୍ଧିହେବ । ବନ୍ଧୁ ସହାୟତା ପାଇ ଖୁସିହୋଇପାରନ୍ତି । ନିଜକୁ ସେବକ ଭାବେ ମନେ କରି କାର୍ଯ୍ୟ ସମ୍ପାଦନ କରିବେ ।
ଭ୍ରାତୃ ବିବାଦର ସମ୍ମୁଖୀନ ହୋଇପାରନ୍ତି । ମନରେ ଈର୍ଷାଭାବ ଜାଗ୍ରତ ହୋଇପାରେ । ଶାନ୍ତି, ସନ୍ତୋଷ ଲାଭ କରିପାରନ୍ତି । ସର୍ବ ସୁଖ ଆଶାକରାଯାଏ । ଉଚ୍ଚଆଶା ଫଳବତୀ ହେବ । ସୁସ୍ଥ ଓ ନିରାମୟ ରହିବେ । ବଳଶାଳୀ ଓ ଶତ୍ରୁହନ୍ତା ହୋଇପାରନ୍ତି ।
ପିତୃ ସେବାରେ ଆଗ୍ରହୀ ହେବେ । ପଢ଼ା-ଲେଖା ଉପରେ ଧ୍ୟାନ ଦେବେ । ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ଶ୍ରୀଲାଭର ସୂଚନା ମିଳୁଛି । ଶୁଭଖବର ପାଇ ଆନନ୍ଦିତ ହୋଇପାରନ୍ତି । ବଭିନ୍ନ ଦିଗରୁ ଧନାଗମ ହେବ । ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି । ମାନ-ଅଭିମାନ ସବୁକିଛି ବରଦାସ୍ତ କରିବେ । ଯାନବାହନ ସୁଖ ମିଳିପାରେ । କୃଷି କ୍ଷେତରୁ ଆୟ ଆସିବ । ଗୃହ ପରିବେଶ ଆନନ୍ଦ ଦାୟକ ହେବ । ମଧୁରଭାଷୀ ହେବେ । ସୁସ୍ଥ ରହିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments