![]() |
ବାକିଥିବା କାମ ସଂପୂର୍ଣ୍ଣ ହୋଇଯିବା କାରବାର ବୃଦ୍ଧି ପାଇଁ ଦିନଟି ଭଲ। ଜୀବନସାଥୀଙ୍କୁ ଭଲ ଉପହାର ଦେବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। |
![]() |
ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଜୀବନସାଥୀଠୁଁ ଭଲ ଖବର ଶୁଣିବାକୁ ପାଇବେ। ଘରୋଇ ଚାକିରିଆଙ୍କର ଦରମା ବୃଦ୍ଧି ହେବାର ଯୋଗ ଅଛି। |
![]() |
କୌଣସି ମାମଲା ନେଇ ଚିନ୍ତିତ ରହିବେ। ଭାବିଚିନ୍ତି ବ୍ୟବସାୟରେ ଭାଗୀଦାରି କରନ୍ତୁ। ଇଂଜିନିୟର ଛାତ୍ରଙ୍କ ଲାଗି କୌଣସି ଜଂପାନି ଚାକିରିର ସୁଯୋଗ ଆସିବ। |
![]() |
କାରବାରରେ ଲାଭ ପାଇବେ। ଆପଣଙ୍କ ବୁଦ୍ଧିମତ୍ତା ବିରୋଧୀମାନଙ୍କୁ ଦୂରରେ ରଖିବ। ଓକିଲଙ୍କୁ ବଡ଼ ମକଦ୍ଦମାରେ ସଫଳତା ମିଳିବ। |
![]() |
ଅଧୁରା କାମ ସଂପୂର୍ଣ୍ଣ ହେବ। ସାମାଜିଜ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଉନ୍ନତି ହୋଇପାରେ। ଜୀବନସାଥୀଙ୍କ ଭାବନା ବୁଝିବାକୁ ଚେଷ୍ଟା କରିବେ |
![]() |
ବ୍ୟବସାୟରେ ଅଗ୍ରଗତି ଲାଗି ନୂଆ ସୁଯୋଗ ପାଇବେ। କୌଣସି ବ୍ୟକ୍ତିଙ୍କ ସହ ବନ୍ଧୁତା ହେବ କୋର୍ଟ କଚେରି ମାମଲାରେ ଜିତିବେ। ଛାତ୍ରଙ୍କ ଲାଗି ଦିନଟି ଭଲ। |
![]() |
ଆପଣଙ୍କର ମକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ବାକିଥିବା ସରକାରୀ କାମ ପୂରା ହୋଇଯିବା ଦାମ୍ପତ୍ୟ ଜୀବନରେ ଆପୋସ ସାମଞ୍ଜସ୍ୟ ଭଲ ରହିବ। |
![]() |
ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ କାରବାରରେ ଉନ୍ନତି ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ସାଙ୍ଗସାଥୀ ମେଳରେ ଆପଣଙ୍କ ବ୍ୟକ୍ତିତ୍ୱ ନିଆରା ରହିବ। |
![]() |
କାମରେ ମନ ଲାଗିବା ଯୋଗୁଁ କାରବାର ବୃଦ୍ଧି ପାଇବ। ଦରମା ବଢ଼ିପାରେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରିୟ ବନ୍ଧୁ ସହ ବାହାରକୁ ବୁଲି ଯିବେ। |
![]() |
କାମର ବୋଝ ଅଧିକ ହୋଇପାରେ କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ଘରେ ସୁଖ ସମୃଧି ବୃଦ୍ଧି ପାଇବ। ବ୍ୟବସାୟର ପ୍ରଗତି ଲାଗି ଭଲ ଦିନଟିଏ। |
![]() |
କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ ଲେଖକଙ୍କ ବିଚାରର ସମ୍ମାନ ହେବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। |
![]() |
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ। |