OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 6th July 2022

Odia Rashiphala

Odia Rashiphala

ବୁଲିବାରେ ଅଧିକ ସମୟ ବ୍ୟୟ କରିବେ ବାଲ୍ୟ ବନ୍ଧୁ ସହିତ ଦେଖା ହୋଇପାରେ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।
କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ହେବ କର୍ମଜୀବୀ ମହିଳା ନୂଆ କୌଶଳ ଶିଖିବେ ବନ୍ଧୁ ତାଲିକାରେ ଭଲ ଲୋକ ଯୋଡ଼ିବେ ଛାତ୍ରଙ୍କୁ ସୁସମ୍ବାଦ ମିଳିବ।
ବିଶେଷ କାର୍ଯ୍ୟ ଶୀଘ୍ର ସମାପ୍ତ କରିଦେବେ ଅଫିସରେ ପଦୋନ୍ନତିର ଆଭାସ ପାଇବେ। ବ୍ୟବସାୟରେ ଧନଲାଭ ହେବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।
ଅଧୁରା ଥିବା କାମ ପୂରା ,କରିପାରିବେ। ଅଫିସରେ ବରିଷ୍ଟ ଅଧିକାରୀଙ୍କ ସହିତ ସଂପର୍କରେ ଘନିଷ୍ଠତା ବଢ଼ିବା ଦାମ୍ପତ୍ୟ ଜୀବନରେ ଖୁସି ରହିବେ ଅଚାନକ ଖର୍ଚ୍ଚ ବଢ଼ିପାରେ ।
ଆପଣ ଭାବିଥିବା କାମ ପୂରା ହୋଇଯିବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ। ପିଲାମାନଙ୍କ ଲାଗି ଦରକାରୀ ଜିନିଷ କିଣିବେ।
ଯେକୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ ପରିଶ୍ରମର ସଂପୂର୍ଣ୍ଣ ଫଳ ଆପଣଙ୍କୁ ମିଳି ନ ପାରେ। ମହିଳାମାନଙ୍କୁ ପରିବାରର ପୂରା ସହଯୋଗ ମିଳିବ।
ଦିନଟି ପୂର୍ବ ଅପେକ୍ଷା ଭଲ ରହିବା ଧନଲାଭର ଯୋଗ ରହିଛି। ଆପଣଙ୍କ ମନ ପସନ୍ଦ କଂପାନିରୁ ସାକ୍ଷାତକାର ଲାଗି ଡାକରା ଆସିବ ପ୍ରେମିକ ସହିତ ସମ୍ବନ୍ଧ ଭଲ ରହିବ।
ସନ୍ତାନ ଆପଣଙ୍କୁ ଭଲ ସମାଚାର ଦେବେ। ରଚନାତ୍ନକ କାମରେ ସୁନାମ ଅର୍ଜନ କରିବେ। ଆର୍ଥିକ ମାମଲାରେ ଆପଣଙ୍କୁ ବହୁତ ଲାଭ ହେବ ଛାତ୍ରଙ୍କ ଲାଗି ଦିନଟି ଭଲ।
ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ ଖର୍ଚ୍ଚ ବଢ଼ିବା ହେତୁ ଚିନ୍ତିତ ହୋଇପାରନ୍ତି ନୂଆ କାମ ଆରମ୍ଭ କରିବାରୁ ନିବୃତ ରୁହନ୍ତୁ। ବନ୍ଧୁ ସହିତ ମତଭେଦ ହୋଇପାରେ।
ଅନ୍ତରଙ୍ଗ ବନ୍ଦୁ ସହିତ ଦେଖାହେବା ଯୋଗୁଁ ମନ ଖୁସି ହୋଇଯିବ। ସରକାରୀ ଚାକିରିଆ ଭଲ ଖବର ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ।
ସାମାଜିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳିପାରେ। ନିଜ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି ସାଥିରେ କାମ କରୁଥିବା ଲୋକେ ଆପଣଙ୍କ ଉପରେ ଖୁସି ରହିବେ।
ଆୟରେ ବୃଦ୍ଧି ହେବା ପାରିବାରିକ ଦାୟିତ୍ଵ ସଂପୂର୍ଣ୍ଣ କରିପାରିବେ। ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments