![]() |
ବୁଲିବାରେ ଅଧିକ ସମୟ ବ୍ୟୟ କରିବେ ବାଲ୍ୟ ବନ୍ଧୁ ସହିତ ଦେଖା ହୋଇପାରେ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। |
କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ହେବ କର୍ମଜୀବୀ ମହିଳା ନୂଆ କୌଶଳ ଶିଖିବେ ବନ୍ଧୁ ତାଲିକାରେ ଭଲ ଲୋକ ଯୋଡ଼ିବେ ଛାତ୍ରଙ୍କୁ ସୁସମ୍ବାଦ ମିଳିବ। | |
ବିଶେଷ କାର୍ଯ୍ୟ ଶୀଘ୍ର ସମାପ୍ତ କରିଦେବେ ଅଫିସରେ ପଦୋନ୍ନତିର ଆଭାସ ପାଇବେ। ବ୍ୟବସାୟରେ ଧନଲାଭ ହେବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ। | |
ଅଧୁରା ଥିବା କାମ ପୂରା ,କରିପାରିବେ। ଅଫିସରେ ବରିଷ୍ଟ ଅଧିକାରୀଙ୍କ ସହିତ ସଂପର୍କରେ ଘନିଷ୍ଠତା ବଢ଼ିବା ଦାମ୍ପତ୍ୟ ଜୀବନରେ ଖୁସି ରହିବେ ଅଚାନକ ଖର୍ଚ୍ଚ ବଢ଼ିପାରେ । | |
ଆପଣ ଭାବିଥିବା କାମ ପୂରା ହୋଇଯିବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ। ପିଲାମାନଙ୍କ ଲାଗି ଦରକାରୀ ଜିନିଷ କିଣିବେ। | |
ଯେକୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ ପରିଶ୍ରମର ସଂପୂର୍ଣ୍ଣ ଫଳ ଆପଣଙ୍କୁ ମିଳି ନ ପାରେ। ମହିଳାମାନଙ୍କୁ ପରିବାରର ପୂରା ସହଯୋଗ ମିଳିବ। | |
ଦିନଟି ପୂର୍ବ ଅପେକ୍ଷା ଭଲ ରହିବା ଧନଲାଭର ଯୋଗ ରହିଛି। ଆପଣଙ୍କ ମନ ପସନ୍ଦ କଂପାନିରୁ ସାକ୍ଷାତକାର ଲାଗି ଡାକରା ଆସିବ ପ୍ରେମିକ ସହିତ ସମ୍ବନ୍ଧ ଭଲ ରହିବ। | |
ସନ୍ତାନ ଆପଣଙ୍କୁ ଭଲ ସମାଚାର ଦେବେ। ରଚନାତ୍ନକ କାମରେ ସୁନାମ ଅର୍ଜନ କରିବେ। ଆର୍ଥିକ ମାମଲାରେ ଆପଣଙ୍କୁ ବହୁତ ଲାଭ ହେବ ଛାତ୍ରଙ୍କ ଲାଗି ଦିନଟି ଭଲ। | |
ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ ଖର୍ଚ୍ଚ ବଢ଼ିବା ହେତୁ ଚିନ୍ତିତ ହୋଇପାରନ୍ତି ନୂଆ କାମ ଆରମ୍ଭ କରିବାରୁ ନିବୃତ ରୁହନ୍ତୁ। ବନ୍ଧୁ ସହିତ ମତଭେଦ ହୋଇପାରେ। | |
ଅନ୍ତରଙ୍ଗ ବନ୍ଦୁ ସହିତ ଦେଖାହେବା ଯୋଗୁଁ ମନ ଖୁସି ହୋଇଯିବ। ସରକାରୀ ଚାକିରିଆ ଭଲ ଖବର ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। | |
ସାମାଜିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳିପାରେ। ନିଜ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି ସାଥିରେ କାମ କରୁଥିବା ଲୋକେ ଆପଣଙ୍କ ଉପରେ ଖୁସି ରହିବେ। | |
ଆୟରେ ବୃଦ୍ଧି ହେବା ପାରିବାରିକ ଦାୟିତ୍ଵ ସଂପୂର୍ଣ୍ଣ କରିପାରିବେ। ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। |
For daily odia rashiphala visit our website daily in the morning. This is compiled from a trusted source.
Odia Calendar 2022
Comments
comments