OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 3rd August 2022

Odia Rashiphala

Odia Rashiphala

ଅକାରଣରେ ଆରମ୍ଭ ହୋଇଥିବା ବାଧା ସମାପ୍ତ। ହୋଇଯିବ। ବେପାର ବୃଦ୍ଧି ଲାଗି ନୂଆ ଯୋଜନା ତିଆରି କରିବେ। ରାଜନେତାଙ୍କୁ ଉଚ୍ଚ ପଦ ମିଳିପାରେ।
କାମ ବିଷୟରେ ବହୁତ ଚିନ୍ତାଶୀଳ ରହିବେ। ମିଠା କଥା ଆପଣଙ୍କ କାମକୁ ଅତିଶୀଘ୍ର ପୂରା କରିବାରେ ସାହାଯ୍ୟ କରିବ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ।
ଦିନଟି ପୂର୍ବ ଅପେକ୍ଷା ଯଥେଷ୍ଟ ଲାଭ ଦେବ। ଆପଣ ଅଧିକ କଥା ନ କହି କାମରେ ଧ୍ୟାନ ଦେବା ଦରକାର। ପ୍ରିୟଜନ ସହ ଲାଗି ରହିଥିବା ମନାନ୍ତର ସମାପ୍ତ ହୋଇଯିବ।
ଆର୍ଥିକ ସ୍ଥିତି ମଜଭୁତ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଅଧିକ ପରିଶ୍ରମ କରିବେ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ସମ୍ମାନ ବଢିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ନିଜ ବାଣୀରେ ସଂଯମ ରକ୍ଷା କରନ୍ତୁ। ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ବଡ ଅର୍ଡର ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ଲେଖାପଢାରେ ଅଧିକ ସମୟ ଦେବେ।
ଆପଣଙ୍କ ଧର୍ମନିଷ୍ଠାରୁ ଲୋକେ ପ୍ରେରଣା ନେବେ। ବକେୟା ଅର୍ଥ ପାଇବେ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ ପାରିବାରିକ ଜୀବନ ସୁଖଦ ହେବ।
ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ପ୍ରତ୍ୟେକ ଲୋକ ଅପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ଶିକ୍ଷକଙ୍କ ସାହାଯ୍ୟରେ ବିଦ୍ୟାର୍ଥୀଙ୍କର ପ୍ରକଳ୍ପ ପୂରା ହେବ।
କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ବନ୍ଧୁର ସହଯୋଗ ମିଳିପାରେ ରାଜନୀତିରେ ସଫଳତା ପାଇବେ। କାରବାରରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।
କାହାରି ମାମଲାରେ ଦଖଲ ଦିଅକୁ ନାହିଁ। ସନ୍ଧ୍ୟାରେ ଜୀବନସାଥୀ କିଛି ଭଲ ଜିନିଷ ତିଆତି କରି ଖାଇବାକୁ ଦେବେ। ଛାତ୍ର ନିଜର କ୍ୟାରିୟରକୁ ନେଇ ନୂଆ ଯୋଜନା ତିଆରି କରିବେ।
ଯେଉଁ କାମ ଆରମ୍ଭ କରିବେ ନିର୍ଧାରିତ ସମୟରେ ପୂରା ହୋଇଯିବ। ବିରୋଧୀମାନେ ଦୂରତା ବଜାୟ ରଖିବେ। ନୂଆ ବେପାର ଆରମ୍ଭ ଲାଗି ବଡ଼ ଭାଇ ସାହାଯ୍ୟ କରିବେ।
ମନ ପ୍ରସନ୍ନ ରହିବ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ କଥା ହୋଇପାରନ୍ତି। ଆମଦାନିର ନୂଆ ଉତ୍ସ ପାଇବେ। ଚାକିରିଆଙ୍କୁ ସହକର୍ମୀ ସହଯୋଗ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ଲେଖକଙ୍କ ଲାଗି ଦିନଟି ଭଲ; ନୂଆ ରଚନାର ଶୁଭାରମ୍ଭ କରିପାରନ୍ତି। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦାମ୍ପତ୍ୟ ଜୀବନରେ ସୁଖ ବଜାୟ ରହିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments