OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 31th August 2022

Odia Rashiphala

Odia Rashiphala

ଉନ୍ନତିରେ ଲାଗି ରହିଥିବା ବାଧା ଦୂର ହେବ। ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ସମାଜରେ ଲୋଜେ ଅପଣଙ୍କ ବ୍ୟକ୍ତିତ୍ୱରେ ପ୍ରସନ୍ନ ହେବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ଭାବିଥିବା କାମ ପୂରା ହୋଇଯିବା ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ସିନେମା ଦେଖିବେ।
ଅଫିସରେ କ‌ର୍ତ୍ତୃପକ୍ଷ ଆପଣଙ୍କ ଅଧୁରା କାମ ଦେଖି ଅସନୁଷ୍ଟ ହୋଇପାରନ୍ତି। ରାଜନେତାଙ୍କ ଲାଗି ଦିନଟି ଭଲ। ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।
ସନ୍ଧ୍ୟା ପୂର୍ବରୁ ଶୁଭ ଖବର ମିଳିବା ଯୋଗୁଁ ଘରେ ଖୁସିର ମାହୋଲ ରହିବ। ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ଦି’ ଚାରିଜଣଙ୍କ ମତ ନିଅନ୍ତୁ। ସ୍ଵାସ୍ଥ୍ୟ ନେଇ ସଚେତନ ରୁହନ୍ତୁ।
ଦୀର୍ଘ ଦିନର କାମ ସଂପୂର୍ଣ୍ଣ କରିବା ଲାଗି ବନ୍ଧୁଙ୍କ ସାହାଯ୍ୟ ପାଇବେ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ଛାତ୍ରଛାତ୍ରୀ ଲେଖାପଢାରୁ ବିଚ୍ୟୁତ ହୋଇପାରନ୍ତି।
ନୂଆ କାମ ଆରମ୍ଭ କଲେ ଯଥେଷ୍ଟ ଲାଭ ହେବ। ଆପଣଙ୍କ ନିକଟ ସଂପର୍କୀୟ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବବିବାହିତ ଜୀବନସାଥୀଙ୍କ’ ସହ ଭଲ ସମୟ କାଟିବ।
ଲୋକଙ୍କ ସହ ଅଯଥା କଥାରେ ସମୟ ବ୍ୟୟ ନକରି ନିଜ କାମରେ ଧ୍ୟାନ ଦିଅନ୍ତୁ। ଅଫିସରେ ଦିନଟି ଭଲରେ ବିତିବ। ଉଚ୍ଚ ଅଧିକାରୀଙ୍କ ସହଯୋଗରେ ପଦୋନ୍ନତି ମିଳିବ।
ଅନଲାଇନ୍‌ରେ ଆୟ ଲାଗି ସୁଯୋଗ ପାଇବେ। ସ୍ଵାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଅଫିସରେ ଆପଣଙ୍କର ଭଲ ପ୍ରଦର୍ଶନ ଦେଖି କର୍ତ୍ତୃପକ୍ଷ ପ୍ରଶଂସା କରିବେ।
ବ୍ୟବସାୟରେ ସାହସର ସହ କାମ କଲେ ସଫଳ ହେବେ। ପରିବାର ମଧ୍ୟରେ ଅନନ୍ଦ ଉଲ୍ଲାସ ଦେଖାଦେବ। ଡାକ୍ତରୀ ଛାତ୍ର କିଛି ନୂଆ ଶିଖିବେ।
ଅଫିସରେ ମନୋଯୋଗର ସହ କାମ କରି ସଫଳ ହେବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପ୍ରେମିକ ଅସନ୍ତୁଷ୍ଟ ସାଥୀଙ୍ଗୁ ମନାଇବାରେ ସଫଳ ହେବେ।
ଅଫିସରେ କାମ ପୂରା କରିବାରେ ସହକର୍ମୀଙ୍କର ସାହାଯ୍ୟ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବେ। ବେପାରରେ ଧନଲାଭ ହେବ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments