![]() |
ଉନ୍ନତିରେ ଲାଗି ରହିଥିବା ବାଧା ଦୂର ହେବ। ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ସମାଜରେ ଲୋଜେ ଅପଣଙ୍କ ବ୍ୟକ୍ତିତ୍ୱରେ ପ୍ରସନ୍ନ ହେବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। |
ଭାବିଥିବା କାମ ପୂରା ହୋଇଯିବା ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ସିନେମା ଦେଖିବେ। | |
ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ ଅଧୁରା କାମ ଦେଖି ଅସନୁଷ୍ଟ ହୋଇପାରନ୍ତି। ରାଜନେତାଙ୍କ ଲାଗି ଦିନଟି ଭଲ। ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ। | |
ସନ୍ଧ୍ୟା ପୂର୍ବରୁ ଶୁଭ ଖବର ମିଳିବା ଯୋଗୁଁ ଘରେ ଖୁସିର ମାହୋଲ ରହିବ। ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ଦି’ ଚାରିଜଣଙ୍କ ମତ ନିଅନ୍ତୁ। ସ୍ଵାସ୍ଥ୍ୟ ନେଇ ସଚେତନ ରୁହନ୍ତୁ। | |
ଦୀର୍ଘ ଦିନର କାମ ସଂପୂର୍ଣ୍ଣ କରିବା ଲାଗି ବନ୍ଧୁଙ୍କ ସାହାଯ୍ୟ ପାଇବେ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ଛାତ୍ରଛାତ୍ରୀ ଲେଖାପଢାରୁ ବିଚ୍ୟୁତ ହୋଇପାରନ୍ତି। | |
ନୂଆ କାମ ଆରମ୍ଭ କଲେ ଯଥେଷ୍ଟ ଲାଭ ହେବ। ଆପଣଙ୍କ ନିକଟ ସଂପର୍କୀୟ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବବିବାହିତ ଜୀବନସାଥୀଙ୍କ’ ସହ ଭଲ ସମୟ କାଟିବ। | |
ଲୋକଙ୍କ ସହ ଅଯଥା କଥାରେ ସମୟ ବ୍ୟୟ ନକରି ନିଜ କାମରେ ଧ୍ୟାନ ଦିଅନ୍ତୁ। ଅଫିସରେ ଦିନଟି ଭଲରେ ବିତିବ। ଉଚ୍ଚ ଅଧିକାରୀଙ୍କ ସହଯୋଗରେ ପଦୋନ୍ନତି ମିଳିବ। | |
ଅନଲାଇନ୍ରେ ଆୟ ଲାଗି ସୁଯୋଗ ପାଇବେ। ସ୍ଵାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଅଫିସରେ ଆପଣଙ୍କର ଭଲ ପ୍ରଦର୍ଶନ ଦେଖି କର୍ତ୍ତୃପକ୍ଷ ପ୍ରଶଂସା କରିବେ। | |
ବ୍ୟବସାୟରେ ସାହସର ସହ କାମ କଲେ ସଫଳ ହେବେ। ପରିବାର ମଧ୍ୟରେ ଅନନ୍ଦ ଉଲ୍ଲାସ ଦେଖାଦେବ। ଡାକ୍ତରୀ ଛାତ୍ର କିଛି ନୂଆ ଶିଖିବେ। | |
ଅଫିସରେ ମନୋଯୋଗର ସହ କାମ କରି ସଫଳ ହେବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପ୍ରେମିକ ଅସନ୍ତୁଷ୍ଟ ସାଥୀଙ୍ଗୁ ମନାଇବାରେ ସଫଳ ହେବେ। | |
ଅଫିସରେ କାମ ପୂରା କରିବାରେ ସହକର୍ମୀଙ୍କର ସାହାଯ୍ୟ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବେ। ବେପାରରେ ଧନଲାଭ ହେବ। | |
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ। |
Odia Calendar 2022
Comments
comments