OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 30th November 2022

Odia Rashiphala

Odia Rashiphala

ଜ୍ଞାନଗରିମା ସମ୍ପନ୍ନ ହୋଇପାରନ୍ତି |ସତ୍ କର୍ମରେ ନିଜକୁ ନିୟୋଜିତ କରିବେ |ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି |ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ |
କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ |ବିନାଦୟୀ ଘଟଣାର ବିଜୟୀ ହେବେ |ଆର୍ଥିକ ସ୍ଥିତିରେ ସ୍ବଛଳତା ଦେଖାଦେବ |କୀର୍ତ୍ତିମାନ୍ ହେବେ |ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ |
କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ |ମିଳିଥିବା କ୍ଷମତାର ସଦୁପଯୋଗ କରି ଲୋକପ୍ରିୟତା ଅର୍ଜନ କରିବେ |ବିବାଦୟୀ ଘଟଣାର ବିଜୟୀ ହେବେ |ଧନାଗମ ହେବ |
କାର୍ଯ୍ୟ ବିଘ୍ନ ବହୁଳ ହୋଇପାରେ |ଆପଣଙ୍କ ଅସୁସ୍ଥତାର ସୁଯୋଗ ନେଇ ପ୍ରତିଯୋଗୀ ବାଜି ଜିତିପାରେ |ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡିବ |ଅଷ୍ଟମ ଚନ୍ଦ୍ର ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ହେବେ |
ଆଜି ଦିନ ଭିତରେ ଯାହା ଘଟଣା ଘଟିବ,ତାହା ଆପଣଙ୍କ ପାଇଁ ସୁଖବୋଧ ହେବ |କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ |ସ୍ନେହୀ ବ୍ୟକ୍ତିଭାବ ସମସ୍ତଙ୍କର ଆଦରଣୀୟ ହେବେ |କର୍ମବୀର ହେବେ |
ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ |ସାରାଦିନ କାର୍ଯ୍ୟବ୍ୟସ୍ତ ରହିପାରନ୍ତି |ଋଣ ପରିଶୋଧ କରିବେ |ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି |ବିଭିନ୍ନ ସୂତ୍ରରୁ ଧନାଗମ ହେବ |
ପଢାପଢିରେ ମନୋନିବେଶ କରିପାରନ୍ତି |ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି |ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ |ବ୍ୟବସାୟ ଭଲରେ ଚାଲିବ |କନ୍ୟା,ପୁତ୍ର,ପୌତ୍ର ,ପ୍ରପୌତ୍ରାଦି ଲାଭ କରିପାରିବେ |
ପରିଶ୍ରମ ଅତ୍ୟନ୍ତ କଷ୍ଟଦାୟକ ହୋଇପାରେ ,ମାତ୍ର ତା’ଋ ମୂଲ୍ୟ ମିଳିବ |ଉପୁଜିଥିବା ଭୁଲ ବୁଝାମଣାକୁ ନିଜ ଚାତୁର୍ଯ୍ୟ ବଳରେ ଦୂର କରିପାରନ୍ତି |ସହକାରୀ ଓ ସହଯୋଗୀମାନଙ୍କର ପ୍ରିୟପାତ୍ର ହେବେ |
ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ |ଦେବଦର୍ଶନରେ ସମସ୍ତ ଦୁଶ୍ଚିନ୍ତାର ଅବସାନ ଘଟିବ |ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି |କାର୍ଯ୍ୟଧାରା ଉନ୍ନତ ମାନର ହେବ |ଜନ ସମର୍ଥନ ମିଳିବ |
ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି |ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୁଚନା ମିଳୁଛି |ଚଞ୍ଚଳମନା ହେବେ |ଦୃଷ୍ଟ ଚିତ୍ତ ଓ ସୁଖୀ ହେବେ |କୀର୍ତ୍ତିମାନ ହୋଇପାରନ୍ତି |ମନ ପ୍ରଫୁଲ୍ଲ ରହିବ |ସହିଷ୍ଣୁ ହେବେ |
ଆୟ ଆଶାନୁରୁପ ହେବ |ସ୍ବାସ୍ଥ୍ୟ ଚାହୁଁଥିଲେ ଆହାର ସୁଧାର ହେବ |ସୁସ୍ଥ ରହିବେ |ପାରିବାରିକ ଜୀବନ ସୁଖପ୍ରଦ ହେବ |ଚିନ୍ତାଧାରା ଉନ୍ନତ ମାନର ହେବ |ନୂଆ ବନ୍ଧୁମେଳରେ ପ୍ରୀତିପୂର୍ଣ୍ଣ ମୁହୁର୍ତ୍ତ ବିତାଇ ପାରନ୍ତି |
ଅଯଥା ବିତର୍କରେ ଭାଗ ନନେଇ ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ |କାର୍ଯ୍ୟରେ କେହି ବିଘ୍ନ ଉପୁଜାଇବାକୁ ଉଦ୍ୟମ କରିପାରନ୍ତି |ମଧୁର କଥାରେ ପରକୁ ଆପଣାର କରିପାରନ୍ତି |ମିଶ୍ରିତ ଫଳ ମିଳିବ |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments