OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 29th Jun 2022

Odia Rashiphala

Odia Rashiphala

ଦ୍ୱିଜା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆର୍ଥିକ ସ୍ତିତିରେ ସ୍ୱଚ୍ଛଳତା ଦେଖାଦେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ। ଅଶ୍ୱିନୀ ଓ କୃତ୍ତିକା୍ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ।
ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ବିଭିନ୍ନ ଦିଗରୁ ଧନାଗମ ହେବ। ମତିଜ୍ଞ ହୋଇପାରନ୍। ଚଞ୍ଚଳ ମନା ଓ କୀର୍ତ୍ତିମାନ୍ ହେବେ। ତ୍ୟାଗପୂତ ମନୋବୃତ୍ତି ହେବେ। କୃତ୍ତିକାର ସାମାନ୍ୟ ଶୁଭ। ମୃଗଶିରା ଅତି ଶୁଭ।
ଆର୍ଦ୍ରା ଓ ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଭଲ ଆୟ ହେବ। ବନ୍ଧୁ ବା ସରକାରୀ ସ୍ତରରୁ ଲାଭବାନ୍ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ସୁଖ ମିଳିବ। ଜୀବନର ପ୍ରମୁଖ ଆଧାର, ରୁଚପୂର୍ଣ୍ଣ ଆହର ମଳିବ।
ଅଶ୍ଲେଷା ଓ ପନୁର୍ବସୁ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ବ୍ୟବହାର ଭଦ୍ରୋଚିତ ହେବ। ଅଯଥା ବତିର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ଖର୍ଚ୍ଚାନ୍ତ ହେବେ।
ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରପାରନ୍ତି।ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। ପୂର୍ବା ଫାଲ୍‌ଗୁନୀର ସାମାନ୍ୟ ଶୁଭ।
ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରପାରନ୍ତି। ପ୍ରତି କାର୍ଯ୍ୟରେ ଅପୂର୍ବ ସଫଳତା ପାଇବେ। ଅର୍ଥାଗମ ସହିତ ସଞ୍ଚୟାଭମୁଖୀ ହେବେ। ହସ୍ତା ନକ୍ଷତ୍ରଙ୍କ ସାମାନ୍ୟ ଶୁଭ।
ଚିତ୍ରା ଓ ବିଶାଖା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିବେ। ପ୍ରତିଯୋଗିତାରେ କୃ୍ତ୍ତିତ୍ୱ ଅର୍ଜନ କରିବେ। ସ୍ୱାତୀ ନକ୍ଷତ୍ରର ସାମାନ୍ୟ ଶୁଭ।
ବଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ଜନସାଧାରଣଙ୍କ ଶ୍ରଦ୍ଧାର ପାତ୍ର ହେବେ। ଆନନ୍ଦ ଉପଭୋଗ କରିବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଧନ ସହିତ ଯାନବାହନ ସୁଖ ଅଛି। ଭାଷା ସାବଲୀଳ ହେବ।
ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି କର୍ମଚଞ୍ଚଳ ରହିବେ। ସନ୍ମାର୍ଗୀ ହେବେ। ଦିନ ଭିତରେ ଯାହା ଘଟଣା ଘଟିବ ତାହା ସୁଖକର ହେବ। ଆନନ୍ଦ ଉପଭୋଗ କରିବେ। ଉତ୍ତରାଷାଢ଼ା ଓ ମୂଳା ନକ୍ଷତ୍ରର ସାମାନ୍ୟ ଶୁଭ।
ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ବିନାଶ କରି ମାନସିକ ଶାନ୍ତିଫେରିପାଇବେ। ଋଣ ପରିଶୋଧ କରବାରେ ସକ୍ଷମ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭ।
ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ପଢା ପଢିରେ ମନୋନିବେଶ କରିବେ।ବିଭିନ୍ନ ସୂତ୍ରରୂ ଅର୍ଥ ପ୍ରାପ୍ତି ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖପ୍ରଦ ହେବ। ଧନଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ଉତ୍ତର ଭାଦ୍ର ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଶ୍ରମ ସାର୍ଥକ ହେବ। କୃପା କର୍ମରେ ନିଜର ପାରଦର୍ଶିତା ପ୍ରତିପାଦନ୍ କରିପାରନ୍ତି। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବେ। ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments