![]() |
ଦ୍ୱିଜା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆର୍ଥିକ ସ୍ତିତିରେ ସ୍ୱଚ୍ଛଳତା ଦେଖାଦେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ। ଅଶ୍ୱିନୀ ଓ କୃତ୍ତିକା୍ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ। |
ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ବିଭିନ୍ନ ଦିଗରୁ ଧନାଗମ ହେବ। ମତିଜ୍ଞ ହୋଇପାରନ୍। ଚଞ୍ଚଳ ମନା ଓ କୀର୍ତ୍ତିମାନ୍ ହେବେ। ତ୍ୟାଗପୂତ ମନୋବୃତ୍ତି ହେବେ। କୃତ୍ତିକାର ସାମାନ୍ୟ ଶୁଭ। ମୃଗଶିରା ଅତି ଶୁଭ। | |
ଆର୍ଦ୍ରା ଓ ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଭଲ ଆୟ ହେବ। ବନ୍ଧୁ ବା ସରକାରୀ ସ୍ତରରୁ ଲାଭବାନ୍ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ସୁଖ ମିଳିବ। ଜୀବନର ପ୍ରମୁଖ ଆଧାର, ରୁଚପୂର୍ଣ୍ଣ ଆହର ମଳିବ। | |
ଅଶ୍ଲେଷା ଓ ପନୁର୍ବସୁ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ବ୍ୟବହାର ଭଦ୍ରୋଚିତ ହେବ। ଅଯଥା ବତିର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ଖର୍ଚ୍ଚାନ୍ତ ହେବେ। | |
ମଘା ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରପାରନ୍ତି।ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିୟୋଜିତ ହେବେ। ପୂର୍ବା ଫାଲ୍ଗୁନୀର ସାମାନ୍ୟ ଶୁଭ। | |
ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରପାରନ୍ତି। ପ୍ରତି କାର୍ଯ୍ୟରେ ଅପୂର୍ବ ସଫଳତା ପାଇବେ। ଅର୍ଥାଗମ ସହିତ ସଞ୍ଚୟାଭମୁଖୀ ହେବେ। ହସ୍ତା ନକ୍ଷତ୍ରଙ୍କ ସାମାନ୍ୟ ଶୁଭ। | |
ଚିତ୍ରା ଓ ବିଶାଖା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିବେ। ପ୍ରତିଯୋଗିତାରେ କୃ୍ତ୍ତିତ୍ୱ ଅର୍ଜନ କରିବେ। ସ୍ୱାତୀ ନକ୍ଷତ୍ରର ସାମାନ୍ୟ ଶୁଭ। | |
ବଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ଜନସାଧାରଣଙ୍କ ଶ୍ରଦ୍ଧାର ପାତ୍ର ହେବେ। ଆନନ୍ଦ ଉପଭୋଗ କରିବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଧନ ସହିତ ଯାନବାହନ ସୁଖ ଅଛି। ଭାଷା ସାବଲୀଳ ହେବ। | |
ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି କର୍ମଚଞ୍ଚଳ ରହିବେ। ସନ୍ମାର୍ଗୀ ହେବେ। ଦିନ ଭିତରେ ଯାହା ଘଟଣା ଘଟିବ ତାହା ସୁଖକର ହେବ। ଆନନ୍ଦ ଉପଭୋଗ କରିବେ। ଉତ୍ତରାଷାଢ଼ା ଓ ମୂଳା ନକ୍ଷତ୍ରର ସାମାନ୍ୟ ଶୁଭ। | |
ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ବିନାଶ କରି ମାନସିକ ଶାନ୍ତିଫେରିପାଇବେ। ଋଣ ପରିଶୋଧ କରବାରେ ସକ୍ଷମ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭ। | |
ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ପଢା ପଢିରେ ମନୋନିବେଶ କରିବେ।ବିଭିନ୍ନ ସୂତ୍ରରୂ ଅର୍ଥ ପ୍ରାପ୍ତି ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖପ୍ରଦ ହେବ। ଧନଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ। | |
ଉତ୍ତର ଭାଦ୍ର ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଶ୍ରମ ସାର୍ଥକ ହେବ। କୃପା କର୍ମରେ ନିଜର ପାରଦର୍ଶିତା ପ୍ରତିପାଦନ୍ କରିପାରନ୍ତି। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବେ। ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ। |
Odia Calendar 2022
Comments
comments