![]() | ଆପଣ କୌଣସି ବିଷୟରେ ବଡ଼ ନିଷ୍ପତ୍ତି ନେଇପାରନ୍ତି। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ଅଫିସରେ ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେବେ। |
ଅନ୍ୟମାନଙ୍କ ଆଗରେ ଆପଣଙ୍କର ଛବି ଭଲ ରହିବ। ଆର୍ଥିକ ସଫଳତା ପାଇବେ। ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରାତ୍ମକ ରହିବ ସ୍ଵାସ୍ଥ୍ୟରେ ମୁଧାର ହେବ। | |
ନୂଆ ଲୋକଙ୍ଗ ସହ ସାକ୍ଷାତରେ କିଛି ନୂଆ ମଉକା ପାଇବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ। ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। | |
ପୂର୍ବ କଂପାନିର ଅନୁଭବ ଆପଣଙ୍କ କାମରେ ଆସିବ। ବିବାଦଠୁଁ ଦୂରରେ ରୁହନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଭୂସଂପତ୍ତି କିଣିବା ପୂର୍ବରୁ ଶୁଭ ମୁହୂର୍ଭ ଦେଖନ୍ତୁ। | |
ଅଧିକ ଭାବୁକ ହେଲେ ମନ ଅଶାନ୍ତ ରହିବ। ବ୍ୟବସାୟ ମାନ୍ଦା ଧରିବ। ଆର୍ଥିକ ବିଷୟକୁ ନେଇ ସତର୍କ ରୂହନ୍ତୁ। ମନର କଥା ପାଖଲୋକଙ୍କୁ କହିପାରନ୍ତି। ବଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ। | |
ଆପଣଙ୍କର ସବୁ କାମ ମନମୁତାବକ ପୁରା ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ଉପହାର ଦେଇପାରନ୍ତି ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। | |
ନୂଆ କାମରେ ରୂଚି ବଢିବ। ପଇସାର ଅଭାବ ଅନୁଭବ କରିପାରନ୍ତି। ଘର ସଜାଇବାରେ ଧ୍ୟାନ ଦେବେ। ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ। କ୍ୟାରିୟରରେ ସଫଳତା ମିଳିବ। | |
ସାରାଦିନ ମନରେ ପ୍ରସନ୍ନତା ରହିବ। ରାଜନୀତିରେ ବିରୋଧୀମାନଙ୍କର ଦୃଢ଼ ମୁକାବିଲା କରିବେ। ମହିଳାଙ୍କୁ ଘର ଲୋକଙ୍କ ସାହାଯ୍ୟ ମିଳିବ। | |
ଯେଉଁ କାମ କରିବେ ତାହା ମନ ମୁତାବକ ସଂପୂର୍ଣ୍ଣ ହେବ। ଆର୍ଥିକ ସମସ୍ୟାର ସମାଧାନ ହେବ। ଚାକିର ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ। ପ୍ରିୟବନ୍ଧୁ ସହ କଥା ହୋଇ ଭଲ ଲାଗିବ। | |
ସନ୍ତାନ-ସନ୍ତତି ଲାଭର ସୂଚନା ମଳିୁ୍ଛି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜିତେନ୍ଦ୍ରିୟ ହୋଇପାରନ୍ତି । ପରାକ୍ରମୀ ହେବେ। ବଖ୍ୟାତ କୀର୍ତ୍ତିସ୍ଥାପନ କରିବେ। | |
ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ। ବଡ଼ ଯୋଜନାର ଶୁଭାରମ୍ଭ କରିପାରନ୍ତି। | |
ବାକି କାମରେ ବନ୍ଧୁ ସାହାଯ୍ୟ କରିବେ ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରଷ୍କାର ମିଳିବା ଯୋଗ ଅଛି। ପ୍ରେମ ସମ୍ବନ୍ଧରେ ନୂତନତ୍ଵ ଆସିବ। |
Odia Calendar 2022
Comments
comments