![]() |
ଆପଣଙ୍କୁ ଧନଲାଭର ମଉକା ମିଳିବ। ନୂଆ କାମରେ ରୁଚି ବଢ଼ିବ। ପାରିବାରିକ ଜୀବନ ଉତ୍ସବମୁଖର ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ। |
ପରିବାର ଲୋକଙ୍କପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ ବନ୍ଧୁ ସାହାଯ୍ୟକାରୀ ସାବ୍ୟସ୍ତ ହେବେ ବେପାରରେ ଅଚାନକ ଧନଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। | |
ପରିବାରରେ କୌଣସି ଧାର୍ମିକ ଅନୁଷ୍ଠାନ କରିବା ଲାଗି ପ୍ରସ୍ତୁତି କରିବେ। ଆପଣଙ୍କ ଜାମରେ ଜୀବନସାଥୀ ସହଯୋଗ କରିବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। | |
ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟମାନଙ୍କ ଉପରେ ପ୍ରଭାବ ପଜାଇବା ଲାଗି ଚେଷ୍ଟା କରିବେ। ଆଖପାଖର ଲୋଜ ଆପଣଙ୍କର ବିରୋଧ କରିବେ। | |
ବେପାର ବଢ଼ାଇବା ପାଇଁ ନୂଆ ଯୋଜନା କରିବେ ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟରେ ବନ୍ଧୁଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ପ୍ରିୟଜନଙ୍କୁ ଭଲ ଉପହାର ଦେବେ। | |
ବେପାରରେ ଅଚାନଜ ଧନଲାଭର ଅବସର ପାଇବେ। ଅଫିସରେ ସହକର୍ମୀ ସହାୟତା କରିବେ। ଏଭଳି ଲୋକଙ୍କ ସହ ମିଶିବେ ଯିଏ ଭବିଷ୍ୟତରେ ସାହାଯ୍ୟ କରିବେ। | |
ଅଫିସରେ ଅଧିନ ସମୟ ପରିଶ୍ରମ କଲେଯାଇ ବାକିଥିବା କାମ ପୂରା ହୋଇଯିବା ବିବାଦଠୁଁ ଦୂରରେ ରୁହନ୍ତୁ ନୂଆ କାମର ଯୋଜନା ପ୍ରସ୍ତୁତ କରିବେ ଆମଦାନି ଉତ୍ସରେ ବୃଦ୍ଧି ହେବ। | |
ସେବା ମନୋଭାବର ହୋଇପାରନ୍ତି । ରାଜପୂଜା ମଳିପିାରେ । ଯାନବାହନ ସୁଖ ମିଳିବ। ଗ୍ରାମ ବା ଅଞ୍ଚଳର ଅଧିପତି ହୋଇପାରନ୍ତି । ପରାକ୍ରମଶାଳୀ ହେବେ। ବହୁଲୋକଙ୍କ ହର୍ତ୍ତା, କର୍ତ୍ତା ହେବେ। | |
ବେପାର ପାଇଁ କୌଣସି ବଡ଼ ଜଂପାନି ସହ ଚୁକ୍ତିର ଅବସର ପାଇବେ। ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ କରିବେ। | |
ସନ୍ତାନ-ସନ୍ତତି ଲାଭର ସୂଚନା ମଳିୁ୍ଛି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜିତେନ୍ଦ୍ରିୟ ହୋଇପାରନ୍ତି । ପରାକ୍ରମୀ ହେବେ। ବଖ୍ୟାତ କୀର୍ତ୍ତିସ୍ଥାପନ କରିବେ। | |
ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ବୈବାହିକ ଜୀବନରେ ନୂଆ ଖୁସି ଆସିବ। ଘରୋଇ ଜିନିଷ କିଣିବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତି କରିବେ। | |
ଆର୍ଥିକ ପକ୍ଷ ସୂଦୃଢ଼ ରହିବ। ଜାମକୁ ନେଇ କର୍ତ୍ତୃକ୍ଷ ଆପଣଙ୍କର ପ୍ରଶଂସା କରିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ କାଟିବେ ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। |
Odia Calendar 2022
Comments
comments