OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 26th May 2022

ଦିନଟି ଏକ ନୂଆ ଦିଶା ନେଇ ଆସିବ। ସାକ୍ଷାତକାରରେ୍ ସଫଳତାର ଯୋଗ ଅଛି। ବନ୍ଧୁ ସହିତ ଦୀର୍ଘ ସମୟ କଥା ହେବେ। ଘରେ ଧାର୍ମିକ କାର୍ଯ୍ୟ ପାଇଁ ମନ ପ୍ରସ୍ତୁତ କରିପାରନ୍ତି।
ସପରିବାର ମନ୍ଦିରକୁ ଦର୍ଶନ ପାଇଁ ଯିବେ। କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟରୁ ଲାଭ ହେବ। ବନ୍ଧୁ ସହିତ ସାମଗ୍ରୀ କିଣିବା ଲାଗି ସହରକୁ ଯିବେ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ।
ଦିନଟି ଜୀବନରେ ନୂଆ ପରିବର୍ତନ ନେଇ ଆସିବ। ଆପଣ ଚିନ୍ତା ମୁକ୍ତ ରହିବେ। ବେପାରୀବର୍ଗଙ୍କୁ ଭଲ ଲାଭ ହେବ। ଦୂରସ୍ତାନକୁ ଯାଇପାରନ୍ତି। ଛାତ୍ରୀଙ୍କ ଲାଗି ଦିନଟି ଭଲ।
ବ୍ୟବସାୟ କାମରେ ଧନ ଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ରହିବା ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ନୂଆ କାହାଣୀ ଲେଖି ପାରନ୍ତି।
କାମ ସାରିବା ଲାଗି ସହଯେଗୀଙ୍କ ସାହାଯ୍ୟ ପାଇବେ। ଧନଲାଭ ଯୋଗ ଅଛି। ବୈବାହିକ ଜାବନ ସୁଖକର ହେବ। ଅବିବାହିତଙ୍କ ଲାଗି ସଂପର୍କୀୟ ବିବାହ ପ୍ରସ୍ତାବ ନେଇ ଆସିବେ।
କାମରେ ଅଧିକ ଯା’ଆସ କରିବାକୁ ପଡ଼ିପାରେ। ଘର ସଜାଇବା କାମ କରାଇପାରନ୍ତି। ଜୀବନସାଥୀ ସହିତ ଭଲ ସ୍ତାନକୁ ଯିବେ। ରକ୍ତଚାପ ରୋଗୀଙ୍କୁ ଅରାମ ମିଳିବ।
ଚାକିରି ଆଶାୟୀଙ୍ଗୁ ଭଲ ଜାଗାରେ ନିଯୁକ୍ତି ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଏବଂ କୃଷିଜୀବୀଙ୍କ ଲାଗି ଦିନଟି ଭଲ ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ମିଳିବ।
ଆର୍ଥିକ ପକ୍ଷ ସୁଦୃଢ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ସନ୍ତାନର ସଫଳତାରେ ଖୁସି ହେବେ। ସାମାଜିକ କାର୍ଯ୍ୟରେ ରୁଚି ବଢିବ। ଗୃହିଣୀମାନେ ବ୍ୟସ୍ତ ରହିବେ।
ଶତ୍ରୁମାନଙ୍କ ପ୍ରତି ସାବଧାନ ରହିବା ଭଲ ହେବ। କାର ଚଳାଇବା ଶିଖି ପାରନ୍ତି ଶରୀର ସୁସ୍ଥ ରହିବ। ଘରେ କୌଣସି ଶୁଭକାର୍ଯ୍ୟ ହେବାର ସମ୍ଭାବନା ରହିଛି।
ଜୀବନସାଥୀଙ୍କ ଉନ୍ନତି ପାଇଁ ଭଲ ଅବସର ମିଳିବ। କୋରିୟର ବ୍ୟବସାୟରେ ଥିବା ଲୋକଙ୍କୁ ଭଲ ଲାଭ ହେବ। ସୁଷମ ଖାଦ୍ୟ ଖାଆନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।
ଶିକ୍ଷାକ୍ଷେତ୍ରରେ ଥିବା ଲୋକଙ୍କର ଲାଭ ହେବ। ଠିକାଦାରଙ୍କୁ ନୂଆ ଠିକାରେ ଲାଭ ହେବ। କୌଣସି ବନ୍ଧୁ ଦେଖା କରିବା ପାଇଁ ଘରକୁ ଆସିବେ ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।
ନିଜର ଓ ନିଜ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ନୂଆ ବ୍ୟବମାୟ ପାଇଁ ମନ ପ୍ରସ୍ତୁତ କରିବେ। ବିରୋଧୀମାନେ କ୍ଷତି କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments