![]() | ଦିନଟି ଏକ ନୂଆ ଦିଶା ନେଇ ଆସିବ। ସାକ୍ଷାତକାରରେ୍ ସଫଳତାର ଯୋଗ ଅଛି। ବନ୍ଧୁ ସହିତ ଦୀର୍ଘ ସମୟ କଥା ହେବେ। ଘରେ ଧାର୍ମିକ କାର୍ଯ୍ୟ ପାଇଁ ମନ ପ୍ରସ୍ତୁତ କରିପାରନ୍ତି। |
| ସପରିବାର ମନ୍ଦିରକୁ ଦର୍ଶନ ପାଇଁ ଯିବେ। କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟରୁ ଲାଭ ହେବ। ବନ୍ଧୁ ସହିତ ସାମଗ୍ରୀ କିଣିବା ଲାଗି ସହରକୁ ଯିବେ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ। | |
| ଦିନଟି ଜୀବନରେ ନୂଆ ପରିବର୍ତନ ନେଇ ଆସିବ। ଆପଣ ଚିନ୍ତା ମୁକ୍ତ ରହିବେ। ବେପାରୀବର୍ଗଙ୍କୁ ଭଲ ଲାଭ ହେବ। ଦୂରସ୍ତାନକୁ ଯାଇପାରନ୍ତି। ଛାତ୍ରୀଙ୍କ ଲାଗି ଦିନଟି ଭଲ। | |
| ବ୍ୟବସାୟ କାମରେ ଧନ ଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ରହିବା ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ନୂଆ କାହାଣୀ ଲେଖି ପାରନ୍ତି। | |
| କାମ ସାରିବା ଲାଗି ସହଯେଗୀଙ୍କ ସାହାଯ୍ୟ ପାଇବେ। ଧନଲାଭ ଯୋଗ ଅଛି। ବୈବାହିକ ଜାବନ ସୁଖକର ହେବ। ଅବିବାହିତଙ୍କ ଲାଗି ସଂପର୍କୀୟ ବିବାହ ପ୍ରସ୍ତାବ ନେଇ ଆସିବେ। | |
| କାମରେ ଅଧିକ ଯା’ଆସ କରିବାକୁ ପଡ଼ିପାରେ। ଘର ସଜାଇବା କାମ କରାଇପାରନ୍ତି। ଜୀବନସାଥୀ ସହିତ ଭଲ ସ୍ତାନକୁ ଯିବେ। ରକ୍ତଚାପ ରୋଗୀଙ୍କୁ ଅରାମ ମିଳିବ। | |
| ଚାକିରି ଆଶାୟୀଙ୍ଗୁ ଭଲ ଜାଗାରେ ନିଯୁକ୍ତି ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଏବଂ କୃଷିଜୀବୀଙ୍କ ଲାଗି ଦିନଟି ଭଲ ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ମିଳିବ। | |
| ଆର୍ଥିକ ପକ୍ଷ ସୁଦୃଢ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ସନ୍ତାନର ସଫଳତାରେ ଖୁସି ହେବେ। ସାମାଜିକ କାର୍ଯ୍ୟରେ ରୁଚି ବଢିବ। ଗୃହିଣୀମାନେ ବ୍ୟସ୍ତ ରହିବେ। | |
| ଶତ୍ରୁମାନଙ୍କ ପ୍ରତି ସାବଧାନ ରହିବା ଭଲ ହେବ। କାର ଚଳାଇବା ଶିଖି ପାରନ୍ତି ଶରୀର ସୁସ୍ଥ ରହିବ। ଘରେ କୌଣସି ଶୁଭକାର୍ଯ୍ୟ ହେବାର ସମ୍ଭାବନା ରହିଛି। | |
| ଜୀବନସାଥୀଙ୍କ ଉନ୍ନତି ପାଇଁ ଭଲ ଅବସର ମିଳିବ। କୋରିୟର ବ୍ୟବସାୟରେ ଥିବା ଲୋକଙ୍କୁ ଭଲ ଲାଭ ହେବ। ସୁଷମ ଖାଦ୍ୟ ଖାଆନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। | |
| ଶିକ୍ଷାକ୍ଷେତ୍ରରେ ଥିବା ଲୋକଙ୍କର ଲାଭ ହେବ। ଠିକାଦାରଙ୍କୁ ନୂଆ ଠିକାରେ ଲାଭ ହେବ। କୌଣସି ବନ୍ଧୁ ଦେଖା କରିବା ପାଇଁ ଘରକୁ ଆସିବେ ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ। | |
| ନିଜର ଓ ନିଜ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ନୂଆ ବ୍ୟବମାୟ ପାଇଁ ମନ ପ୍ରସ୍ତୁତ କରିବେ। ବିରୋଧୀମାନେ କ୍ଷତି କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ। |
Odia Calendar 2022
Comments
comments
