![]() |
ପଥରୋଧକାରୀମାନେ ଅପଦସ୍ଥ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ସହଯୋଗ ପାଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ବିବାଦୀୟ ବତିର୍କରୁ ଓହରିଯାଇପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟସେବାରେ ଧନ ବ୍ୟୟ ହେବ। |
ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। ଗୁଣଜ୍ଞ ଓ ନୀତିନିଷ୍ଠ ହେବେ। ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି। ଗ୍ରାମ ଓ ଦଳ ମଧ୍ୟରେ ଭେଦ ନୀତିର କାରଣ ହେବେ। ଚତୁର ଓ ଧନଯୁକ୍ତ ହେବେ। | |
ଯାନବାହନ ଯୁକ୍ତ ହେବେ। ଆଶା କରାଯାଏ ରଜପ୍ରାସାଦ ସଦୃଶ ସମସ୍ତ ସୁଖ, ଶୌର୍ଯ୍ୟ ଭୋଗକରିପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମଳୁଛି। କାଯ୍ୟରେ ସଫଳତା ମିଳିବ। | |
ପୁତ୍ର ସୁଖରେ ସୁଖୀ ହେବେ। ମିତ୍ରମାନେ ଅନୁରକ୍ତ ରହିବେ। ଜିତେନ୍ଦ୍ରିୟ ହେବେ। ସନ୍ମାର୍ଗୀ ହେବେ। ଜ୍ଞାନୀଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ। ଭାଗ୍ୟବାନ୍ ହେବେ। ଧନ, ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହେବେ। | |
ତୀର୍ଥ ଭ୍ରମଣ ଯୋଗ ରହିଛି। ସୁଖୀ ହେବେ। ଦେବ ପୂଜା ନିରତ ହୋଇପାରନ୍ତି। ଅତିଥି ପରାୟଣ ହେବେ। ଦେବ, ଗୁରୁ ,ଦ୍ୱିଜ ଭକ୍ତ ହେବେ। ନିଜ ବଳାର୍ଜିତ ଧନ ଭୋଗ କରିବେ। | |
ନିଜ ପତ୍ରୁର ହିତ ସାଧନ କରିପାରନ୍ତି। ଧର୍ମଧ୍ବଜାଧାରୀ ହେବେ। ପତ୍ନୀଙ୍କ ଅସସ୍ଥତୁ ା ପାଇଁ ଯତ୍ନବାନ୍ ହେବେ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହେବେ। ସ୍ତ୍ରୀ ଧନ ହେତୁ ସଖୀ ୁ ହେବେ। | |
ଦୁଃସାହସକ ପଦକ୍ଷେପ ନେଇ ଶତ୍ରୁ ଦମନ କରିପାରନ୍ତି। ପାରିବାରିକ ସୁଖ ମିଳିବ। ସ୍ଥିତ ଅନୁକୂଳ ରହିଛି। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟିହେବ। କରଜ ଶୁଝିବେ।ଶୁଭକାର୍ଯ୍ୟ କରିପାରନ୍ତି। | |
ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମଳୁଛି। ଅଧ୍ୟାପନାର ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହେବେ। ପାରିବାରିକ ଜୀବନ ସଖୁପ୍ରଦ ହେବ। ଯେ କୌଣସ କାର୍ଯ୍ୟରେ ହାତ ଦେଇ ସଫଳତା ହାସଲ କରିବେ। | |
ରାଜପୂତ ହୋଇପାରନ୍ତି। ଯାନବାହନ ଯୁକ୍ତ ହେବେ। ଗ୍ରାମାଧୀଶ ହେବାର ସୂଚନା ମଳିୁ୍ଛି। ପରାକ୍ରମଶାଳୀ ହେବେ। ବହୁଲୋକଙ୍କ ଦାନାପାଣିର ହର୍ତ୍ତା, କର୍ତ୍ତା ହୋଇପାରନ୍ତି। ଗୁଣବାନ୍ ଓ ଧନୀ ହେବେ। | |
ଦୃଢ଼ ମନୋବଳ ନେଇ ଗୁରୁ୍ତ୍ୱ ପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ଆର୍ଥିକ ଅବସ୍ଥାର ଢେର ଉନ୍ନତି ଘଟିବ। ଦେବଦର୍ଶନରେ ଅଭଳିାଷ ପୂର୍ଣ୍ଣ ହେବ। ଅଶାନ୍ତି ଦୂର ହେବ। ଦେବପୂଜା ନିରତ ହେବେ। | |
ଆଶାବାଦୀ ହେବେ। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟିରଖିବାକୁ ପଡିବ। ହର୍ଷଯୁକ୍ତ ଓ ବିଶୁଦ୍ଧ ଭାଷୀ ହୋଇପାରନ୍ତି। ଧନଶାଳୀ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। କୀର୍ତ୍ତିମାନ୍ ହେବେ। | |
ମହାନୁଭବ ବ୍ୟକ୍ତିଭାବେ ପୂଜ୍ୟପୂଜାର ଅଧିକାରୀ ହେବେ। ବିଭିନ୍ନ ସ୍ତିରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁ୍ଛି। ମାନ୍ୟତା ପ୍ରାପ୍ତ ହେବେ। ଗୁଣଜ୍ଞ ହେବେ। ମିତ୍ରତା ଅର୍ଜନ କରିବେ। ସୁସ୍ଥ ରହିବେ। ଚନ୍ତାଧାରା ମହତ୍ ହେବ। |
Odia Calendar 2022
Comments
comments