OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 24th August 2022

Odia Rashiphala

Odia Rashiphala

ପରିବାର ଲୋକଙ୍କ ସହ ଯଥେଷ୍ଟ ସମୟ ଅତିବାହିତ କରିବେ ଭାବିଥିବ।ସବୁ କିଛି ଆପଣଙ୍କ ମନ ମୁତାବକ ହୋଇନପାରେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବହୁତ ଭଲ।
ଯେଉଁ କାମ ପୂରା କରିବାକୁ ଭାବିବେ ସେଥିରେ ବାଧା ଅସିପାରେ। ଘରୋଇ ସାମଗ୍ରୀ କିଣିବା ଲାଗି ବଜାରକୁ ଯିବେ। ପୁରୁଣା ବନ୍ଧୁଙ୍କ ଘରକୁ ଯିବା ଲାଗି ଭାବିପାରନ୍ତି।
ଭାବିଥିବା କାମ ବନ୍ଧୁ ସହାୟତାରେ ପୂରା ହୋଇଯିବ। ସଂପର୍କୀୟଙ୍କ ଠାରୁ ବହୁତ ଲଲ ଖବର ପାଇବେ। ବେପାରରେ ଇନ୍ନତି ହେବ। ଅଚାନକ ଧନଲାଭ ହେବ। ପ୍ରେମରେ ସଫଳତା ପାଇବେ।
କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ କାମ ମହଜରେ ସଂପୂର୍ଣ ହେବ। କୌଣସି ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ପ୍ରେମୀ ଯୁଗଳ ପରସ୍ପର ଭାବନାକୁ ସମ୍ମାନ କରିବେ।
ଆପଣଙ୍କ ଚେଷ୍ଟା ସଂପୂର୍ଣ ରୂପେ ସଫଳ ହେବ। କୌଣସି କଥାକୁ ନେଇ ମନରେ ଶଙ୍କା ଦୂର ହେବ ପରିବାର ତଥା ସମାଳ ଲୋକ ଆପଣଙ୍କ ଲାଗି ବହୁତ ସାହାଯ୍ୟକାରୀ ହେବେ।
ମନରେ ନୂଆ ନୂଆ ବିଚାର ଆସିବ। ସାଥିରେ କାମ କରୁଥିବା ଲୋକଙ୍କ ପ୍ରଶଂସାରେ ଲାଭ ହେବ। ମାଆଙ୍କ ସ୍ୱାସ୍ଥ୍ୟରେ ସୁଧାର ହେବ। ଧନଲଲର ବଡ଼ ମଉକା ପାଇବେ।
ଇଂଜିନିୟରଙ୍କ ଲାଗି ଦିନଟି ଲାଭଦାୟକ ରହିବ। କୌଣସି ଉଦ୍ୟୋଗରେ ଚାକିରି ଲାଗି ଡାକରା ଆସିପାରେ। କୌଣସି ବ୍ୟକ୍ତିଙ୍କ ସଂପର୍କରେ ଭ୍ରାନ୍ତ ଧାରଣା ହେବ।
ଅଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର ଅବସର ପାଇବେ। ସୁମମ୍ବାଦ ପାଇବେ। ଅଧୁରା କାମ ପୂରା ହେବ। ପ୍ରେମ ସମ୍ବଦ୍ଧ ନିବିଡ଼ ହେବ।
ଦିନଟି ପୂର୍ବାପେଷା ଭଲ ରହିବ। ବ୍ୟବସାୟ ସମାରୋହରେ ସାମିଲ ହେବାର ମଉଳା ମିଳିବ। ଅଫିସରେ ବଡ଼ ଦାୟିତ୍ଵ ମିଳିପାରେ। ପରିଶ୍ରମ ବଳରେ କାମ ସଂପୂର୍ଣ କରିବେ।
ଆପଣଙ୍କ ବିଚାର ଶୁଣିବାକୁ ଲୋକେ ଉତ୍ସୁକ ହେବେ। ପାଖଲୋକ ଠାରୁ ଖୁସି ଖବର ପାଇବେ ଭାବିଥିବା କାମ ପୂରା କରିବାକୁ ଚେଷ୍ଟା କରିବେ। ପାରିବାରିକ ଜୀବନରେ ସୁଖୀ ରହିବେ।
ମନର ଇଇଚ୍ଛା ପୂରା ହେବା ଉଜ୍ୱଳ ଭବିଷ୍ୟତ ଲାଗି ନୂଆ ପଦକ୍ଷେପ ନେବେ। ଆର୍ଥିକ ମାମଲାରେ ଲାଭ ହେବ। ଶତ୍ରୁମାନେ କ୍ଷତି କରିବାକୁ ବିଫଳ ପ୍ରୟାସ କରିବେ।
ଚାକିରି ଖୋଜୁଥିବା ଲୋକ ଭଲ ଖବର ପାଇପାରନ୍ତି। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। କୌଣସି ନୂଆ କାହାଣୀ ଲେଖିବା ପାଇଁ ମନରେ ନୂଆ ବିଷୟ ଆସିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments