OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 22th Jun 2022

Odia Rashiphala

Odia Rashiphala

କର୍ମଚଞ୍ଚଳ ରହିବେ। ଏକାନ୍ତରେ ମୌନ ରହି ଚତୁର୍ବେଦର ସାର ଓଁକାରରେ ଧ୍ୟାନମଗ୍ନ ହୋଇପାରନ୍ତି। ରାଜଯୋଗ ଥିବାରୁ ଅସାଧାରଣ ହେବା ଆଶା କରାଯାଏ। ଚତୁର ଓ ଧାର୍ମିକ ପ୍ରବୃତ୍ତିର ହେବେ।
ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ।ସରକାରୀ ସ୍ତରରେ ସମ୍ମାନିତ ହେବେ। କରିତକର୍ମା ବ୍ୟକ୍ତିଭାବେ ପ୍ରତିଷ୍ଠା ଲାଭ କରିବେ। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ମିଳିବ।
ଜ୍ଞାନର ପ୍ରଦୀପ ପ୍ରଜ୍ୱଳନକରି ଗତିପଥକୁ ଆଲୋକିତ କରିପାରନ୍ତି। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହେବେ।ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ଅକ୍ଷୟ ଯଶ ଅର୍ଜନ କରିପାରନ୍ତି।
ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ଉଦ୍ୟୋଗୀ ହେବେ।
ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।
ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। ମନରେ ଉଦୟ ହୋଇଥିବା ଅହଂଭାବକୁ ବିସର୍ଜନ ଦେବାକୁ ପଡ଼ିବ।
ବଦଖର୍ଚ୍ଚକୁ ରୋକିବାକୁ ଉଦ୍ୟମ ଚଳାଇ ପାରନ୍ତି। ଭ୍ରାତୃ ଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ବିଭୁଦତ୍ତ ପ୍ରତିଭା ସମ୍ପନ୍ନ ହେବେ। ଚାକିରିରେ ସ୍ୱନାମଧନ୍ୟ ହେବେ।
କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନ ଲାଭ ହେବ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। କୌଶଳୀ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ।
ଧର୍ମୀୟ ବିଚାରରେ ଉଦାର ସ୍ୱଭାବର ହେବେ। ଦାନ-ଧର୍ମକୁ ଦୀକ୍ଷା ଭାବେ ଗ୍ରହଣ କରିବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। କୃଷକମାନଙ୍କର ପ୍ରେରଣାର ଉତ୍ସ ହେବେ। ବୁଦ୍ଧିମାନ ହେବେ।
ମନ ପ୍ରସନ୍ନ ରହିବ। ସଦ୍‌ଗୁଣ ସମ୍ପନ୍ନ ହେବେ। ଧର୍ମ ଆଚରଣ କରିପାରନ୍ତି। ଈଶ୍ୱରୀୟ ଚେତନାକୁ ପାଥେୟ କରି ମନରେ ଧ୍ୟାନର ଦୀପ ଜଳାଇବାକୁ ପଡ଼ିବ। ପ୍ରେମୀ ଓ ସାହସୀ ହେବେ।ସତ୍‌ସଙ୍ଗୀ ହେବେ।
ଭାଗ୍ୟଶାଳୀ ହେବେ। ମଧୁର ଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେ‌ବେ। ରଚନା ପ୍ରାଣସ୍ପର୍ଶୀ ହୋଇପାରେ। ବିଦ୍ୟାପ୍ରେମୀ ହେବେ। ବାକ୍ ସଂଯମତା ପ୍ରାଣଶକ୍ତି ସ୍ମରଣ ଶକ୍ତିକୁ ଉଦ୍‌ଜୀବିତ କରି ରଖିବ।
ସତ୍ୟପ୍ରଜ୍ଞ ହୋଇପାରନ୍ତି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାର ବିଚାରଧାରା ସପକ୍ଷରେ ଯାଇପାରେ। ଧନଲାଭର ସୁଯୋଗ ସୃଷ୍ଟିହୋଇଛି। ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments