![]() |
କର୍ମଚଞ୍ଚଳ ରହିବେ। ଏକାନ୍ତରେ ମୌନ ରହି ଚତୁର୍ବେଦର ସାର ଓଁକାରରେ ଧ୍ୟାନମଗ୍ନ ହୋଇପାରନ୍ତି। ରାଜଯୋଗ ଥିବାରୁ ଅସାଧାରଣ ହେବା ଆଶା କରାଯାଏ। ଚତୁର ଓ ଧାର୍ମିକ ପ୍ରବୃତ୍ତିର ହେବେ। |
ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ।ସରକାରୀ ସ୍ତରରେ ସମ୍ମାନିତ ହେବେ। କରିତକର୍ମା ବ୍ୟକ୍ତିଭାବେ ପ୍ରତିଷ୍ଠା ଲାଭ କରିବେ। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ମିଳିବ। | |
ଜ୍ଞାନର ପ୍ରଦୀପ ପ୍ରଜ୍ୱଳନକରି ଗତିପଥକୁ ଆଲୋକିତ କରିପାରନ୍ତି। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହେବେ।ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ଅକ୍ଷୟ ଯଶ ଅର୍ଜନ କରିପାରନ୍ତି। | |
ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ଉଦ୍ୟୋଗୀ ହେବେ। | |
ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ। | |
ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। ମନରେ ଉଦୟ ହୋଇଥିବା ଅହଂଭାବକୁ ବିସର୍ଜନ ଦେବାକୁ ପଡ଼ିବ। | |
ବଦଖର୍ଚ୍ଚକୁ ରୋକିବାକୁ ଉଦ୍ୟମ ଚଳାଇ ପାରନ୍ତି। ଭ୍ରାତୃ ଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ବିଭୁଦତ୍ତ ପ୍ରତିଭା ସମ୍ପନ୍ନ ହେବେ। ଚାକିରିରେ ସ୍ୱନାମଧନ୍ୟ ହେବେ। | |
କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନ ଲାଭ ହେବ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। କୌଶଳୀ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ। | |
ଧର୍ମୀୟ ବିଚାରରେ ଉଦାର ସ୍ୱଭାବର ହେବେ। ଦାନ-ଧର୍ମକୁ ଦୀକ୍ଷା ଭାବେ ଗ୍ରହଣ କରିବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। କୃଷକମାନଙ୍କର ପ୍ରେରଣାର ଉତ୍ସ ହେବେ। ବୁଦ୍ଧିମାନ ହେବେ। | |
ମନ ପ୍ରସନ୍ନ ରହିବ। ସଦ୍ଗୁଣ ସମ୍ପନ୍ନ ହେବେ। ଧର୍ମ ଆଚରଣ କରିପାରନ୍ତି। ଈଶ୍ୱରୀୟ ଚେତନାକୁ ପାଥେୟ କରି ମନରେ ଧ୍ୟାନର ଦୀପ ଜଳାଇବାକୁ ପଡ଼ିବ। ପ୍ରେମୀ ଓ ସାହସୀ ହେବେ।ସତ୍ସଙ୍ଗୀ ହେବେ। | |
ଭାଗ୍ୟଶାଳୀ ହେବେ। ମଧୁର ଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ରଚନା ପ୍ରାଣସ୍ପର୍ଶୀ ହୋଇପାରେ। ବିଦ୍ୟାପ୍ରେମୀ ହେବେ। ବାକ୍ ସଂଯମତା ପ୍ରାଣଶକ୍ତି ସ୍ମରଣ ଶକ୍ତିକୁ ଉଦ୍ଜୀବିତ କରି ରଖିବ। | |
ସତ୍ୟପ୍ରଜ୍ଞ ହୋଇପାରନ୍ତି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାର ବିଚାରଧାରା ସପକ୍ଷରେ ଯାଇପାରେ। ଧନଲାଭର ସୁଯୋଗ ସୃଷ୍ଟିହୋଇଛି। ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହେବେ। |
Odia Calendar 2022
Comments
comments