OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 21th September 2022

Odia Rashiphala

Odia Rashiphala

ବ୍ୟବସାୟରେ ପ୍ରଗତି ଲାଗି ଭଲ ଦିନଟିଏ । ଧନଲା ହେବାର ଯୋଗ ଅଛି। ସମସ୍ୟାର ସମାଧାନ ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା ପସ୍ତୁତ କରିବେ।
ଯେଉଁ କାମ କରିବେ ତାହା ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଜୀବନସାଥୀଙ୍କ ପରାମର୍ଶ କାମରେ ଆସିବ। ଇଂଜିନିୟର ନିଜର ଅଭିଜ୍ଞତା ଠିକ୍‌ ସ୍ତାନରରେ ପୟୋଗ କରିବେ।
ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ଘର ଓ ଅଫିସରେ ପରିବେଶ ଆନନ୍ଦମୟ ରହିବ। କୌଣସି ବିଷୟରେ ଗହନ ଚିନ୍ତନ କରିବେ। ବ୍ୟବସାୟୀ ଙ୍କୁ ଯଥେଷ୍ଟ ଲାଭ ହେବ।
ନୂଆ କାମ କରିବା ପାଇଁ ସ୍ଥିର କରିବେ ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତି କାମ ଲାଗି ଅଧିକ ଯାଆସ କରିବେ। ପେମ ଜୀବନ ଭଲ ରହିବ।
କାର୍ଯ୍ୟକୁ ପୂରା କରିବା ଲାଗି ପିଲାମାନଙ୍କ ସାହାଯ୍ୟ ପାଇବେ। ଅଚାନକ ଧନଲାଭର ଉତ୍ସ ମିଳିବ। ଅଫିସରେ କାମ ପୂରା କରିବା ପାଇଁ ବରିଷ୍ଠଙ୍କ ସାହାଯ୍ୟ ପାଇବେ।
ଆପଣଙ୍କ ଧ୍ୟାନ ଧର୍ମକାର୍ଯ୍ୟରେ ଲାଗି ରହିବ। ଚାକିରିରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ସାମ୍ବାଦିକ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଦାମ୍ପତ୍ୟ ଜାବନରେ ସୁଖ ବଢ଼ିବ।
ପିଲାମାନଙ୍କ ସହ ଆପଣଙ୍କ ସମୟ ବିତିବ। ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାରୁ ମୁକ୍ତି ପାଇବେ। କିଛି ସକାରାତ୍ମକ କରିବାକୁ ଭାବିବେ। କ୍ୟାରିୟର ନେଇ ଭାଇଙ୍କ ସହଯୋଗ ପାଇବେ।
ପରିବାରରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। କଳା କ୍ଷେତରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ବିନା କାରଣରେ କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ।
କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ ପ୍ରୟୋଗ କରିବେ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ। ସାମାଜିକ କାର୍ଯ୍ୟରେ ସହଯୋଗ କଲେ ମାନ ସମ୍ମାନ ବଢ଼ିବ।
ସନ୍ତାନ-ସନ୍ତତି ଲାଭର ସୂଚନା ମଳିୁ୍ଛି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜିତେନ୍ଦ୍ରିୟ ହୋଇପାରନ୍ତି । ପରାକ୍ରମୀ ହେବେ। ବଖ୍ୟାତ କୀର୍ତ୍ତିସ୍ଥାପନ କରିବେ।
ସୃଜନ ସ୍ୱଭାବର ହେବେ। ଦ୍ୱିଜ ଦେବତାଙ୍କ ଭକ୍ତ ହୋଇପାରନ୍ତି । ସ୍ୱ-ଜୀବନ ଧର୍ମରେ ଓଁ ବାଦର ହୋଇପାରନ୍ତି । ଦାୟିତ୍ୱବାନ୍ ହେବେ। ଦିବ୍ୟ ପ୍ରେରଣାଦାୟୀ ହୋଇପାରନ୍ତି ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments