OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 20th July 2022

Odia Rashiphala

Odia Rashiphala

କୌଣସି ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ଜୀବନସାଥୀଙ୍କ ଖୁସି ରଖିବା ଲାଗି କିଛି ଉପହାର ଦେବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
କ୍ୟାରିୟରରେ ଉନ୍ନତି ପାଇଁ ରାସ୍ତା ଖୋଲିବ। ପ୍ରେମ ସମ୍ବନ୍ଧ ସୁଦୃଡ଼ ହେବ ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ। ରାଜନୀତିରେ ଆର୍ଥିକ ଲାଭ ହେବ। ଭୂସଂପତ୍ତି କିଣିବାର ଯୋଗ ରହିଛି।
ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବା ଲାଗି ଅବସର ପାଇବେ। ବିବାହ ପାଇଁ ପ୍ରସ୍ତାବ ଆସିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସ କାମରେ ସମସ୍ତଙ୍କ ସହଯୋଗ ପାଇବେ।
ପରିବାର ଲୋକଙ୍କ ସହ ଅଧିକ ସମୟ କାଟିବାର ଅବସର ପାଇବେ ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି ବ୍ୟବସାୟରେ ଅଶାଠୁଁ ଅଧିକ ଲାଇ ପାଇବେ ସ୍ୱାସ୍ଥ୍ୟରେ ସୁଧାର ହେବ।
ଅଚାନକ ଏମିତି କିଛି ହାସଲ କରିବେ ଯାହା ପାଇଁ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ ଅପଣଙ୍କ କାମ ପ୍ରତ୍ୟେକ ଜାଗାରେ ପ୍ରଶଂସିତ ହେବ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଲଭ ମିଳିବ।
କୋର୍ଟ କଚେରିରେ ଫଇସଲା ଆପଣଙ୍କ ପକ୍ଷରେ ଆସିବ। କାହାରିକୁ ଧାର ଦିଅନ୍ତୁ ନାହିଁ। ଆର୍ଥିକ ରୂପେ ସୁଦୃଢ଼ ହେବା ଦିଗରେ ସଫଳ ହେବେ। ପାରିବାରିକ ଜୀବନ ସୁଖମୟ ହେବ।
ଛୋଟଛୋଟ କଥାରେ ଖୁସି ଖୋଜିପାଇବାରେ ସଫଳ ହେବେ ଭୃସଂପତି ବିବାଦର ନିଷ୍ପତି ଆପଣଙ୍କ ସପକ୍ଷରେ ଆସିବ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ପ୍ରତିଭାର ପ୍ରଶଂସା କରିବେ।
ଆପଣ ଗୌରବାନ୍ଧିତ ଅନୁଭବ କରିବେ ଆପଣଙ୍କ କଳାତ୍ମକ କ୍ଷମତାର ବିକାଶ ହେବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଓକିଲଙ୍କ ଲାଗି ଦିନଟି ବହୁତ ଭଲ।
କାର୍ଯ୍ୟକ୍ଷେତ୍ରରେ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ହେବ ଅଳଙ୍କାର ବ୍ୟବସାୟୀ ସାବଧାନତା ଅବଲମ୍ବନ କରନ୍ତୁ। ଭାବନାତ୍ମକ ଭାରସାମ୍ୟ ବଜାୟ ରଖିବାକୁ ଚେଷ୍ଟା କରିବେ।
ଚାକିରିଆ କାର୍ଯ୍ୟକ୍ଷେତ୍ରେ ସଫଳତା ପାଇବେ କୌଣସି ବଡ ଚୁକ୍ତି କରିବା ପୂର୍ବରୁ ଭାବିଚିନ୍ତି ଆଗକୁ ବଢନ୍ତୁ। ପ୍ରଯୁକ୍ତି ବିଜ୍ଞାନ ଓ ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ।
ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାର କରିନେବେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ନିଜକୁ ସକ୍ଷମ କରିବା ଦିଗରେ ଫଳପ୍ରଦ ନିଷ୍ପତି ନେବେ ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ଦିନଟି ଆପଣଙ୍କ ଲାଗି ଅଶାଠୁଁ ଅଧିକ ଭଲ ରହିବ। ଉଚିତ ମାର୍ଗରେ ଆଗକୁ ବଢ଼ି ଚାଲିବେ। ନୂଆ ବ୍ୟବସାୟ ଅରମ୍ଭ କରିବା ଲାଗି ବାପାଙ୍କ ସାହାଯ୍ୟ ମିଳିବା

For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments