![]() |
କୌଣସି ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ଜୀବନସାଥୀଙ୍କ ଖୁସି ରଖିବା ଲାଗି କିଛି ଉପହାର ଦେବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। |
କ୍ୟାରିୟରରେ ଉନ୍ନତି ପାଇଁ ରାସ୍ତା ଖୋଲିବ। ପ୍ରେମ ସମ୍ବନ୍ଧ ସୁଦୃଡ଼ ହେବ ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ। ରାଜନୀତିରେ ଆର୍ଥିକ ଲାଭ ହେବ। ଭୂସଂପତ୍ତି କିଣିବାର ଯୋଗ ରହିଛି। | |
ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବା ଲାଗି ଅବସର ପାଇବେ। ବିବାହ ପାଇଁ ପ୍ରସ୍ତାବ ଆସିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସ କାମରେ ସମସ୍ତଙ୍କ ସହଯୋଗ ପାଇବେ। | |
ପରିବାର ଲୋକଙ୍କ ସହ ଅଧିକ ସମୟ କାଟିବାର ଅବସର ପାଇବେ ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି ବ୍ୟବସାୟରେ ଅଶାଠୁଁ ଅଧିକ ଲାଇ ପାଇବେ ସ୍ୱାସ୍ଥ୍ୟରେ ସୁଧାର ହେବ। | |
ଅଚାନକ ଏମିତି କିଛି ହାସଲ କରିବେ ଯାହା ପାଇଁ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ ଅପଣଙ୍କ କାମ ପ୍ରତ୍ୟେକ ଜାଗାରେ ପ୍ରଶଂସିତ ହେବ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଲଭ ମିଳିବ। | |
କୋର୍ଟ କଚେରିରେ ଫଇସଲା ଆପଣଙ୍କ ପକ୍ଷରେ ଆସିବ। କାହାରିକୁ ଧାର ଦିଅନ୍ତୁ ନାହିଁ। ଆର୍ଥିକ ରୂପେ ସୁଦୃଢ଼ ହେବା ଦିଗରେ ସଫଳ ହେବେ। ପାରିବାରିକ ଜୀବନ ସୁଖମୟ ହେବ। | |
ଛୋଟଛୋଟ କଥାରେ ଖୁସି ଖୋଜିପାଇବାରେ ସଫଳ ହେବେ ଭୃସଂପତି ବିବାଦର ନିଷ୍ପତି ଆପଣଙ୍କ ସପକ୍ଷରେ ଆସିବ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ପ୍ରତିଭାର ପ୍ରଶଂସା କରିବେ। | |
ଆପଣ ଗୌରବାନ୍ଧିତ ଅନୁଭବ କରିବେ ଆପଣଙ୍କ କଳାତ୍ମକ କ୍ଷମତାର ବିକାଶ ହେବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଓକିଲଙ୍କ ଲାଗି ଦିନଟି ବହୁତ ଭଲ। | |
କାର୍ଯ୍ୟକ୍ଷେତ୍ରରେ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ହେବ ଅଳଙ୍କାର ବ୍ୟବସାୟୀ ସାବଧାନତା ଅବଲମ୍ବନ କରନ୍ତୁ। ଭାବନାତ୍ମକ ଭାରସାମ୍ୟ ବଜାୟ ରଖିବାକୁ ଚେଷ୍ଟା କରିବେ। | |
ଚାକିରିଆ କାର୍ଯ୍ୟକ୍ଷେତ୍ରେ ସଫଳତା ପାଇବେ କୌଣସି ବଡ ଚୁକ୍ତି କରିବା ପୂର୍ବରୁ ଭାବିଚିନ୍ତି ଆଗକୁ ବଢନ୍ତୁ। ପ୍ରଯୁକ୍ତି ବିଜ୍ଞାନ ଓ ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। | |
ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାର କରିନେବେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ନିଜକୁ ସକ୍ଷମ କରିବା ଦିଗରେ ଫଳପ୍ରଦ ନିଷ୍ପତି ନେବେ ପ୍ରେମ ସମ୍ବନ୍ଧ ନିବିଡ଼ ହେବ। | |
ଦିନଟି ଆପଣଙ୍କ ଲାଗି ଅଶାଠୁଁ ଅଧିକ ଭଲ ରହିବ। ଉଚିତ ମାର୍ଗରେ ଆଗକୁ ବଢ଼ି ଚାଲିବେ। ନୂଆ ବ୍ୟବସାୟ ଅରମ୍ଭ କରିବା ଲାଗି ବାପାଙ୍କ ସାହାଯ୍ୟ ମିଳିବା |
For daily odia rashiphala visit our website daily in the morning. This is compiled from a trusted source.
Odia Calendar 2022
Comments
comments