OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 17th August 2022

Odia Rashiphala

Odia Rashiphala

ଦିନଟି ଉତ୍ସାହରେ ପୂର୍ଣ୍ଣ ରହିବା ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ଲାଗି ନିଷ୍ପତ୍ତି ନେବେ। ଘର ପାଇଁ ଜିନିଷ କିଣିବେ।
ବ୍ୟବସାୟୀଙ୍କୁ କୌଣସି ବଡ଼ କଂପାନିରୁ ଅର୍ଡର ମିଳିବ। ପାରିବାରିକ ଜୀବନରେ ଉତ୍ସାହର ପରିବେଶ ରହିବ। ପଡ଼ୋଶୀ ଆପଣଙ୍କୁ କାମରେ ସାହାଯ୍ୟ କରିବେ।
ଚାକିରି ବୃତ୍ତିରେ ଆପଣଙ୍କ କ୍ଷମତାଠୁଁ ଅଧିକ ଦାୟିତ୍ୱ ନେବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ। ଛାତ୍ରଙ୍କୁ କୌଣଗି କାମରେ ଭଲ ପରିଣାମ ମିଳିବ
ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସରେ ବ୍ୟର୍ଥ କଥାଠୁଁ ଦୂରରେ ରୁହନ୍ତୁ। ନୂଆ ପ୍ରକ‌ଳ୍ପରେ କାମ କରିବା ଲାଗି ଭଲ ଦିନଟିଏ। ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।
ମାତାପିତାଙ୍କ ଅଶୀର୍ବାଦ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ। ରାଜନେତାମାନେ ସକ୍ରିୟ ଭୂମିକା ନିର୍ବାହ କରିବେ। ପିଲାମାନଙ୍କ ଲାଗି ଅଧିକ ଖର୍ଚ୍ଚ ହେବ।
ସମାଜରେ ମାନ ସମ୍ମାନ ବଢ଼ିବ। ବିବାହିତଙ୍କ ଜୀବନରେ ସବୁ କିଛି ଭଲ ରହିବ। ଆପଣଙ୍କ କାମ କମ୍‌ ସମୟରେ ସଂପୂର୍ଣ୍ଣ ହୋଇଯିବ। ପରିବାର ଲୋକେ ଆପଣଙ୍କ ସପକ୍ଷରେ ରହିବେ।
ଆପଣ ନିଜର କାମ ନିଜେ କରନ୍ତୁ ଅନ୍ୟମାନଙ୍କ ଭରଷା ଛାଡ଼ନ୍ତୁ ନାହିଁ। ପିଲାମାନେ ଖେଳକୁଦରେ ଅଧିକ ସମୟ ଦେବେ। ପ୍ରେମ ଜୀବନ ଭଲ ରହିବ।
ପୂର୍ବରୁ କରିଆସୁଥିବା ଯୋଜନା ସଂପୂର୍ଣ ହେବ। ପରିବାରରେ ସମସ୍ତଙ୍କ ସହ ସମ୍ବନ୍ଧ ଭଲ ରହିବ। ନୂଆ ବେପାର ଆରମ୍ଭ କରିପାରନ୍ତି। ଅଫିସରେ ପରିସ୍ଥିତି ଠିକ୍‌ ରହିବ।
ଆପଣଙ୍କ ମନ ଲେଖାଲେଖି କାର୍ଯ୍ୟରେ ଲାଗି ରହିବ। ପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସରେ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କାର ପାଇବେ।
ମନପ୍ରାଣ ଢାଳି କାମ କଲେ ସଫଳତା ପାଇବେ। ସମସ୍ତଙ୍କ ସହ ଭଲ ମମ୍ବନ୍ଧ ବଜାୟ ରଖନ୍ତୁ। କୌଣସି ବନ୍ଧୁ ସହ ମିଶିବା ଲାଗି ମନରେ ଯୋଜନା କରିବେ।
ବ୍ୟବସାୟ ନେଇ ନିକଟ ସଂପର୍କୀୟଙ୍କର ସାହାର୍ଯ୍ୟ ପାଇବେ। ଛାତ୍ର କୌଣସି ପ୍ରତିଯୋଗିତାରେ ଭାଗ ନେବେ। ନବବିବାହିତ ଦମ୍ପତିଙ୍କ ମମ୍ବନ୍ଧରେ ମଧୁରତା ବଜାୟ ରହିବ।
ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଯୋଜନା କରିବେ। ବ୍ୟବସାୟୀ କିଛି ବଡ଼ ଲୋକଙ୍କ ମହ ମିଶିବେ। ପାରିବାରିକ ଜୀବନ ସୁଖମୟ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments