OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 14th September 2022

Odia Rashiphala

Odia Rashiphala

ଦିନଟି ବ୍ୟସ୍ତତାରେ ବିତିବ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଲୋକମାନଙ୍କ ସହ ତାଳମେଳ ରଖିବା ଦରକାର ପିଲାମାନଙ୍କ ପାଠପଢାକୁ ନେଇ ଚିନ୍ତିତ ରହିବେ।
ନିର୍ଧାରିତ ସମୟରେ ଆପଣଙ୍କର ସବୁ କାମ ପୂରା ହୋଇଯିବ ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ଯୋଜନା କରିବେ ନୂ୍ଆ କୋଶଳରେ କାର୍ଯ୍ୟ କରିବାକୁ ଚେଷ୍ଟା କରିବେ।
ଆପଣ ପ୍ରସ୍ତୁତି କରିଥିବା ଯୋଜନା ସଫଳ ହେବ। କାହାରିକୁ ନିଜର ବ୍ୟକ୍ତିଗତ କଥା କୁହନ୍ତୁ ନାହିଁ। ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଅଧିକ ପରିଶ୍ରମ କରିବେ।
ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ନିଜର ଦାୟିତ୍ୱ ସ୍ୱଚାରୁରୂପେ ତୁଲାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।
କୌଣସି କାମରେ ଦୂର ସ୍ଥାନକୁ ଯିବେ। ଜୀବନସାଥୀ ସବୁ ପ୍ରକାରରେ ଆପଣଙ୍କୁ ସାହାଯ୍ୟ କରିବେ। ବେପାରରେ ଲାଭ ହେବ। ବନ୍ଧୁମାନଙ୍କ ସହ ସମ୍ବନ୍ଧ ଆହୁରି ମଜଭୂତ ହେବ।
ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। କଠିନ ପରିସ୍ଥିତିରେ ବନ୍ଧୁଙ୍କ ସାହାଯ୍ୟ ପାଇବେ ବ୍ୟବସାୟରେ ଯଥେଷ୍ଟ ଲାଭ ହେବ।
ପରିବାରରେ ସବୁ ଲୋକଙ୍କୁ ଅନନ୍ଦ ମିଳିବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ବେପାର ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ଅଧିକାରୀ ଆପଣଙ୍କ କାମରେ ଖୁସି ହେବେ।
ବନ୍ଧୁ ଠାରୁ ସାହାଯ୍ୟ ପାଇବେ। ଆପଣଙ୍କର ବିରୋଧୀ ଦୂରତ୍ଵ ବଜାୟ ରଖିବେ ପିଲାମାନଙ୍କର ଅବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ।
କାର୍ଯ୍ୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ନୂଆ ଯାନବାହାନ କିଣିବା ଲାଗି ଯୋଜନା କରିପାରନ୍ତି। ଚାକିରି ବଦଳାଇବା ପାଇଁ ବିଚାର କରିବେ।
ଅଫିସ କାମରେ ବାହାରକୁ ଯିବେ। କୋଣସି ବନ୍ଧୁ ସହ ଭେଟ ହୋଇପାରେ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।
ଅଧୁରା କାମ ପୂରା ହେବ। ଅଫିସରେ ପ୍ରତିଯୋଗିତାମୂଳକ ସ୍ଥିତି ଉତ୍ପନ୍ନ ହୋଇପାରେ। ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।
କୌଣସି ବ୍ୟକ୍ତି ଆପଣଙ୍କ କାମରେ ବାଧା ସୃଷ୍ଟି କରିବେ। ପେସାଦାର ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ ମିଳିବ। ପାଖଲୋକ ଠାରୁ ସୁସମ୍ବାଦ ପାଇବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments