OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 14th December 2022

Odia Rashiphala

Odia Rashiphala

କର୍ମଚଞ୍ଚଳ ରହିବେ |କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ |ଆକସ୍ମିକ ଧନଲାଭର ସୂଚନା ମିଳୁଛି |ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ|ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ବହିବ |
ଉଦାରଚେତା ହୋଇପାରନ୍ତି |ଦାନଧର୍ମରେ ଦୀକ୍ଷିତ ହେବେ |ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ |ସୁସ୍ଥ ଓ ନିରାମୟ ରହିବେ |କୃଷି କର୍ମକାରୀ ହୋଇପାରନ୍ତି |ପ୍ରେମୀ ଓ ବୁଦ୍ଧିମାନ୍ ହେବେ |
ମନ ପ୍ରସନ୍ନ ରହିବ |ଈଶ୍ବର ବିଶ୍ବାସୀ ହେବେ |ଭାଷା ମଧୁର ଇ ବ୍ୟବହାର ଭଦ୍ରୋଚିତ ହେବ |ପ୍ରେମୀ ଓ ସାହସୀ ହେବେ |ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ |ସର୍ବତ୍ର ବିଜୟୀ ହେବେ |
ଭାଗ୍ୟଶାଳୀ ହେବେ |ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ |ମଧୁରଭାଷୀ ସହନଶୀଳ ,ଶାନ୍ତିପ୍ରିୟ ,ଉଦାରଚରିତ ଓ ବିଦ୍ୟାପ୍ରେମୀ ହେବେ |ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ |ମିତ୍ର ସୁଖ ମିଳିବ |
ରୋଜଗାର ଆଶାନୁରୁପ ହେବ |ଆହାର ଆତ୍ମସନ୍ତୋଷ ମିଳିପାରେ |ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି |ମାଲିମୋକଦ୍ଦମାରେ ବିଜୟୀ ହେବେ |ଧନଲାଭ ହେବ |ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜିଯାଇପାରେ |
ସାଧନାରେ ସିଦ୍ଧିପ୍ରାପ୍ତର ସୂଚନା ମିଳୁଛି |କର୍ମଚଞ୍ଚଳ ରହିବେ |ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି |ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ |ସାହସୀ ଓ ଜ୍ଞାନୀ ହେବେ |
ଆୟୁଷ୍ମାନ ହୋଇପାରନ୍ତି |ଯଶସ୍ବୀ ହେବେ |ଲୋକପ୍ରିୟତା ଅର୍ଜନ କରିପାରନ୍ତି |କର୍ମଚଞ୍ଚଳ ରହିବେ |ସରକାରୀ ସ୍ତରରୁ ଧନଲାଭ ସହିତ ସମ୍ମାନିତ ହେବେ |ଯାନବାହନ ସୁଖ ମିଳିବ |
କୁଳପ୍ରଦୀପ ହେବେ |ମନ ପ୍ରସନ୍ନ ରହିବ |ସୁସ୍ଥ ଓ ନିରାମୟ ରହିବେ |ଦୟାର୍ଦ୍ରଚିତ୍ତ ହୋଇପାରନ୍ତି |ବ୍ୟବସାୟ ଲାଭଜନକ ହେବ |ଯଶସ୍ବୀ ହେବେ |ପରିବାରଙ୍କ ପ୍ରତି ସ୍ନେହଶ୍ରଦ୍ଧା ରହିବ |
ଭାଗ୍ୟଶାଳୀ ହେବେ |ଭୋଗୀ ଓ ବିଳାସୀ ହେବେ |ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ |ଧର୍ମାତ୍ମା ,ପ୍ରବାସପ୍ରିୟ ,ବିଦ୍ବାନ ,ସାହସୀ ଓ ସମ୍ପତ୍ତିବାନ୍ ହେବେ |ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ |
ପ୍ରତିରୋଧ ପରାୟଣ ହୋଇପାରନ୍ତି |ସ୍ବାଭିମାନୀ ହେବେ |ସହଯୋଗୀ ବ୍ୟବସାୟ ଲାଭଜନକ ହେବ |ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି |ଜଳଯାତ୍ରା ବିପଦର କାରଣ ହୋଇପାରେ |
ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି |ବ୍ୟବସାୟ ଲାଭଜନକ ହେବ |ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି |ସତ୍ୟବାଦ୍ୟୋ ଦୃଢବ୍ରତ ଆଚରଣ କରିପାରନ୍ତି |ପବିତ୍ର ଭାବନାରେ ସେବକ ହେବେ |
ବାହ୍ୟ ଖର୍ଚ୍ଚ ଉପରେ ଅଂକୁଶ ଲଗାଇ ପାରନ୍ତି |ଭାଇମାନଙ୍କ ଉପରେ ସ୍ନେହଭାବ ରହିବ |ସୁସ୍ଥ ଓ ନିରାମୟ ରହିବେ |ଚତୁର ଓ ଶତ୍ରୁହନ୍ତା ହେବେ |ଚାକିରି କ୍ଷେତ୍ରରେ ଇଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments