OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 11th May 2022

Odia Rashiphala

Odia Rashiphala

ଅନ୍ୟର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ।
ଶତ୍ରୁ ବିନାଶ କରିବାରେ ପାରଙ୍ଗମ ହେବେ। ପତିପତ୍ନୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରହିବ। ଜ୍ଞାନର ଭଣ୍ଡାର ହୋଇପାରନ୍ତି। ମେଧାବୀ ଓ ଜିତେନ୍ଦ୍ରିୟ ହେବେ। ବିଦ୍ୱାନ୍‌ ହୋଇପାରନ୍ତି।
ନିରାଡମ୍ବର ଜୀବନ-ଯାପନ କରିପାରନ୍ତି। ସତ୍ୟର ଅନୁସନ୍ଧିତ୍ସୁ ହୋଇପାରନ୍ତି। ନିଜ ପରିବାର ପ୍ରତି ଅନୁରକ୍ତି ରହିବ। ଆର୍ଥିକ ସ୍ତିତିରେ ଢେର ଉନ୍ନତି ଘଟିବ। ଦେବ ଦର୍ଶନ ସୌଭାଗ୍ୟ ଅଛି।
ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ବୁଦ୍ଧିମାନ୍ ହେବେ। ଯାନ-ବାହନଯୁକ୍ତହୋଇପାରନ୍ତି। ଧନବାନ୍ ହେବେ। ସରକାରୀ ମାନ୍ୟତା ମିଳିବ। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ।
ଆଶାବାଦୀ ହେବେ। ସନ୍ମାର୍ଗୀ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଭୋଜନ ରୁଚିପର୍ଣ୍ଣ ହେବ। କାର୍ଯ୍ୟରେ ସଫଳତା ମିଳିବ ଓ ଉତ୍ସାହ ବୃଦ୍ଧି ପାଇବ। ସୁସ୍ଥ ରହିବେ।ଭଲ ରୋଜଗାର ହେବ।
କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ବିଳମ୍ବରେ। ମନରେ ବିରକ୍ତିଭାବ ଆସିପାରେ, ପଥରୋଧକାରୀମାନେ ଅପଦସ୍ତ ହୋଇପାରନ୍ତି। ବିବାଦୀୟ ବିତର୍କରୁ ଓହରି ଆସିବେ। ଅତିଥି ସତ୍କାରରେ ଧନବ୍ୟୟ ହେବ।
ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥପ୍ରାପ୍ତି ସୂଚନା ମିଳୁଛି। ଉଚ୍ଚ ସମ୍ମାନ ଲାଭ କରିବେ।
କାର୍ଯ୍ୟଧାରା ଉନ୍ନତମାନର ହେବ। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତି ସୂଚନା ମିଳୁଛି। ମନରେ ଧ୍ୟାନର ଦୀପ ଜଳାଇ ଚଲାପଥକୁ ଆଲୋକିତ କରିପାରନ୍ତି। ବ୍ୟବସାୟ୍ ଭଲରେ ଚାଲିବ।
କର୍ମଚଞ୍ଚଳ ରହିବେ। ଧର୍ଯ୍ୟବାନ୍ ହେବେ। ମିଳିଥିବା କ୍ଷମତାର ସଦ୍ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ। ମନ ପ୍ରଫୁଲ୍ଲ ରହିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ।
ସନ୍ତାନମାନେ ଜ୍ଞାନୀ, ଗୁଣୀ ହୋଇପାରନ୍ତି। ପୁତ୍ର କିମ୍ବା ପୁତ୍ରବତ୍ ଧନ, ରତ୍ନ ମିଳିବାର ସମ୍ଭାବନା ଅଛି। ଆଶା ବୈତରଣୀ ହୋଇପାରେ। ଧନ କ୍ଷୟ ହୋଇପାରେ। ପରିଶ୍ରମ ବୃଥା ହେବାର ସମ୍ଭାବନା ଅଛି।
ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବୃତ୍ତି, ସ୍ତୁତି ଶୌର୍ଯ୍ୟ ହୋଇପାରେ।
କର୍ତ୍ତବ୍ୟ ପରାୟଣ ହେବେ। କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ସହାୟତା ପାଇ ଶତ୍ରୁ ଦମନ କରିପାରନ୍ତି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments