![]() |
ଅନ୍ୟର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। |
ଶତ୍ରୁ ବିନାଶ କରିବାରେ ପାରଙ୍ଗମ ହେବେ। ପତିପତ୍ନୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରହିବ। ଜ୍ଞାନର ଭଣ୍ଡାର ହୋଇପାରନ୍ତି। ମେଧାବୀ ଓ ଜିତେନ୍ଦ୍ରିୟ ହେବେ। ବିଦ୍ୱାନ୍ ହୋଇପାରନ୍ତି। | |
ନିରାଡମ୍ବର ଜୀବନ-ଯାପନ କରିପାରନ୍ତି। ସତ୍ୟର ଅନୁସନ୍ଧିତ୍ସୁ ହୋଇପାରନ୍ତି। ନିଜ ପରିବାର ପ୍ରତି ଅନୁରକ୍ତି ରହିବ। ଆର୍ଥିକ ସ୍ତିତିରେ ଢେର ଉନ୍ନତି ଘଟିବ। ଦେବ ଦର୍ଶନ ସୌଭାଗ୍ୟ ଅଛି। | |
ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ବୁଦ୍ଧିମାନ୍ ହେବେ। ଯାନ-ବାହନଯୁକ୍ତହୋଇପାରନ୍ତି। ଧନବାନ୍ ହେବେ। ସରକାରୀ ମାନ୍ୟତା ମିଳିବ। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ। | |
ଆଶାବାଦୀ ହେବେ। ସନ୍ମାର୍ଗୀ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଭୋଜନ ରୁଚିପର୍ଣ୍ଣ ହେବ। କାର୍ଯ୍ୟରେ ସଫଳତା ମିଳିବ ଓ ଉତ୍ସାହ ବୃଦ୍ଧି ପାଇବ। ସୁସ୍ଥ ରହିବେ।ଭଲ ରୋଜଗାର ହେବ। | |
କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ବିଳମ୍ବରେ। ମନରେ ବିରକ୍ତିଭାବ ଆସିପାରେ, ପଥରୋଧକାରୀମାନେ ଅପଦସ୍ତ ହୋଇପାରନ୍ତି। ବିବାଦୀୟ ବିତର୍କରୁ ଓହରି ଆସିବେ। ଅତିଥି ସତ୍କାରରେ ଧନବ୍ୟୟ ହେବ। | |
ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥପ୍ରାପ୍ତି ସୂଚନା ମିଳୁଛି। ଉଚ୍ଚ ସମ୍ମାନ ଲାଭ କରିବେ। | |
କାର୍ଯ୍ୟଧାରା ଉନ୍ନତମାନର ହେବ। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତି ସୂଚନା ମିଳୁଛି। ମନରେ ଧ୍ୟାନର ଦୀପ ଜଳାଇ ଚଲାପଥକୁ ଆଲୋକିତ କରିପାରନ୍ତି। ବ୍ୟବସାୟ୍ ଭଲରେ ଚାଲିବ। | |
କର୍ମଚଞ୍ଚଳ ରହିବେ। ଧର୍ଯ୍ୟବାନ୍ ହେବେ। ମିଳିଥିବା କ୍ଷମତାର ସଦ୍ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ। ମନ ପ୍ରଫୁଲ୍ଲ ରହିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। | |
ସନ୍ତାନମାନେ ଜ୍ଞାନୀ, ଗୁଣୀ ହୋଇପାରନ୍ତି। ପୁତ୍ର କିମ୍ବା ପୁତ୍ରବତ୍ ଧନ, ରତ୍ନ ମିଳିବାର ସମ୍ଭାବନା ଅଛି। ଆଶା ବୈତରଣୀ ହୋଇପାରେ। ଧନ କ୍ଷୟ ହୋଇପାରେ। ପରିଶ୍ରମ ବୃଥା ହେବାର ସମ୍ଭାବନା ଅଛି। | |
ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବୃତ୍ତି, ସ୍ତୁତି ଶୌର୍ଯ୍ୟ ହୋଇପାରେ। | |
କର୍ତ୍ତବ୍ୟ ପରାୟଣ ହେବେ। କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ସହାୟତା ପାଇ ଶତ୍ରୁ ଦମନ କରିପାରନ୍ତି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। |
Odia Calendar 2022
Comments
comments