OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 7th Jun 2022

Odia Rashiphala

Odia Rashiphala

ମିତ୍ରଙ୍କଠାରୁ ସହଯୋଗ ମିଳିବ। ଆୟ ବୃଦ୍ଧି ସୂଚନା ମିଳୁଛି। ଦୁଶ୍ଚିନ୍ତା ଦୂର ହେବ। ଅଧ୍ୟୟନରତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୀତିଶିକ୍ଷାର ଗନ୍ତାଘର ହୋଇପାରନ୍ତି।
ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବିଭିନ୍ନ ସୂତ୍ର ରୁ ଧନାଗମର ସୂଚନା ମିଳୁଛି। ଯାନବାହନ ସୁଖ ମିଳିପାରେ। ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ରାଜପ୍ରାସାଦ ସଦୃଶ ସଖୈଶୂର୍ଯ୍ୟ ଭୋଗ କରିବେ।
ଜନସାଧାରଣଙ୍କ ପ୍ରିୟଭାଜନ ହେବେ। ଧର୍ମ ଧ୍ୱଜାଧାରୀ ହୋଇପାରନ୍ତି। ଚରିତ୍ରବାନ୍ ହେବେ। ନୃତ୍ୟ, ସଙ୍ଗୀତ ପ୍ରିୟ ହେବେ। ସତ୍କର୍ମରେ ନିୟୋଜିତ ହେବେ। ତେଜୀୟାନ୍ ହେବେ।
ଉଚ୍ଚ ଆଶା ଫଳବତୀ ହେବ। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ୱୀ ହେବେ। ବିନୀତ ସ୍ୱଭାବ ଓ ଗୁଣବାନ୍ ହେବେ। ସୁସ୍ଥ ଓ ନିରାମୟ ରହିବେ।
ଆୟ ବୃଦ୍ଧି ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ର ରୁ ଲାଭବାନ୍ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉତ୍ତମହେବ।
ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ମଧୁରଭାଷା ଓ ଭଦ୍ରୋଚିତ ବ୍ୟବହାର ଦ୍ୱାରା ପରକୁ ଆପଣାର କରିବାରେ ପାରଙ୍ଗମ ହେବେ। ଅତିଥି ସତ୍କାରରେ ଧନ ବ୍ୟୟ କରିବେ।
ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ଆତ୍ମସନ୍ତୋଷ ମିଳିବ। ସରକାରୀ ଓ ବେସରକାରୀ ସୂତ୍ର ରୁ ଅର୍ଥପ୍ରାପ୍ତ ହେବେ। ସମ୍ମାନିତ ହେବେ।
କର୍ମକ୍ଷେତ୍ରକୁ ଉଜ୍ୱଳମୟ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଆର୍ଥିକ ସ୍ରୋତର ଧାରା ଅବ୍ୟାହତ ରହିବ। ସନ୍ମାର୍ଗରେ ପରିଚାଳିତ ହେବେ। ଶତ୍ରୁ ନିରସ୍ତ୍ର ହୋଇପାରେ।
କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ପାଇ ତା’ର ସଦ୍ ବ୍ୟବହାର କରିପାରନ୍ତି। କର୍ମଚଞ୍ଚଳ ରହିବେ। ଆଶା ଫଳବତୀ ହେବାର ସୂଚନା ମିଳୁଛି। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ।
ଉପୁଜିଥିବା ସମସ୍ୟାର ମୁକାବିଲା କରିବାରେ ପାରଙ୍ଗମ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଜଳଯାତ୍ରା ନ କରିବା ଭଲ। ଦେବପୂଜା ନିରତ ହେବେ। ସତର୍କତାର ଦିନ।
ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଧର୍ମୀୟ କାର୍ଯ୍ୟରେ ମନ, ଶରୀର ଓ ଆତ୍ମାକୁ ସମର୍ପଣ କରିପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଦୟାଧର୍ମରେ ଦୀକ୍ଷିତ ହେବେ।
ଅଜାତଶତ୍ରୁ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ପରୋପକାରକୁମାନବୀୟ ଧର୍ମଭାବେ ଗ୍ରହଣ କରିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments