OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 6th December 2022

Odia Rashiphala

Odia Rashiphala

ଧନବାନ୍ ହେବେ |ଗୁଣଜ୍ଞ ହୋଇପାରନ୍ତି |ଉପାର୍ଜନକାରୀ ହେବେ |ବଳିଷ୍ଠ ଓ ଉତ୍ତମ ସ୍ବାସ୍ଥ୍ୟସମ୍ପନ୍ନ ହୋଇପାରନ୍ତି |ଲୋକପୂଜ୍ୟ ହେବେ |ପରସେବକ ହୋଇପାରନ୍ତି |ଧନଶାଳୀ ହେବେ |
ଗୁଣ ଓ ମିତ୍ରହୀନ ହୋଇପାରନ୍ତି |ଚକ୍ଷୁରେ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି |ଦେବକାର୍ଯ୍ୟରେ ନିୟୋଜିତ ହେବେ |ଭାଷା କୋମଳ ଓ କଲ୍ୟାଣକାରୀ ହେବ |ସୁସ୍ଥ ଓ ନିରାମୟ ରହିବେ |
ନାନାବିଧ ସମ୍ମାନର ଅଧିକାରୀ ହେବେ |ଯାନବାହନଯୁକ୍ତ ହୋଇପାରନ୍ତି |କୀର୍ତ୍ତିମାନ୍ ହେବେ |ଗୁଣୀ ଓ ଭୋଗୀ ହେବେ |ପ୍ରସନ୍ନତା ଲାଭ କରିବେ |ବ୍ୟବସାୟରେ ଅଧିକ ଲାଭ ଓ ପୁଷ୍ପାଭରଣ ହୋଇପାରନ୍ତି |
ସରକାରୀ ଧନ ମିଳିବ |ଗୃହ ପ୍ରବେଶ ଉତ୍ତମ ମାନର ହେବ |କୀର୍ତ୍ତି ,ସତ୍ବ,ବହୁବିଧ ଧନ ଓ ଉତ୍ତମ ଗୁଣଯୁକ୍ତ ହେବେ |ବୃକ୍ଷ ,ଘାଟ,କୂପାଦି କାର୍ଯ୍ୟ କରି ଧନ ଅର୍ଜନ କରିପାରନ୍ତି |
ଧନବାନ୍ ହେବେ |ମହିଳା ଗୋଷ୍ଠୀର ନେତୃତ୍ବ ନେଇ କାର୍ଯ୍ୟ କରିବେ |ସ୍ବଧର୍ମ କ୍ରିୟା ସମ୍ପାଦନା କରିବେ |ଶତ୍ରୁତାର ଅବସାନ ଘଟିବ |ସତ୍ ପୁରରେ ପିତା ହେବେ |ରାଜତୁଲ୍ୟ ହେବେ |ପରୋପକାରୀ ହେବେ |
ମନ ଅସ୍ଥିର ରହିପାରେ |ବହୁ ମିତ୍ରଙ୍କ ସାନିଧ୍ୟ ମିଳିବ |ବହୁ ଧନଭୋଗୀ ହେବେ |ପ୍ରିୟଭାଷୀ ହେବେ |ଧନ ଓ ଯାନବାହନ ଯୁକ୍ତ ହୋଇପାରନ୍ତି |ସୁବଋଣ୍ଣ ସମ୍ପଦଯୁକ୍ତ ହେବେ |ସୁସ୍ଥ ରହିବେ |
ସମାଜସେବା ପ୍ରତି ମନ ବଳାଇପାରନ୍ତି |ପତ୍ନୀ,ଗୁଣବତୀ ପଦାର୍ଥପ୍ରିୟା ହୋଇପାରନ୍ତି |ପୁତ୍ରବତୀ,ଧର୍ମାଯୁକ୍ତା ବିନୀତ ସ୍ବଭାବ ସମ୍ପନ୍ନ ହେବେ |ଅବିବାହିତା ମାନଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ|
ସତ୍ୟବାଦୀ ହେବେ |ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି |ପିତୃଭକ୍ତିଯୁକ୍ତ ହେବେ |ସୁଶ୍ରୀ ଓ ଭାଗ୍ୟବାନ ହେବେ |ରାଜପୂଜିତ ହେବେ |ପରାକ୍ରମଶୀଳ ହୋଇପାରନ୍ତି |ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ |
ପୁତ୍ର କନ୍ୟାଙ୍କ ପାଇଁ ସୁଖଭୋଗୀ ହେବେ |ସତ୍ ଚରିତ୍ରସମ୍ପନ୍ନ ହେବେ |ଶତ୍ରୁହନ୍ତା ହୋଇପାରନ୍ତି |ସେବାପ୍ରିୟ ହେବେ |ମାନ-ସମ୍ମାନ ଯୁକ୍ତ ହେବେ |ଶାନ୍ତ ,ନିପୁଣ ,ମେଧାବୀ,ବିଦ୍ବାନ ଓ ଦୟାଳୁ ହେବେ |
କୃଷିକର୍ମ ଲାଭଜନକ ହେବ |ଯାନବାହନ ସୁଖ ମିଳିବ |ଗୃହ ପରିବେଶ ଉତ୍ତମ ମାନର ହେବ |ଜଳାଶୟ ହେତୁ ପିତୃସେବାରୁ ସୁଖ ପ୍ରାପ୍ତ ହେବ |ରାଜତୁଲ୍ୟ ହୋଇପାରନ୍ତି |ଦେଶାଦିରେ ଆଧିପତ୍ୟ ବିସ୍ତାର କରିପାରନ୍ତି |
ସକଳ ଗୁଣଯୂକ୍ତ ,ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ |କ୍ଷମାଶୀଳ ହେବେ ଉପକାରୀଠାରେ କୃତଜ୍ଞ ହେବେ |ସର୍ବଦା ସତ୍ୟପରାୟଣ ,ସୁଶୀଳ ହେବେ |ପଣ୍ଡିତଙ୍କ ସହିତ ମିତ୍ରତା ସ୍ଥାପନ କରିବେ |
ତ୍ୟାଗଶୀଳ ହେବେ |ମତିବାନ୍ ହୋଇପାରନ୍ତି |ଚଞ୍ଚଳମନା ଓ ଅତି ସୁଖୀ ହେବେ |କୀର୍ତ୍ତିମାନ ଓ ସହିଷ୍ଣୁ ହେବେ |ବହୁ ଉପାୟରେ ,ଉପବାସାଦି ଧର୍ମକ୍ରିୟାରେ ,ବିଦ୍ୟା ପ୍ରଭାବରେ ଧନଲାଭ ହେବ |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments