ଧର୍ମାନୁମୋଦିତ ପନ୍ଥାରେ ନିଜକୁ ନିୟୋଜିତ କରିବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀତା ହେବେ। ହାସ୍ୟଯୁକ୍ତ ଓ ଯୁବତୀପ୍ରିୟ ହେବେ। କର୍ମଚଞ୍ଚଳ ରହିବେ। | |
ରାଜନୀତି ସହିତ କୂଟନୀତିଯୁକ୍ତ ହେବେ। କଠିନ ପରିଶ୍ରମୀ ହେବେ। ଶ୍ୱଶୁର ଘର ତରଫରୁ ଧନଲାଭ ହେବ। ଧର୍ମକ୍ଷେତ୍ରକୁ ଯାତ୍ରା କରିପାରନ୍ତି। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। | |
ଯଶସ୍ୱୀ ହେବେ। ବିପଦ ଯେତେ ବଡ଼ ହେଲେ ବି ଧର୍ଯ୍ୟହରା ହେବେ ନାହିଁ। ଧନୀ ମହାଜନ ହୋଇପାରନ୍ତି। ପତ୍ନୀ ଗୃହ ନିପୁଣା ହେବେ। ବ୍ୟବସାୟ ବଡ଼ ଧରଣର ହେବ। ବିଜ୍ଞାନୀ ଓ ଦାର୍ଶନିକ ହେବେ। | |
ସତ୍ୟାନୁରକ୍ତ ହେବେ। ପୁଣ୍ୟବାନ୍ ହେବେ। ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିବାରେ ପାରଙ୍ଗମ ହେବେ। ବ୍ୟବସାୟ ଲାଭଜନକ ହେବ। ସରକାର ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। | |
ନିଷ୍ପାପ ହେବେ। ପ୍ରଜ୍ଞାନୁରକ୍ତ ହୋଇପାରନ୍ତି। ନାନା ବିଭବରେ ମଣ୍ଡିତ ହେବେ। ଗରୁଗୌରବ ଲାଭ କରିପାରନ୍ତି। ସୁଖୀ ରହିବେ। ନିଜ ବଳାର୍ଜିତ ସମ୍ପତ୍ତିଭୋଗ କରିବେ। ଦେବ, ଗରୁ୍, ଦ୍ୱିଜ ଭକ୍ତ ହେବେ। | |
ଧର୍ମାଶ୍ରିତ ହେବେ। ମନୋଜ୍ଞ ହୋଇପାରନ୍ତି। କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। | |
ବ୍ୟବସାୟ ଲାଭଜନକ ହେବ। ପତ୍ନୀ ସରଳା ଓ ସୁଶ୍ରୀ ହୋଇପାରନ୍ତି।ମନୋରଞ୍ଜନ କାର୍ଯ୍ୟରେ ପ୍ରଶଂସିତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ। | |
ବହୁ ସଖକୁ ର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ପାରଙ୍ଗମ ହେବେ। | |
ଶତ୍ରୁତାର ଅବସାନ ଘଟାଇ ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି କରିବେ। ଋଣ ପରିଶୋଧ କରିବେ। ଅନ୍ୟର ଚଲାପଥରେ ଆଲୋକ ବିଛାଇବା ଭଳି ଧର୍ମ ଆଚରଣ କରିବେ। ସନ୍ମାର୍ଗୀ ହେବେ। | |
ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି।ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଯାନବାହନ ସୁଖ ମିଳିପାରେ। ଦେବପୂଜା ସହିତ ନିତ୍ୟାନନ୍ଦ ଭୋଗ କରିବେ। | |
ମନ ପ୍ରସନ୍ନ ରହବି। ଶୋଭନ ବ୍ୟକ୍ତିତ୍ଚ ସମ୍ପନ୍ନ ହେବେ। ସଦାଚାରୀ ହେବେ। ମଧରୁଭାଷୀ ହୋଇପାରନ୍ତି। ଧାର୍ମିକ କାର୍ଯ୍ୟରେ ରୁଚି ରହିବ। ସେବା କ୍ଷେତ୍ରରେ ସାମିଲ ହୋଇପାରନ୍ତି। ସଞ୍ଚାୟାଭିମୁଖୀ ହେବେ। | |
ବିଦ୍ୱାନ୍ ଓ ରୂପବାନ୍ ହେବେ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ଦେବ, ଦ୍ୱିଜ ଭକ୍ତ ହୋଇପାରନ୍ତି। ସଫଳ ଭବିଷ୍ୟବକ୍ତା ହେବେ। ସୁବକ୍ତା, ସ୍ୱାଭିମାନୀ ଓ କର୍ମପରାୟଣ ହେବେ।ସୁପୁତ୍ରଯୁକ୍ତ ହୋଇପାରନ୍ତି। |