OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 30th August 2022

Odia Rashiphala

Odia Rashiphala

ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। ଏକାସମୟରେ ଅନେକ ଦାୟିତ୍ୱ ନେବା ଯୋଗୁଁ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ନେଇ ସତର୍କ ରୁହନ୍ତୁ।
ଉନ୍ମତି ପାଇଁ ନୂଆ ସାଧନ ପାଇବେ। ବ୍ୟବସାୟରେ ଉନ୍ନତି ହେବ। କୌଣସି ବିଶେଷ କାମ କରିବା ଲାଗି ଭାବିବେ। ରାଜନୀତିକ ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।
ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ। ବାକିଥିବା କାମ ପୂରା ହୋଇଯିବ। ସଂପତ୍ତି ବଢ଼ାଇବା ଲାଗି ଯୋଜନା ସଫଳ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।
ବ୍ୟବସାୟରେ ବକେୟା ଅର୍ଥ ପାଇବେ। କାମରେ ଅନ୍ୟମାନଙ୍କ ସାହାଯ୍ୟ ପାଇବେ। ଅଫିସରେ କୌଣସି କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ।
ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ବନ୍ଧୁ ସାହାଯ୍ୟରେ କୌଣସି କାମ ପୂରା ହେବ। ପାରିବାରିକ ମାମଲାରେ ଅନ୍ୟର ପରାମର୍ଶ ନିଅନ୍ତୁ, ଭଲ ହେବ।
ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ କାର୍ଯ୍ୟରେ ନୂତନ ଆସିବ। ପ୍ରେମୀଯୁଗଳ ଏକାଠି ଖୁସି୍ରେ ମୁହୂର୍ତ ଅତିବାହିତ କରିବେ।
କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। କ୍ୟାରିୟର ସମ୍ବନ୍ଧରେ ବହୁତ ଭଲ ସୁଯୋଗ ପାଇବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ପରିବାରରେ ସୁଖଶାନ୍ତି ବଜାୟ ରହିବ। ଆପଣଙ୍କୁ ଆନନ୍ଦଦାୟକ ଅନୁଭୁତି ମିଳିବ। ବିଶେଷ ପ୍ରସଙ୍ଗରେ ପରିବାର ଲୋକଙ୍କ ସହ କଥା ହେବେ। ଯାତ୍ରା ଫଳପ୍ରଦ ହେବ।
ସାମାଜିକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିବ। ଧନ ସଂପତ୍ତି ନେଇ ସତର୍କ ରୁହନ୍ତୁ। ବନ୍ଧୁ ସହ ମିଶିବା ଲାଗି ତାଙ୍କ ଘରକୁ ଯିବେ।
ନୂଆ କାରବାରରେ ପୁଞ୍ଚି ଲଗାଇବା ପୂର୍ବରୁ ପରୀକ୍ଷା ନିରୀକ୍ଷା କରିନିଅନ୍ତୁ। ବିଶେଷ କାମ କରିବା ଲାଗି ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତନ କରିବାକୁ ହେବ।
ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ନିଜକୁ ପ୍ରମାଣିତ କରିବା ଲାଗି ଉତ୍ତମ ସୁଯୋଗ ପାଇବେ।ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।
ଜୀବନସାଥୀଙ୍କ ସହ କୋମଳ ସ୍ୱରରେ କଥା ହୁଅକ୍ରୁ। ଲୋକେ ଅପଣଙ୍କ କଥାରେ ସହମତ ହେବେ। ଆମଦାନି ବଢ଼ାଇବା ଲାଗି ଆପଣଙ୍କ ମସ୍ତିଷ୍କରେ ନୂଆ ଯୋଜନା ଆସିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments