OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 2nd August 2022

Odia Rashiphala

Odia Rashiphala

ଦୀର୍ଘ ଦିନର ବାକିଥିବା କାମ ପୂରା ହେବ। ବ୍ୟବସାୟରେ ଅଶାଠୁଁ ଅଧିକ ଲାଭ ପାଇବେ। ସନ୍ଧ୍ୟାରେ ପରିବାର ସହ ସମୟ ଅତିବାହିତ କରିବେ। ପ୍ରେମ ଜୀବନ ଭଲ ରହିବ।
ଆପଣଙ୍କ ଲାଗି ଦିନଚି ଲାଇଦାୟକ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବନ୍ଧୁ ଠାରୁ ଫୋନରେ ଭଲ କଥା ଶୁଣିବେ ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।
ଦିନଟି ସମସ୍ୟା ବହୁଳ ହୋଇପାରେ; ତଥାପି ସ୍ୱାଧୀନଭାବେ କିଛି୍ କରବିାକୁ ଇଚ୍ଛା କଲେ କିଛି ବିଘ୍ନ ଉପୁଜିବ ନାହିଁ । ମିତ୍ରଙ୍କଠାରୁ ସାହାଯ୍ୟ ଆଶା କରବିା ବୃଥା ହୋଇପାରେ। ଲାଭବାନ୍ ହେବେ।
ଘର କାମ ନିର୍ଦ୍ଧାରିତ ସମୟରେ ସରିବ। ସାମାଜିକ କାର୍ଯ୍ୟରେ ସାହାଯ୍ୟ କରିବେ। ଅଦାଲତ ମାମଲାରେ ଓକିଲଙ୍କ ପରାମର୍ଶ ନିଅନ୍ତୁ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ।
ଦିନଟି ଆପଣଙ୍କ ଲାଗି ଉତ୍ସାହଭରା ରହିବ। ଦୀର୍ଘ ଦିନର ବାକି କାମ ବନ୍ଧୁ ମାଧ୍ୟମରେ ପୂରା ହେବ। ସହକର୍ମୀ ଆପଣଙ୍କର ଅଧିକ ଘନିଷ୍ଟ ହେବେ। ପାରିବାରିକ ଜୀବନ ସୁଖମୟ ହେବ।
କାର୍ଯ୍ୟ ପାଇଁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ଧନଲାଭର ଯୋଗ ଅଛି। ପାରିବାରିକ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।
ଆପଣ ମନ ମୁତାବକ ଫଳ ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହେବେ ପଦୋନ୍ନତିର ଯୋଗ ଅଛି। ମହିଳାମାନେ ନିଜ ଚେହେରାର ଯତ୍ନ ନେବାରେ ବ୍ୟସ୍ତ ରହିବେ।
କାହାରି ସହିତ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ। ଆର୍ଥିକ ଲାଭ ଯୋଗ ଅଛି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବିଜ୍ଞାନ ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ଭାଇ ସହିତ ସମ୍ବନ୍ଧ ମଜଭୁତ ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ରାଜନୀତିରେ ସଫଳତା ପାଇବେ। ଶିକ୍ଷାର୍ଥୀଙ୍କର ଲେଖାପଢାରେ ମନ ଲାଗିବ।
ସଫଳତାର ନୂଆ ଉଚ୍ଚତା ହାସଲ କରିବେ। କଳାକାରଙ୍କ ଲାଗି ଭଲ ଦିନଟିଏ ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।
ଦୀର୍ଘ ଦିନର ବାକିଥିବା କାମ ଘର ଲୋକଙ୍କ ସାହାଯ୍ୟରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ଭଲ ହେବ। ଗୃହିଣୀମାନେ କିଛି ନୂଆ ଖାଦ୍ୟ ତିଆରି କରିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।
ଦିନଟି ନୂଆ କିରଣ ନେଇ ଆସିଛି। କାରବାରରେ ବାଧା ଦୂର ହୋଇଯିବ। ମହିଳାମାନଙ୍କୁ ପରିବାରରେ ସହଯୋଗ ମିଳିବ। ନବ ବିବାହିତଙ୍କ ଲାଗି ଦିନଟି ଭଲ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments