![]() |
ଦୀର୍ଘ ଦିନର ବାକିଥିବା କାମ ପୂରା ହେବ। ବ୍ୟବସାୟରେ ଅଶାଠୁଁ ଅଧିକ ଲାଭ ପାଇବେ। ସନ୍ଧ୍ୟାରେ ପରିବାର ସହ ସମୟ ଅତିବାହିତ କରିବେ। ପ୍ରେମ ଜୀବନ ଭଲ ରହିବ। |
ଆପଣଙ୍କ ଲାଗି ଦିନଚି ଲାଇଦାୟକ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବନ୍ଧୁ ଠାରୁ ଫୋନରେ ଭଲ କଥା ଶୁଣିବେ ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ। | |
ଦିନଟି ସମସ୍ୟା ବହୁଳ ହୋଇପାରେ; ତଥାପି ସ୍ୱାଧୀନଭାବେ କିଛି୍ କରବିାକୁ ଇଚ୍ଛା କଲେ କିଛି ବିଘ୍ନ ଉପୁଜିବ ନାହିଁ । ମିତ୍ରଙ୍କଠାରୁ ସାହାଯ୍ୟ ଆଶା କରବିା ବୃଥା ହୋଇପାରେ। ଲାଭବାନ୍ ହେବେ। | |
ଘର କାମ ନିର୍ଦ୍ଧାରିତ ସମୟରେ ସରିବ। ସାମାଜିକ କାର୍ଯ୍ୟରେ ସାହାଯ୍ୟ କରିବେ। ଅଦାଲତ ମାମଲାରେ ଓକିଲଙ୍କ ପରାମର୍ଶ ନିଅନ୍ତୁ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। | |
ଦିନଟି ଆପଣଙ୍କ ଲାଗି ଉତ୍ସାହଭରା ରହିବ। ଦୀର୍ଘ ଦିନର ବାକି କାମ ବନ୍ଧୁ ମାଧ୍ୟମରେ ପୂରା ହେବ। ସହକର୍ମୀ ଆପଣଙ୍କର ଅଧିକ ଘନିଷ୍ଟ ହେବେ। ପାରିବାରିକ ଜୀବନ ସୁଖମୟ ହେବ। | |
କାର୍ଯ୍ୟ ପାଇଁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ଧନଲାଭର ଯୋଗ ଅଛି। ପାରିବାରିକ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। | |
ଆପଣ ମନ ମୁତାବକ ଫଳ ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହେବେ ପଦୋନ୍ନତିର ଯୋଗ ଅଛି। ମହିଳାମାନେ ନିଜ ଚେହେରାର ଯତ୍ନ ନେବାରେ ବ୍ୟସ୍ତ ରହିବେ। | |
କାହାରି ସହିତ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ। ଆର୍ଥିକ ଲାଭ ଯୋଗ ଅଛି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବିଜ୍ଞାନ ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। | |
ଭାଇ ସହିତ ସମ୍ବନ୍ଧ ମଜଭୁତ ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ରାଜନୀତିରେ ସଫଳତା ପାଇବେ। ଶିକ୍ଷାର୍ଥୀଙ୍କର ଲେଖାପଢାରେ ମନ ଲାଗିବ। | |
ସଫଳତାର ନୂଆ ଉଚ୍ଚତା ହାସଲ କରିବେ। କଳାକାରଙ୍କ ଲାଗି ଭଲ ଦିନଟିଏ ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। | |
ଦୀର୍ଘ ଦିନର ବାକିଥିବା କାମ ଘର ଲୋକଙ୍କ ସାହାଯ୍ୟରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ଭଲ ହେବ। ଗୃହିଣୀମାନେ କିଛି ନୂଆ ଖାଦ୍ୟ ତିଆରି କରିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। | |
ଦିନଟି ନୂଆ କିରଣ ନେଇ ଆସିଛି। କାରବାରରେ ବାଧା ଦୂର ହୋଇଯିବ। ମହିଳାମାନଙ୍କୁ ପରିବାରରେ ସହଯୋଗ ମିଳିବ। ନବ ବିବାହିତଙ୍କ ଲାଗି ଦିନଟି ଭଲ। |
Odia Calendar 2022
Comments
comments