OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 27th September 2022

ପୂର୍ବ କଥାର ଝଞଟ ଠାରୁ ଦୂରରେ ରୁହନ୍ତୁ ପାରିବାରିକ ବନ୍ଧୁ ଠାରୁ କୌଣସି ଖୁସି ଖବର ପାଇବେ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ।
କୌଣସି ଯୋଜନା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରଣ ହେବ। କଠିନ ପରସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ରାଜନେତାଙ୍କ ଲାଗି ଦିନଟି ଭଲ। ବାହନ କିଣିବା ଲାଗି ଶୁଭ।
ପାରିବାରିକ ଦାୟିତ୍ୱ ଭଲଭାବେ ତୁଲାଇବେ। ବେପାର ବଢ଼ାଇବା ପାଇଁ ନୂଆ ଶୈଳୀ ଅବଲମ୍ବନ କରିବେ। ଅଚାନକ ଧନଲାଭ ହେବ। ମହିଳାମାନେ କିଣାକିଣି ପାଇଁ ସହରକୁ ଯିବେ।
ଅତ୍ୟଧିକ ଜିଦ୍‌ କରିବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କର ସବୁ କାମ ମନମୁତାବକ ପୂରା ହେବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ପ୍ରେମରେ ସଫଳତା ପାଇବେ।
ଆପଣଙ୍କର କାମ ସହଜରେ ପୂରା ହୋଇଯିବ। ଧାର ଅର୍ଥ ଫେରସ୍ତ ପାଇବେ। ପ୍ରେମୀ ଯୁଗଳ ପରସ୍ପର ସହ ଖୁସିର ମୁହୂର୍ଭ ବିତାଇବେ ଛାତ୍ରଙ୍କୁ ଶୁଭ ସୂଚନା ମିଳିବ।
ଅନ୍ୟମାନେ ଆପଣଙ୍କ ଯୋଜନାରେ ପ୍ରଭାବିତ ହେବେ। ନିକଟ ସଂପର୍କୀୟଙ୍କ ଠାରୁ ଭଲ ପରାମର୍ଶ ପାଇବେ। ସ୍ଵାସ୍ଥ୍ୟ ପ୍ରତି ସଜାଗ ଓ ଖାଦ୍ୟ ପାନୀୟ ପ୍ରତି ସଚେତନ ରୁହନ୍ତୁ।
କାର୍ଯ୍ୟ ବ୍ୟସ୍ତତାରେ ଦିନଟି ବିତିବ ଘର ପ୍ରତି ଆପଣଙ୍କର ଦାୟିତ୍ଵ ବଢ଼ିବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ।
ନୂତନ ପ୍ରତିଷ୍ଠା ହାସଲ କରିବେ କଳାକାରଙ୍କ ଲାଗି ଭଲ ଦିନଟିଏ। ଅଫିସରେ ଆପଣଙ୍କ ପାଖରେ ଅଧିକ କାମ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ଖ୍ୟାତି ବୃଦ୍ଧି ହେବ।
କର୍ମତତ୍ପରତା ପ୍ରକାଶ ପାଇବ। ବନ୍ଧୁ ସହାୟତା ମିଳିବ। ଶତ୍ରୁ ଦମନ କରବିାରେ ସଦ୍ଧହସ୍ତ ହେବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ। ପରକୁ ସାହାଯ୍ୟ କରବିାରେ ଆତ୍ମତୃପ୍ତି ମିଳିବ।
ଭାଗ୍ୟର ସହାୟତା ପାଇବେ କ୍ୟାରିୟରରେ ନୂଆ କୀର୍ତ୍ତୀମାନ ସ୍ଥାପିତ କରିବେ। ବ୍ୟବସାୟରେ ଅଶାଠୁଁ ଅଧିକ ଲାଭ ପାଇବେ ଜୀବନସାଥୀଙ୍କୁ ଉପହାର ଦେବା ପାଇଁ ଭାବିବେ।
ଅଧିକତର ସମୟ ପରିବାର ଲୋକଙ୍କ ସହ ଅତିବାହିତ କରିବେ ନୂଆ କାମରେ ଆଶାନୁରୂପ ଫଳ ପାଇବେ। ଲେଖକଙ୍କ ଲାଗି ଦିନଟି ଭଲ ଦାମ୍ପତ୍ୟ ଜୀବନରେ ଖୁସି ଆସିବ।
ଦୋକାନୀଙ୍କ ଲାଗି ଦିନଟି ଭଲ ରହିବ। ଚାକିରି ମିଳିବା ହେତୁ ଖୁସି ହେବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢିବ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଭାବିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments