OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 26th July 2022

Odia Rashiphala

Odia Rashiphala

କୌଣସି ଭଲ ଖବର ଶୁଣିବୋ ଜୀବନସାଥୀଙ୍କ ସହଯୋଗ ମିଳିବ। ପରିଶ୍ରମ ଅନୁସାରେ ଲାଭ ପାଇବେ। ପୁସ୍ତକ ବ୍ୟବସାୟୀଙ୍କ ବିକ୍ରି ବଢ଼ିବ।
ପରିବାରରେ ମାଙ୍ଗଳିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ ଘରର ଆର୍ଥିକ ସମସ୍ୟାର ସମାଧାନ ହେବ।
ଜୀବନସାଥୀଙ୍କ ସହଯୋଗରେ କୌଣସି କାମ ସଂପୂର୍ଣ ହେବ। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁ ସହ କୌଣସି କଥାକୁ ନେଇ ତର୍କ ବିତର୍କ ହେବ।
ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ପରିବାରରେ ବାତାବର ଶାନ୍ତିମୟ ରହିବ ଧନ ବୁଦ୍ଧି ହେବାର ସମ୍ବାବନା ଅଛି। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ।
ପରିବାରରେ ହର୍ଷ ଉଲ୍ଲାସର ପରିବେଶ ରହିବ। ବ୍ୟବସାୟ ବୃଦ୍ଧି ପାଇଁ ଭଲ ସୁଯୋଗ ପାଇବେ ବିଦ୍ୟାର୍ଥୀଙ୍କୁ ଲକ୍ଷ୍ୟ ହାସଲ ଦିଗରେ ଶିକ୍ଷକଙ୍କ ସହଯୋଗ ମିଳିବ।
ବନ୍ଧୁ ଠାରୁ ଅଧିକ ସାହାଯ୍ୟ ପାଇବେ କିଣାବିକା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ କୌଣସିମକଦ୍ଦମା ପାଇଁ ଭଲ ଓକିଲଙ୍କ ମତ ନେବେ।
ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ ଅଚିହ୍ନା ବ୍ୟକ୍ତିଙ୍କ ଉପରେ ଭରସା କରିବାରୁ ନିବୃତ ରୁହନ୍ତୁ। ଫେସନ ଡିଜାଇନ୍‌ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।
ଆପଣଙ୍କ ଭିତରେ ଅତ୍ମବିଶ୍ୱାସ ଭରି ରହିବ। ନୂଆ କାମ ଆରମ୍ବ କରିବା ଲାଗି ଯୋଜନା ତିଆରି କରିବେ। ପରିବାର ସହ ଧର୍ମାନୁଷ୍ଠାନକୁ ଯିବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବା ଠିକ୍‌। ଯୋଜନା ବଳରେ କ୍ୟାରିୟରରେ ପରିବର୍ତ୍ତନ ଆଣିବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ।
ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ସାଙ୍ଗକୁ ସମସ୍ୟା କହିବେ ଅଧୁରା କାମ ପୂରା କରିବାରେ ସଫଳ ହେବେ। ପାରିବାରିକ ଜୀବନ ସୁଖମୟ ହେବ।
ମାତାପିତାଙ୍କ ସହ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଜୀବନସାଥୀଙ୍କ ସହ ସାମଞ୍ଜସ୍ୟ ବଜାୟ ରହିବ। ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ।
ବାକିଥିବା କାମ ସମାପ୍ତ କରିବାରେ ସଫଳ ହେବେ। ଜୀବନରେ ଲାଗି ରହିଥିବା ସବୁ ସମସ୍ୟାର ସମାଧାନ ହେବ। ଅଶା ପୂରଣ ହେବା ଯୋଗୁଁ ଆଶ୍ଵସ୍ତ ଅନୁଭବ କରିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments