OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 23th August 2022

Odia Rashiphala

Odia Rashiphala

ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। କୌଣସି ଉଚ୍ଚ ଅଧିକାରୀଙ୍କ ସହ ଆପଣଙ୍କର ସଂପର୍କ ସ୍ଥାପନ ହେବ। କାର୍ଯ୍ୟ ସଂପୂର୍ଣ୍ଣ କରିବା ଲାଗି ଭାଇ ଭଉଣୀଙ୍କର ସାହାଯ୍ୟ ନେବେ।
କାହାରିକୁ ଅଯାଚିତ ପରାମର୍ଶ ଦିଅନ୍ତୁ ନାହିଁ। ନୂଆ କାମ ଆରମ୍ଭ କରିପାରନ୍ତି। ପାରିବାରିକ ଜୀବନରେ ଖୁସିର ଆଗମନ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।
ଶିକ୍ଷା ସଂସ୍ଥାରେ ଥିବା ଲୋକଙ୍କୁ ବିଶେଷ ଲାଭ ହେବ। ଭାବିଥିବା କାମ ପୂରା ହେବ। ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ଭଲ।ପୁରୁଣା ବନ୍ଧୁ ସହ ମିଶି। ପାଇବେ।
କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ଧୌର୍ଯ୍ୟ ଓ ସଂଯମର ସହ କାମ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଆତ୍ମ ବିଶ୍ୱାସ ଛାତ୍ରଙ୍କ କାମରେ ଆସିବ।
ଲୋକେ ଆପଣଙ୍କ ଦ୍ଵାରା ଯଥେଷ୍ଟ ପ୍ରଭାବିତ ହେବେ। ଅଫିସରେ ଆପଣଙ୍କ କାମର ଖୁବ୍‌ ପ୍ରଶଂସା ହେବ। ରାଜନୀତିରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବନ୍ଧୁଙ୍କର ଘରକୁ ଯିବା ଆସିବା ଲାଗି ରହିବ। ସୁସମ୍ବାଦ ପାଇବେ ଦାମ୍ପତ୍ୟ ଜାବନରେ ମିଷ୍ଟତା ବଜାୟ ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ।
ବେପାରରେ ସାମାନ୍ୟ ଲାଭ ପାଇବେ ପାରିବାରିକ ସୁଖ ବୃଦ୍ଧି ହେବ। କ୍ୟାରିୟରରେ ଉତ୍ଥାନପତନର ସ୍ଥିତି ରହିବ। ସହଯୋଗୀଙ୍କ ସାହାଯ୍ୟ କମ୍‌ ମିଳିପାରେ।
ଉପରିସ୍ଥ କର୍ମଚାରାଙ୍କ ସହ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। କ୍ୟାରିୟରରେ ଉନ୍ନତିର ଯୋଗ ରହିଛି। ପୂର୍ବରୁ ନେଇଥିବା ନିଷ୍ପତି ଆପଣଙ୍କୁ ଭଲ ଫଳ ଦେବ।
କାର୍ଯ୍ୟଯେତ୍ରରେ ନୂଆ ବିଚାରର ସମାବେଶ ହେବ। ଅଧିକାରୀ ବର୍ଗ ଆପଣଙ୍କ କାମରେ ଖୁସି ରହିବେ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇଵେ। ଘରକୁ ପ୍ରିୟବନ୍ଧୁ ଆସିବେ।
କୌଣସି କାମରେ ଜୀବନସାଥୀଙ୍କ ସାହାଯ୍ୟ ଲୋଡ଼ିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ପ୍ରଚୁର ରହିବ।
ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ନୂଆ ବ୍ୟବସାୟରେ ସଫଳତା ପାଇବେ। ଛାତ୍ରଙ୍କ କ୍ୟାରିୟରରେ ଦିନଟି ନୂଆ ପରିବର୍ତ୍ତନ ଆଣିବ।
ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଚାକିରିରେ ପଦୋନ୍ନତିର ଯୋଗ ଅଛି। ଆପଣଙ୍କୁ ଲାଭର ଅବସର ମିଳିବ। କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବା ପାଇଁ ଘରକୁ ଆସିପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments